Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ  ତା ୧୫-୮-୨୦୨୧ ରବିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଅଗଷ୍ଟ ତା ୧୫ ରିଖ ରବିବାର କର୍କଟ ୩୧ ଦିନ ଶ୍ରାବଣ ମାସ ଶୁକ୍ଳପକ୍ଷ ସପ୍ତମୀ ତିଥି ବିଶାଖା ନକ୍ଷତ୍ର ତୁଳା ଚନ୍ଦ୍ର ଘାତ ବାର-: ମେଷ ରାଶିର ଆଜିର ନିଷେଧ ଖାଦ୍ୟ-: ତାଳ ଆଜି:- ପବିତ୍ର ସ୍ବାଧୀନତା ଦିବସ…

ସ୍ୱାଧୀନତା ପ୍ରାପ୍ତି ବେଳେ ଗାନ୍ଧୀ କରୁଥିଲେ କ’ଣ?

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ ତିନି ଶତାଦ୍ଦୀର ବ୍ରିଟିଶ୍ ଶାସନର ଅବସାନ ଘଟାଇ ଭାରତ ସ୍ୱାଧୀନ ହେଲା ୧୯୪୭ ଅଗଷ୍ଟ ୧୫ରେ । ଏହି ଅବିସ୍ମରଣୀୟ ସ୍ମୃତିକୁ ପଖାଳିବା ପାଇଁ ଏବେ ଆମେ ପାଳୁଛୁ ସ୍ୱାଧୀନତାର ଅମୃତ ମହୋତ୍ସବ । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ…

ଭୁବନେଶ୍ବର ରେଳ ଷ୍ଟେସନରେ ହସ୍ତତନ୍ତ ପ୍ରଦର୍ଶନୀ ଷ୍ଟଲ ଉଦଘାଟିତ

ଭୁବନେଶ୍ବର : ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ପାଇଁ 'ଆତ୍ମନିର୍ଭର ଭାରତ'ର ପ୍ରତୀକ ହେଉଛି 'ଆଜାଦୀ କା ଅମୃତ ମହୋତ୍ସବ' । ଭୁବନେଶ୍ବର ଖଦି ଏବଂ ଗ୍ରାମ ଶିଳ୍ପ ଆୟୋଗ ଓ ଭାରତ ସରକାରଙ୍କ ସହଯୋଗରେ ଷ୍ଟଲ ଗୁଡିକ ସ୍ଥାପିତ କରାଯାଇଛି । ସେହିପରି ଆଉ ଏକ ଷ୍ଟଲ ପୁରୀ ରେଳ…

ରାଷ୍ଟ୍ରପତିଙ୍କ ଟି-ପାର୍ଟିରେ ଯୋଗ ଦେଲେ ନୀରଜ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଆଥଲେଟ ନୀରଜ ଚୋପ୍ରା ଅସୁସ୍ଥ ଥିବା ଖବର ସମସ୍ତ କ୍ରୀଡାପ୍ରେମୀଙ୍କୁ ବ୍ୟସ୍ତବିବ୍ରତ କରାଇ ପକାଇଥିଲା । ଏହାର ମୂଖ୍ୟ କାରଣ ଥିଲା କରୋନା ଭୟ... । ଅବଶ୍ୟ ତାଙ୍କର କୋଭିଡ ରିପୋର୍ଟ ନେଗେଟିଭ ଆସିଥିଲେ ମଧ୍ୟ ମନରେ ସଂଶୟ ରହିଥିଲା ।…

ଇତିହାସ ପୃଷ୍ଠାରେ ହଜି ଯାଇଥିବା ବିର୍ସା ମୁଣ୍ଡା, ତାନ୍ତିଆ ଟୋପେଙ୍କ ପରି ସମ୍ମାନୀତ ହେବେ ୧୪୬ ସ୍ୱାଧୀନତା ସଂଗ୍ରାମୀ…

ନୂଆଦିଲ୍ଲୀ: ଭାରତର ସ୍ୱାଧୀନତା ପଛରେ ଅନେକ ମହାନ ବ୍ୟକ୍ତିଙ୍କ ବଳିଦାନ ରହିଛି । ଆମେ ଅଳ୍ପ କେତେକଙ୍କ ବିଷୟରେ ଜାଣିଛେ । ତେବେ ଇତିହାସ ପୃଷ୍ଠାରେ ହଜି ଯାଇଥିବା ବିର୍ସା ମୁଣ୍ଡା, ତାନ୍ତିଆ ଟୋପେ ଓ ସୁବାସ ଚନ୍ଦ୍ର ବୋଷଙ୍କ ପରି ୧୪୬ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ସରକାର ସମ୍ମାନୀତି କରିବା…

