Latest Odisha News

BREAKING NEWS

ଓଡ଼ିଶାର ୬୭ ଜଣଙ୍କୁ ମିଳିବ ସାହସିକତା ପୋଲିସ ମେଡାଲ୍

ନୂଆଦିଲ୍ଲୀ: ଘୋଷଣା ହେଲା ସାହସିକତା ପାଇଁ ରାଷ୍ଟ୍ରପତି ପୋଲିସ ମେଡାଲ୍ । ସ୍ୱାଧୀନତା ଦିବସ ଅବସରରେ ସାରା ଦେଶରୁ ୧୩ଶହ ୮୦ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଓଡ଼ିଶାରୁ ୬୭ ଜଣଙ୍କୁ ସାହସିକତା ପୋଲିସ ମେଡାଲ ନେଇ ଘୋଷଣା କରାଯାଇଛି । ସେହିପରି…

କିଟ୍‍ ବିଶ୍ୱବିଦ୍ୟାଳୟର ୧୭ତମ ସମାବର୍ତ୍ତନ

ବିଗତ ବର୍ଷଗୁଡ଼ିକରେ ଅତିବାହିତ ହୋଇଥିବା ସମୟ ଏବଂ ୨୦୨୧ଠାରୁ ଆରମ୍ଭ ହୋଇଥିବା ସମୟ ମଧ୍ୟରେ ଏକ ବିରାଟ ପରିବର୍ତ୍ତନ ଦେଖା ଦେଇଛି। ଠିକ୍‍ ଏକ ଶତାବ୍ଦୀ ତଳେ ସ୍ପେନିସ୍‍ ଫ୍ଲୁ ଭଳି ଏକ ମାରାତ୍ମକ ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିଥିଲା। ଶହେବର୍ଷ ପରେ ଗତବର୍ଷ ବିଶ୍ୱ ଯେଉଁ ସଙ୍କଟମୟ…

କୁଳାଙ୍ଗାର ଉବାଚ : ପାଞ୍ଚଟା ପଞ୍ଚ୍

(୧) ଅନ୍-ଲାଇନ ଷ୍ଟୋରର ମାଲିକମାନେ ଗୋଟେ ଗୋଟେ ଇଶ୍ବର ନଚେତ୍ ସାକ୍ଷାତ ଚୋର; ଏହି ଜିଜ୍ଞାସାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ନିହାତି ଦର୍କାର! ଯଦି ସେମାନେ ଏସବୁ ନୁହନ୍ତି, ଏତେ ଶସ୍ତାରେ ଜିନିଷ ସବୁ କୋଉଠୁ ଆଣି ଦିଅନ୍ତି? (୨) ନାନା ଦୁର୍ଘଟଣାରେ ଦଳଦଳ ଲୋକ…

ଅନଲକ୍ ହେଲା ରାହୁଲ ଗାନ୍ଧିଙ୍କ ଟ୍ୱିଟର ଆକାଉଣ୍ଟ

ନୂଆଦିଲ୍ଲୀ: ଅନଲକ୍ ହୋଇଛି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଟ୍ୱିଟର ଆକାଉଣ୍ଟ । ସପ୍ତାହେ ଧରି ଅସ୍ଥାୟୀ ଭାବରେ ରାହୁଲଙ୍କ ଟ୍ୱିଟ୍ ଆକାଉଣ୍ଟକୁ ସସପେଣ୍ଡ କରିଥିଲା କମ୍ପାନୀ । ଦିଲ୍ଲୀରେ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ଲୋକଙ୍କ ଫଟୋ ପୋଷ୍ଟ କରିବା ପରେ ନିୟମର ଉଲ୍ଲଂଘନ ଅଭିଯୋଗରେ…

ଅଗଷ୍ଟ ୧୪କୁ ଦେଶରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ଭାବରେ ପାଳନ କରାଯିବ

