Latest Odisha News

BREAKING NEWS

ଭେଟେରାନ୍‌ ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ

ମୁମ୍ବାଇ: ଭେଟେରାନ୍‌ ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା। ଗତ ସପ୍ତାହରେ କିଡନୀ ସଂକ୍ରମଣ ହେତୁ ସେ ମୁମ୍ବାଇର ସିଟି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଅଭିନେତା ଅନୁପମ ଶ୍ୟାମଙ୍କର ଏକାଧିକ ଅଙ୍ଗ ବିଫଳ ହେବା ପରେ ସୋମବାର ତାଙ୍କ ଦେହାନ୍ତ…

ରାଜ୍ୟରେ ହଜାରେ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ହଜାରେ ତଳକୁ ଖସିଲା କରୋନାର ଦୈନିକ କେସ୍ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୮୬ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୫୧୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୭୪ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୩, କଟକରୁ ୮୧, ବାଲେଶ୍ୱରରୁ ୬୨, ଯାଜପୁରରୁ ୬୦,…

କବିତା: ପ୍ରିୟତମା

ମାନଗୋବିନ୍ଦ ବାରିକ ତୁମେ ମୋ' ପ୍ରାଣର ମୁଗ୍ଧ-ମଧୁଶାଳା ପ୍ରଣୟର ମୁଖବନ୍ଧ, ତୁମେ ମୋ' ମନର ସୁନେଲି ସପନ ରୋମାଞ୍ଚର ପ୍ରିତୀଛନ୍ଦ। ସ୍ନେହ ମମତାର ଅମୀୟ ଆହ୍ଲାଦ ରେଶମୀ ରଜ୍ଜୁରେ ବନ୍ଧା, ଶ୍ରଦ୍ଧା ସମ୍ପ୍ରୀତିର ନୀରବ ପ୍ରବାହ ପବିତ୍ର ଅଳକାନନ୍ଦା। ନିସ୍ତବ୍ଧ ନିଶିର ଅମା…

ଆରଟେମିିନ ପକ୍ଷରୁ ପ୍ରଥମ ଆନ୍ତର୍ଜାତିୟ ଚିତ୍ର କଳା ଶିବିର ଉଦଘାଟିତ

ଭୁବନେଶ୍ୱର : ଅଗ୍ରଣୀ କଳା ସଂସ୍ଥା ଆରଟେମିିନ ପକ୍ଷରୁ ୭୫ତମ ସ୍ଵାଧୀନତା ଦିବସ ଉପଲକ୍ଷେ, ଅନଲାଇନ ମାଧ୍ୟମରେ ପ୍ରଥମ ଆନ୍ତର୍ଜାତିୟ ଚିତ୍ର କଳା ଶିବିର "ବୋଲ୍ କେ ଲବ୍ ଆଜାଦ ହେ ତେରେ" ର ଉଦଘାଟନ ସମାରୋହ ଆୟୋଜିତ ହୋଇଯାଛି। ଆଗାମୀ ୧୦ ତାରିଖ ପର୍ଯ୍ୟନ୍ତ ଏହି ଶିବିର ଚାଲିବ ବୋଲି କଳା ସଂସ୍ଥା…

