Latest Odisha News

BREAKING NEWS

ଗୁଡ଼େଶିରା ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ କାର୍ଯ୍ୟକ୍ରମ

ବରଗଡ଼: ବରଗଡ଼ ଜିଲ୍ଲା ଗୁଡ଼େଶିରା ପଞ୍ଚାୟତ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋମଳମତି ଶିଶୁମାନଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଥିଲା। ପିଲାଙ୍କୁ ଉତ୍ସାହିତ କରିବା ପାଇଁ ସରପଞ୍ଚ ରୂପଧର ଥପା ଓ ଯୁବ ନେତା ଉମେଶ ପଣ୍ଡା କହିଥିଲେ, ଆମକୁ ଆଗକୁ…

ପାରଳା ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଭାରତୀଙ୍କ ନାଁରେ ଚାର୍ଜସିଟ୍

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ନାଁରେ ପାରଳାଖେମୁଣ୍ଡି କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଛି । ସୌମ୍ୟଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ବିଦ୍ୟାଭାରତୀ ଅଭିଯୁକ୍ତ ।…

ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ: ୪୮ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର : ଆଣ୍ଡାମାନ ସାଗର ଓ ତାର ପାର୍ଶ୍ୱବର୍ତ୍ତୀ ଅଂଚଳରେ ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ  ରହିଛି । ଗୋଟିଏ ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ସମୁଦ୍ରପତ୍ତନ ଠାରୁ ୩.୧ ରୁ ୫.୮ କିମି ମଧ୍ୟରେ ସକ୍ରିୟ ରହିଥିବାର ସୂଚନା ମିଳିଛି ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପ…

ସତ ମାନିଲେ ଆର୍ୟନ; ପାର୍ଟିକୁ ଜୋତା ଭିତରେ ଡ୍ରଗ୍ସ ଲୁଚାଇ ନେଇଥିଲେ ବନ୍ଧୁ ଅରବାଜ

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଆର୍ୟନ ଚରସ ଖାଇଥିବାର ସ୍ୱୀକାର କରିଛନ୍ତି ଏବଂ ତାଙ୍କ ବନ୍ଧୁ ଅରବାଜ୍ ମର୍ଚାଣ୍ଟ ତାଙ୍କ ସହିତ ୬ ଗ୍ରାମର ଚରସ ଜୋତାରେ ଲୁଚାଇ ନେଇଥିବା ମଧ୍ୟ ସେ ଏନ୍‌ସିବି ସମ୍ମୁଖରେ ସ୍ବୀକାର କରିଛନ୍ତି। ଏ ନେଇ ଏନ୍‌ସିବି ପଞ୍ଚନାମା ରିପୋର୍ଟରେ ସ୍ପଷ୍ଟ…

ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲେ ବନ ବିଭାଗ କର୍ମଚାରୀ

କଣ୍ଟାବାଞ୍ଜି: ପୁଣି ଜବତ ହେଲା ଜୀବନ୍ତ ବଜ୍ରକାପ୍ତା । ବଲାଙ୍ଗୀର ଖପ୍ରାଖୋଲରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବଜ୍ରକାପ୍ତା ଚାଲାଣ ନେଇ ମହରାପଦର ଗାଁ ଠାରେ ଡିଲ୍‌ ହେଇଥିବା ବେଳେ ଜବତ କରିଛି ବନ ବିଭାଗ । ଲାଠୋର ଓ ଖପ୍ରାଖୋଲ ବନ ବିଭାଗ ମିଳିତ ଭାବେ ଗ୍ରାହକ ବେଶରେ ଯାଇ…

ଅବକ୍ଷୟମାନ ମଠ ସଂସ୍କୃତି

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ଶ୍ରୀଜଗନ୍ନାଥ ଚେତନାର ପ୍ରଚାର ପ୍ରସାର ତଥା ସୁପରିଚାଳନା କ୍ଷେତ୍ରରେ ବହୁ ପୁରାକାଳରୁ ମଠଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଆସିଛନ୍ତି । ଶ୍ରୀମନ୍ଦିର ନିର୍ମାଣ ପୂର୍ବରୁ ଶ୍ରୀକ୍ଷେତ୍ରରେ ଦୁଇଟି ବୈଦିକ ଆଶ୍ରମ ଓ…