ନୂଆଦିଲ୍ଲୀ: ପ୍ରତିବର୍ଷ ଅଗଷ୍ଟ ୧୪ ତାରିଖକୁ ଦେଶବ୍ୟାପୀ ବିଭାଜନ ବିଭୀଷିକା ସ୍ମୃତି ଦିବସ ଭାବରେ ପାଳନ କରାଯିବ । ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଦିନକୁ ପାଳନ କରିବା ପାଇଁ ଦେଶବାସୀଙ୍କୁ ଟ୍ୱିଟ୍ କରି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି,…

ବୁର୍ଲା ଭୀମସାରରେ ଦୁଇ ଜଣ ଶିଶୁ କରୋନା ସଂକ୍ରମିତ

ସମ୍ୱଲପୁର: ବୁର୍ଲା ଭୀମସାରରେ ଦୁଇ ଜଣ ଶିଶୁ କରୋନା ସଂକ୍ରମିତ । ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ସଂକ୍ରମିତ ଦୁଇ ଶିଶୁ ଏବେ କୋଭିଡ୍-୨ ଓ୍ୱାର୍ଡରେ ଚିକିତ୍ସିତ ହେଉଛନ୍ତି । ସଂକ୍ରମିତ ଦୁଇ ଶିଶୁଙ୍କ ବୟସ ଯଥାକ୍ରମେ ୮ ମାସ ଓ ୫ ବର୍ଷ ହେବ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ…

ଆଜି ହାଇକୋର୍ଟରେ ହାଜର ହେବେ ୪ ଜିଲ୍ଲାପାଳ

କଟକ: ଆଜି ହାଇକୋର୍ଟରେ ହାଜର ହେବେ ୪ ଜିଲ୍ଲାର ଜିଲ୍ଲାପାଳ । ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳ ହାଇକୋର୍ଟରେ ହାଜର ହେବେ । ଆର୍ଦ୍ରଭୂମି ସୁରକ୍ଷା ସମ୍ପର୍କିତ ମାମଲା ଉପରେ ମତ ରଖିବେ । ଏଥିସହ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ନେଇ କଣ ପଦକ୍ଷେପ ନେଇଛନ୍ତି ସେନେଇ…

ମହାତ୍ମା ଗାନ୍ଧିଙ୍କୁ ସର୍ବୋଚ୍ଚ ସମ୍ମାନ ଦେବାକୁ ଆମେରିକା ସଂସଦରେ ପୁଣି ଆସିଲା ପ୍ରସ୍ତାବ

ଓ୍ୱାଶିଂଟନ୍: ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ ଦେବାକୁ ପ୍ରସ୍ତାବ । ଏନେଇ ଆମେରିକା ସଂସଦରେ ପୁଣି ଥରେ ପ୍ରସ୍ତାବ ଆଗତ ହୋଇଛି । ନ୍ୟୁୟର୍କର ଜଣେ ସାଂସଦ ଏହି ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ଶାନ୍ତି ଓ ଅହିଂସା ଦିଗରେ କାମ କରୁଥିବାରୁ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପୋଲିସ ଡିଜିଙ୍କ ନିର୍ଦ୍ଦେଶରେ ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ଏଥିପାଇଁ କ୍ରାଇମବ୍ରାଞ୍ଚ…

ଲତାଜାତୀୟ ଫସଲ ବିନ୍‌

କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’ ଲତା ଜାତୀୟ   ଫସଲ ଭିତରେ ବିନ୍‌ ଏବେ ସର୍ବାଧିକ ଲୋକପ୍ରିୟ ଚାଷ ହେଉଥିବା ପରିବା । ଏହାର ପ୍ରୋଟି୍‌ନ ପରିମାଣ ୯.୬ ଗ୍ରାମ ଥିଲାବେଳେ ର୍କାବୋହାଇଡେ଼୍ରଟ୍‌ ୧୦.୫ ଗ୍ରାମ ଥାଏ ।ତେବେ ଏହାର ଉପଯୁକ୍ତ ପରିଚାଳନା…