ଖୁବ୍ ଶୀଘ୍ର ଆସିବ ନୂଆ ଟିକା: ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଜାନୁଆରୀ ୧୬ ରୁ ଦେଶରେ କରୋନା ବିରୋଧରେ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ଆରମ୍ଭ ହେବା ପରେ ଆହୁରି ଅନେକ ଟିକା ଲଞ୍ଚ୍ ହେବାକୁ ଯାଉଛି।
ଅନ୍ଲାଇନ୍ରେ ରିୟାଦରେ ଫ୍ୟୁଚର ଇନଭେଷ୍ଟମେଣ୍ଟ ଇନିସିଏଟିଭ୍ ର ଚତୁର୍ଥ…