Latest Odisha News

BREAKING NEWS

ନକ୍ସଲଙ୍କ ସହିଦ ସପ୍ତାହର ଶେଷ ଦିନ

ମାଲକାନଗିରି: ନକ୍ସଲ ପନ୍ଥିଙ୍କ ସହିଦ ସପ୍ତାହର ଆଜି ହେଉଛି ଶେଷ ଦିନ । ହେଲେ ଗତ କାଲି ମାଲକାନଗିରି ଛତିଶଗଡ ସିମାନ୍ତ ସୁକମା ଜିଲ୍ଲାରେ ନକ୍ସଲ ମାନେ ପାଳନ କରିଥିଲେ ସହିଦ ସପ୍ତାହ । ଏଥିରେ ସିମାନ୍ତ ମାଲକାନଗିରି ଓ ସୁକମା ଜିଲ୍ଲାର ଶହ ଶହ ଆଦିବାସୀ ଲୋକେ ଯୋଗ ଦେଇଥିଲେ । ଆଦିବାସୀ…

ଦେଶର ୨.୯୬ କୋଟିରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ନାହିଁ ଡିଜିଟାଲ୍‌ ଉପକରଣ; ବିହାରରେ ସର୍ବାଧିକ

ନୂଆଦିଲ୍ଲୀ: ମହାମାରୀ ସମୟରେ ସ୍କୁଲ ବନ୍ଦ ଯୋଗୁଁ ଶିକ୍ଷଣ ପ୍ରକ୍ରିୟା ଅନଲାଇନରେ ଚାଲିଛି। ମହାମାରୀ କରୋନା ଯୋଗୁ ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଯିବା ପରିବର୍ତ୍ତେ ସେମାନଙ୍କୁ ଅନ୍‌ଲାଇନ୍‌ ଶିକ୍ଷା ଦିଆଯାଉଛି। ଯେପରି ପିଲାମାନେ କରୋନା କାଳରେ ବି ଶିକ୍ଷା ଗ୍ରହଣରୁ…

ନିଜ ବନ୍ଧୁକରୁ ଗୁଳି ମାରି ଆତ୍ମହତ୍ୟା କଲେ ସିକ୍ୟୁରିଟି ଗାର୍ଡ

ଭୁବନେଶ୍ୱର: ନିଜକୁ ନିଜେ ଗୁଳି କରିଦେଲେ ସୁରକ୍ଷାକର୍ମୀ । ଭୁବନେଶ୍ୱର ଗଙ୍ଗନଗରରେ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି ଜଣେ ସିକ୍ୟୁରିଟି ଗାର୍ଡ । ତାଙ୍କ ନାଁ କୃଷ୍ଣଚନ୍ଦ୍ର ଦାସ । ସେ ଏକ ଘରୋଇ ସଂସ୍ଥାରେ ସୁରକ୍ଷାକର୍ମୀ ଭାବରେ କାମ କରୁଥିଲେ । ଗତକାଲି ରାତି ୧୨ଟାରୁ ଗୋଟାଏ ଭିତରେ ଏହି…

ସେପ୍ଟେମ୍ବର ସୁଦ୍ଧା ଆମେରିକା ଛାଡିବେ ରୁଷ୍‌ର ୨୪ କୂଟନୀତିଜ୍ଞ

ୱାଶିଂଟନ: ରୁଷ୍‌ର ୨୪ କୂଟନୀତିଜ୍ଞଙ୍କୁ ସେପ୍ଟେମ୍ବ ୩ ସୁଦ୍ଧା ଦେଶ ଛାଡିବାକୁ ଆମେରିକାର ଆଦେଶ ଦେଇଛି। ଆମେରିକାରେ ରୁଷ୍‌ ରାଷ୍ଟ୍ରଦୂତ ଆନାଟୋଲି ଆଣ୍ଟୋନୋଭ କହିଛନ୍ତି ଯେ ଭିସା ସମାପ୍ତ ହେତୁ ସେପ୍ଟେମ୍ବର ୩ ସୁଦ୍ଧା ୨୪ ରୁଷ କୂଟନୀତିଜ୍ଞଙ୍କୁ ଆମେରିକା ଛାଡିବାକୁ ପଡ଼ିବ ବୋଲି ଆମେରିକା…

ରାଜଧାନୀରେ ଦିନରେ ଲୁଟ୍: ମହିଳାଙ୍କ ପାଖରୁ ଝାମ୍ପି ନେଲେ ୧୦ ଲକ୍ଷ ଟଙ୍କା

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଲୁଟେରା । ଦିନରେ ଲୁଟ୍ । ମହିଳାଙ୍କ ପାଖରୁ ଝାମ୍ପି ନେଲେ ୧୦ ଲକ୍ଷ ଟଙ୍କା । ଭୁବନେଶ୍ୱର ଜୟଦେବ ବିହାର ଛକରେ ଆଜି ସକାଳେ ଏହି ଲୁଟ୍ ହୋଇଛି । ଜଣେ ମହିଳାଙ୍କ ପାଖରୁ ଲୁଟେରା ୧୦ ଲକ୍ଷ ଟଙ୍କା ଛଡ଼ାଇ ଚମ୍ପଟ ମାରିଛନ୍ତି । ଲୁଟର ଶିକାର ହୋଇଥିବା…

ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ, ପାସ ହାର ୯୯.୦୪%

ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟ । ଦିନ ୧୨ଟାରେ ପରୀକ୍ଷାଫଳ ପ୍ରକାଶ ପାଇଛି । ଓ୍ୱେବସାଇଟରେ ଉପଲବ୍ଧ ହେଉଛି ରେଜଲ୍ଟ । ଛାତ୍ରଛାତ୍ରୀ cbseresults.nic.in ଓ cbse.gov.inରେ ଲଗ୍ ଇନ୍ କରି ନିଜ ପରୀକ୍ଷାଫଳ ଜାଣି ପାରୁଛନ୍ତି । ଚଳିତବର୍ଷ ସିବିଏସଇ ଦଶମରେ ପାସ…

କାଲିଠୁ କଟକ ଜିଲ୍ଲାରେ ଖୋଲିବ ସବୁ ଧର୍ମାନୁଷ୍ଠାନ

କଟକ: ଅନଲକ୍ ପରେ ଧିରେ ଧିରେ ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲୁଛି । ଆସନ୍ତାକାଲିଠୁ କଟକ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ । ଏହି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ । କୋଭିଡ୍ କଟକଣା ଓ ଗାଇଡଲାଇନ୍ ଅନୁସାରେ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଛି । ସମସ୍ତେ…

ରାସ୍ତା ମଝିରେ ମହିଳାଙ୍କୁ ଅସଦାଚରଣ କରିବା ଯୁବକକୁ ପଡିଲା ମହଙ୍ଗା

ଗୌହାଟୀ: ରାସ୍ତା ମଝିରେ ଅସଦାଚରଣ କରିବା ପଡିଲା ମହଙ୍ଗା। ଆସାମର ରାଜଧାନୀ ଗୌହାଟୀରେ ଜଣେ ସ୍କୁଟର ଆରୋହୀ ମଝି ରାସ୍ତାରେ ଜଣେ ମହିଳାଙ୍କୁ ବାଟ ଖୋଜିବା ବାହାନାରେ ମହିଳାଙ୍କ ସହ ଅସଦାଚରଣ କରିଥିଲା। ଯୁବକଙ୍କ ଜଣକର ହଠାତ୍ ଆକ୍ରମଣରେ ମହିଳା ଜଣକ ଭୟଭୀତ ହୋଇଯାଇଥିଲେ। ଏହାପରେ ମହିଳା…

ଦେଶରେ ୨୪ଟି ଠକ ବିଶ୍ୱବିଦ୍ୟାଳୟ, ଓଡ଼ିଶାରେ ଅଛି ୨ଟି

ନୂଆଦିଲ୍ଲୀ: ଦେଶରେ ଛତୁ ଫୁଟିଲା ଭଳି ଶିକ୍ଷାନୁଷ୍ଠାନ । ବଡ଼ ବଡ଼ ବିଶ୍ୱବିଦ୍ୟାଳୟ ବି ରହିଛି । କିନ୍ତୁ ନକଲି ବିଶ୍ୱବିଦ୍ୟାଳୟ ସଂଖ୍ୟା ବି କିଛି କମ୍ ନୁହେଁ । ଏବେ ଦେଶରେ ସେଭଳି ୨୪ଟି ଠକ ବିଶ୍ୱବିଦ୍ୟାଳୟ ରହିଛି । ସେଗୁଡ଼ିକୁ ଫେକ୍ ୟୁନିଭର୍ସିଟି ଭାବରେ ଘୋଷଣା କରିଛି ୟୁସିଜି । ଏନେଇ…

ଏଲୋନ୍ ମସ୍କଙ୍କୁ ବଡ ଝଟ୍‌କା; ନିରାଶ କଲେ ମୋଦୀ ସରକାର

ନୂଆଦିଲ୍ଲୀ: ଆମେରିକାର ବୈଦ୍ୟୁତିକ କାର ନିର୍ମାତା ଟେସଲାର ସିଇଓ ଏଲୋନ୍ ମସ୍କଙ୍କୁ ବଡ ଝଟ୍‌କା ଦେଇଛନ୍ତି ମୋଦୀ ସରକାର। ବାସ୍ତବରେ ଏଲୋନ୍ ମସ୍କ ଭାରତ ସରକାରଙ୍କ ଠାରୁ ବୈଦ୍ୟୁତିକ କାର ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବାକୁ ଦାବି କରିଥିଲେ। ବର୍ତ୍ତମାନ ସରକାର ସ୍ପଷ୍ଟ ଭାବେ କହିଛନ୍ତି…