ଗାଁରେ ବୁଲୁଛି ଦନ୍ତା, ଆତଙ୍କିତ ଲୋକେ

ବାରିପଦା : କଲେଜ ପରିସରରେ ଦନ୍ତା ହାତୀ ।  ବାରିପଦା ଏମପିସି ଅଟୋନମସ୍ କଲେଜ ପରିସରରେ ଦନ୍ତା ହାତୀ । ଆଜି ସକାଳୁ ଏହି ହାତୀ ବାରିପଦା-ଦେଉଳି ରାସ୍ତା ଆଡୁ ଆସି କଲେଜ ପରିସରରେ ପ୍ରବେଶ କରିଛି ।  ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବାରିପଦା-ତକତପୁର ରାସ୍ତାରେ ଚଳପ୍ରଚଳକୁ ବନ୍ଦ କରିଛି…

ସୁବର୍ଣ୍ଣପୁରରେ ଗୋ ଶ୍ରଦ୍ଧା ଅଭିଯାନ ଆରମ୍ଭ

ସୋନପୁର: ସୁବର୍ଣ୍ଣପୁର ପୌରାଞ୍ଚଳରେ ବୁଲା ଗାଈ ଗୋରୁଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଅନେକ ସମୟରେ ଟ୍ରାଫିକ୍ ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି। ଏନେଇ ଜିଲ୍ଲା ପ୍ରଶାସନ ତଥା ପୌରପାଳିକା ପକ୍ଷରୁ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନକୁ ନେଇ ଆରମ୍ଭ ହୋଇଛି ଗୋ ଶ୍ରଦ୍ଧା ଅଭିଯାନ।…

ଆର୍ୟନଙ୍କ ଗିରଫଦାରୀକୁ ନେଇ ଏମିତି କହିଲେ ତାପସୀ

ନୂଆଦିଲ୍ଲୀ: କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାର ପର୍ଦ୍ଦାଫାସ୍‌ ହେବା ପରେ ବଲିଉଡ୍‌ ଷ୍ଟାର ଶାହାରୁଖ୍‌ଙ୍କ ପୁଅ ଆର୍ୟନଙ୍କ ନାଁ ସାମ୍‌ନାକୁ ଆସିଥିଲା। ଏହାପରେ ଆର୍ୟନଙ୍କ ସମେତ ୭ ଜଣଙ୍କୁ ଏନ୍‌ସିବି ନିଷିଦ୍ଧ ନିଶା ଦ୍ରବ୍ୟ କାରବାର ମାମଲାରେ ଜଡ଼ିତ ଥିବା ଅଭିଯୋଗରେ ଗିରଫ କରିଥିଲା।…

ବିଶ୍ୱପ୍ରାଣ ଉତ୍କଳମଣି 

ଉତ୍କଳମଣିଙ୍କ ଜୟନ୍ତୀ ଉପଲକ୍ଷେ ........ ବିଶ୍ୱହିତେ  ଦୀନ,  ଦୁଃଖୀ,  ରଙ୍କୀର  ଆଖି  ଲୁହ  ଯାହାଙ୍କୁ  ବ୍ୟଥା  ମୂର୍ଚ୍ଛିତ   କରେ,  ଦଧିଚୀ  ଭଳି  ଯେ  ଆତ୍ମବଳୀ  ଦେଇଥିଲେ,  ସେ  ହେଉଛନ୍ତି  ଉତ୍କଳର  ଚଳନ୍ତି  ଦେବତା,  ଦୀନ  ଦରିଦ୍ରର  ବନ୍ଧୁ  ଉତ୍କଳରମଣି ଗୋପବନ୍ଧୁ  ଦାସ  । …