ଆସାମ-ମିଜୋରମ ସୀମା ବିବାଦ ନେଇ ପୁଣି ଉତେଜନା

ହେଲିକାଣ୍ଡି: ଆସାମର ହେଲିକାଣ୍ଡଢି ଜିଲ୍ଲାର ଏକ ସ୍କୁଲ ଉପରେ ବୋମାମାଡ ହେବା ଯୋଗୁ ଆସାମ ଏବଂ ମିଜୋରମ ମଧ୍ୟରେ ସୀମା ବିବାଦ ନେଇ ପୁନର୍ବାର ଉତେଜନା ବୃଦ୍ଧି ପାଇଛି । ଏହି ବିସ୍ଫୋରଣରେ କେବଳ ସ୍କୁଲର ପାଚେରୀ ଭାଙ୍ଗି ଯାଇଛି । କୌଣସି ବଡ ଧରଣର ଅଘଟଣ ଘଟି ନାହିଁ ବୋଲି ହେଲିକାଣ୍ଡ ଏସପି…

ଅଶାନ୍ତ ଆଫଗାନିସ୍ତାନ, କାବୁଲ ଦଖଲ କରିବ ତାଲିବାନ

ଆଫଗାନିସ୍ତାନ : ଆଫଗାନିସ୍ତାନ ରାଜଧାନୀ କାବୁଲ ନିକଟରେ ତାଲିବାନ । ଯେ କୌଣସି ମୁହୂର୍ତ୍ତରେ ସହରକୁ କବଜା କରିବାର ରହିଛି ସମ୍ଭାବନା । ପଲ-ଇ-ଆଲାମ ସହରକୁ ନିଜ ଦଖଲକୁ ନେଇଛି ତାଲିବାନ । ପରିସ୍ଥିତିକୁ ନେଇ ରାଷ୍ଟ୍ରପତି ଅଶରଫ ଘନିଙ୍କ ଚିନ୍ତା ବଢ଼ିଗଲାଣି । ସେପଟେ ଅମାନବୀୟ ଆକ୍ରମଣ ବନ୍ଦ…

ବର୍ଷା ପାଣିରେ ଭାସିଗଲେ ଯୁବକ

ବାରିପଦା : ଦୁଇ ଘଣ୍ଟାର ପ୍ରବଳ ବର୍ଷାରେ ଭାସିଗଲେ ଯୁବକ । ବାଇକ୍ ଯୋଗେ ରାସ୍ତା ପାର ହେଉଥିବା ବେଳେ ବର୍ଷା ପାଣିର ସୁଅରେ ଭାସି ଯାଇଛନ୍ତି ଯୁକକ । ବର୍ତ୍ତମାନ ସୁଦ୍ଧା ଯୁବକଙ୍କ କୌଣସି ଖୋଜ ଖବର ମିଳିନାହିଁ । ବାରିପଦା ସ୍ଥିତ ବଳରମପୁର ୱାର୍ଡ ନମ୍ବର ୧୭ ସ୍ଥିତ ଜରାଳି ନଦୀରେ ଦୁଇ…

ଡାଲମିଆ ସିମେଣ୍ଟ ଦ୍ବାରା ରାଜଗାଙ୍ଗପୁର ଘରୋଇ ବସଷ୍ଟାଣ୍ଡରେ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ

ରାଜଗାଙ୍ଗପୁର : ବସଷ୍ଟାଣ୍ଡରେ ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ପ୍ରୟାସ ଆରମ୍ଭ କରିଛି ଡାଲମିଆ ସିମେଣ୍ଟ ଲିମିଟେଡ଼ । ରାଜଗାଙ୍ଗପୁର ଘରୋଇ ବସଷ୍ଟାଣ୍ଡରେ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ଏକ ପ୍ରକଳ୍ପ ଆରମ୍ଭ କରିଛି ଡାଲମିଆଁ ସିମେଣ୍ଟ । କମ୍ପାନୀର ଜାତୀୟ ଉତ୍ପାଦନ ମୁଖ୍ୟ…

ପଶ୍ଚିମବଙ୍ଗରେ ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା

କୋଲକାତା: ପଶ୍ଚିମବଙ୍ଗରେ ଏବେ ବି ନିର୍ବାଚନୀ ହିଂସା ଜାରୀ ରହିଛି । ଶନିବାର ତୃଣମୂଳ କଂଗ୍ରେସର ରଣଜୟ କୁମାର ଶ୍ରୀବାସ୍ତବଙ୍କୁ ଟିଟାଗଡରେ ଗୁଳି କରି ହତ୍ୟା କରାଯାଇଛି । ପ୍ରାରମ୍ଭିକ ତଦନ୍ତ ପରେ ପୋଲିସ ୫ଜଣଙ୍କୁ ଗିରଫ କରିଛି । ସେ କାରରେ ଯାଉଥିବା ବେଳେ ଦୁର୍ବୃତମାନେ ପ୍ରଥମେ ବୋମା ମାଡ…