ଅଗଷ୍ଟ କ୍ରାନ୍ତି ଆନ୍ଦୋଳନରେ କୋରାପୁଟିଆଙ୍କ ବଳିଦାନ

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ 'ଗାନ୍ଧୀ କଥା' ‘ଭାରତର ସ୍ୱାଧୀନତା ଲାଗି କୋରାପୁଟ ଜିଲାର ଅବଦାନ ଅତୁଳନୀୟ । ଗାନ୍ଧୀଜୀଙ୍କ କାମର ଅଦ୍ଭୁତପୂର୍ବ ସଫଳତା ଏହି ଆଦିବାସୀ ବହୁଳ ଜିଲାରେ ଦେଖିବାକୁ ମିଳିଥିଲା । ବାପୁଜୀଙ୍କ ଡାକରାରେ ସ୍ୱରାଜ ସଂଗ୍ରାମ ଲାଗି କୋରାପୁଟ ଯେପରି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୯-୮-୨୦୨୧ ସୋମବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଅଗଷ୍ଟ ତା ୯ ରିଖ ସୋମବାର କର୍କଟ ୨୫ ଦିନ ଶ୍ରାବଣ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର-: ମିଥୁନ ରାଶିର ଆଜିର ନିଷେଧ ଖାଦ୍ୟ-: ପାଣି କଖାରୁ ମେଷ ଆପଣଙ୍କ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଉଡାଣ ପୂର୍ବ ଚିଠିର ପ୍ରତିକ୍ରିୟାରେ ମୋତେ ମିଳିଥିବା ମତସବୁକୁ ପଢୁଥିଲାବେଳେ ସୁଜୁର ଉତ୍ତର ଅଟକେଇ ରଖିଲା କିଛି କ୍ଷଣ । କାହିଁକି ଲାଗିଲା ତୁମ ପ୍ରତି ମୋର ସମ୍ପର୍କକୁ ସଠିକ ଶବ୍ଦରେ ଖଞ୍ଜିପାରିନି ବୋଧହୁଏ ସେହି ଚିଠିରେ । ପ୍ରେମ ଘୃଣାର ବିପରୀତ ନୁହେଁ ବୋଲି ମୁଁ ବୁଝେ । କାହା…

ଆସନ୍ତାକାଲିଠୁ ଖୋଲିବ ଆଇଟିଆଇ ପଲିଟେକନିକ ଓ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ବର : ଆସନ୍ତାକାଲିଠୁ ଖୋଲିବ ରାଜ୍ୟର ସମସ୍ତ ଆଇଟିଆଇ ପଲିଟେକନିକ ଓ ବୈଷୟିକ ଶିକ୍ଷାନୁଷ୍ଠାନ । କେବଳ ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ଖୋଲାଯିବ । ମହାମାରୀ କରୋନା ପରେ ପ୍ରଥମଥର ପାଇଁ ଶ୍ରେଣୀ ଗୃହରେ ବସି ପାଠ ପଢ଼ିବେ ଛାତ୍ରଛାତ୍ରୀ । କୋଭିଡ ଗାଇଡ଼ ଲାଇନ ଅନୁସାରେ କେବଳ…

ନ୍ୟାସନାଲ ଏକାଡେମୀ ଅଫ ମେଡିକାଲ ସାଇନ୍ସେସର ସଦସ୍ୟ ଭାବେ ମନୋନୀତ ହେଲେ ସମ୍ ହସପିଟାଲ ପ୍ରଫେସର

ଭୁବନେଶ୍ବର : ନ୍ୟାସନାଲ ଏକାଡେମୀ ଅଫ ମେଡିକାଲ ସାଇନ୍ସେସର ସଦସ୍ୟ ଭାବେ ମନୋନୀତ ହେଲେ ସମ୍ ହସପିଟାଲ ପ୍ରଫେସର । ସମ୍ ହସପିଟାଲ ଗାଷ୍ଟ୍ରୋଏନଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ କୁମାର ସାହୁ ନ୍ୟାସନାଲ ଏକାଡେମୀ ଅଫ ମେଡିକାଲ ସାଇନ୍ସେସର ସଭ୍ୟ ଭାବେ ମନୋନୀତ ହୋଇଛନ୍ତି ।…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ କୋଟିପତି କିରାଣି

ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଉ ଜଣା ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଇଁତଳା ବ୍ଲକର କୋଟିପତି କିରାଣି ରବୀନ୍ଦ୍ର କୁମାର ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ଠାରୁ ୮୦ ପ୍ରତିଶତ ବେଆଇନ ସମ୍ପତି ଠୁଳ କରିଥିବାରୁ ତାଙ୍କ ବିରୋଧରେ ନିଆଯାଇଛି…