Latest Odisha News

BREAKING NEWS

ଫେଲ୍‌ ମାରିଲା ୧୬ କୋଟିର ଇଞ୍ଜେକ୍ସନ; ଆଖିବୁଜିଲା ୧୧ ମାସର ଶିଶୁକନ୍ୟା

ମୁମ୍ବାଇ: ବଞ୍ଚାଇ ପାରିଲାନି ୧୬ କୋଟିର ଇଞ୍ଜେକ୍ସନ। ଶେଷରେ ଆଖିବୁଜିଲା ଜଣେ ୧୧ ମାସର ଶିଶୁ କନ୍ୟା। ଶିଶୁଟି ସ୍ପାଇନାଲ ମସ୍କୁଲାର ଟାଇପ୍‌-୧ ରୋଗରେ ପୀଡିତ ଥିଲା। ଆମେରିକାର ଏକ କମ୍ପାନୀରୁ ଏହି ବିରଳ ରୋଗ ପାଇଁ ୧୬ କୋଟି ଟଙ୍କାର ମାଗଣାରେ ଇଞ୍ଜେକ୍ସନ ଦିଆଯାଇଥିଲା। ଏହି କୁନି…

ଅମୀର ବନାମ ଅର୍ଜୁନ; ଏଥର କିଏ ଜିତିବ ଦର୍ଶକଙ୍କ ହୃଦୟ

ନୂଆଦିଲ୍ଲୀ: ଚଳିତ ଖ୍ରୀଷ୍ଟମାସରେ ଦୁଇଟି ବିଗ୍‌ ବଜେଟ୍‌ ମୁଭି ପରଦାରେ ଧୁମ୍‌ ମଚେଇବ। ଏହାକୁ ନେଇ ଦର୍ଶକ ବେଶ୍‌ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଗୋଟିଏ ପଟେ ଅମୀର୍‌ ଖାନଙ୍କ ଲାଲ୍‌ ସିଂ ଚଢା ରିଲିଜ କରୁଥିବା ବେଳେ ଅନ୍ୟପଟେ ସାଉଥ୍‌ ସୁପର୍‌ଷ୍ଟାର୍‌ ଅଲୁ ଅର୍ଜୁନଙ୍କ ପୁଷ୍ପା ଦ…

ଶଟପୁଟରେ ନିରାଶ କଲେ ତେଜିନ୍ଦର

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଆଜି ଭଲ ଦିନ ନ ଥିଲା । ହକି, ରେସଲିଂ ପରେ ଶଟପୁଟ ପୁରୁଷ ବିଭାଗରେ ଭାରତର ତେଜିନ୍ଦରପାଲ ସିଂ ଟୁର ଫାଇନାଲକୁ କ୍ୱାଲିଫାଇ କରିପାରି ନାହାନ୍ତି । ୧୨ ଜଣ ଫାଇନାଲକୁ ଉନ୍ନୀତ ହେବାକୁ ଥିବା ବେଳେ ସେ ଓଭରାଲ ୧୩ତମ ସ୍ଥାନରେ ରହିଥିଲେ । ସେ ୧୯.୯୯…

ଶିଳ୍ପାଙ୍କ ପରେ ଏବେ ପୁଅ ଭିଆନ୍‌ଙ୍କ ଇନଷ୍ଟା ପୋଷ୍ଟକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ସ୍ୱାମୀ ରାଜ କୁନ୍ଦ୍ରା ଗିରଫ ହେବା ପରେ ପ୍ରଥମ ଥର ପାଇଁ ନୀରବତା ଭାଙ୍ଗି କଡା ଜବାବ୍‌ ରଖିଛନ୍ତି। ଶିଳ୍ପା ଶେଟ୍ଟୀ ସୋମବାର ପ୍ରଥମ ଥର ପାଇଁ ଏକ ଲମ୍ବା ଚଉଡା ବିବୃତ୍ତି ପ୍ରଦାନ କରିଥିଲେ। ଏହା ପରେ ତାଙ୍କ ପୁଅ ଭିଆନଙ୍କ ଏକ ପୋଷ୍ଟ ମଧ୍ୟ ସାମ୍ନାକୁ ଆସିଛି। ଯାହାକୁ ନେଇ…

ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦେଲା ଆତଙ୍କବାଦୀ ପନ୍ନୁ

ଚଣ୍ଡୀଗଡ: ଖଲିସ୍ତାନ ସମର୍ଥକ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଧମକ ଦେଇଛି । ୧୫ ଅଗଷ୍ଟରେ ଜାତୀୟ ପକାତା ଉତୋଳନ ନ କରିବା ପାଇଁ ସେ ଧମକ ଦେଇଛି । ତା ନାମରେ ରେକର୍ଡ କରାଯାଇଥିବା ଏକ ଫୋନରୁ ଏହି ଧମକ ଆସିଛି । ପୂର୍ବରୁ ବିଜେପି…

ପ୍ରଶାନ୍ତ ମହାସାଗରରେ ଏକତ୍ର ଅଭ୍ୟାସ କରିବେ ଭାରତ, ଆମେରିକା, ଜାପାନ, ଅଷ୍ଟ୍ରେଲିଆ ନୌସେନା

ନୂଆଦିଲ୍ଲୀ: ଚୀନକୁ ଚ୍ୟାଲେଞ୍ଜ କରିବା ପାଇଁ ସମସ୍ତ କ୍ୱାଡ ଏକତ୍ର ହୋଇଛନ୍ତି । ପ୍ରଶାନ୍ତ ମହାସାଗରରେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ନୌସେନା ଏକତ୍ର ଅଭ୍ୟାସ କରିବେ । ମାଲାବାର ନେଭି ହିଲ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ୨୦୨୦ରେ ପ୍ରଶାନ୍ତ ମହାସାଗରରେ ପଶ୍ଚିମରେ…

ସ୍ୱାଧୀନତା ଦିବସରେ ସ୍ୱତନ୍ତ୍ର ଅତିଥି ହେବେ ଅଲିମ୍ପିକ୍ ଟିମ୍‌; ନିମନ୍ତ୍ରଣ ପଠାଇବେ ମୋଦୀ

ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ ଏଥର ସ୍ୱାଧୀନତା ଦିବସ ଅବସରରେ ଲାଲ୍‌ କିଲ୍ଲାରେ ବିଶେଷ ଅତିଥି ହେବେ ଭାରତୀୟ ଅଲିମ୍ପିକ୍‌ ଟିମ୍‌। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଭାରତୀୟ ଅଲିମ୍ପିକ୍ ଦଳକୁ ଲାଲ୍‌ କିଲ୍ଲାକୁ ନିମନ୍ତ୍ରଣ କରିବେ। ନିମନ୍ତ୍ରଣ ସହିତ ପ୍ରଧାନମନ୍ତ୍ରୀ ମୋଦୀ…

ଅମିତ ଶାହଙ୍କୁ ଭେଟିଲେ ଶରଦ ପାୱାର

ନୂଆଦିଲ୍ଲୀ: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଆଜି ଭେଟିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର । ରାଜନୀତି ପଶାପାଲିର ଏହି ଦୁଇ ଧୂରନ୍ଧରଙ୍କ ମିଳନର କାରଣ ସ୍ପଷ୍ଟ ହୋଇ ନାହିଁ । ଏହା ସତ୍ୱେ ମହାରାଷ୍ଟ୍ରରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି । ମୌସୁମୀ ଅଧିବେଶନ ଅବସରରେ ଉଭୟଙ୍କ ସାକ୍ଷାତ…

କୋଭିଶିଲ୍ଡ ପାଇଁ ବୁଷ୍ଟର ଡୋଜର ଆବଶ୍ୟକତା ନାହିଁ; ‘ହୁ’

ନୂଆଦିଲ୍ଲୀ: ଟିକାକରଣ ଅଭିଯାନର ୬ ମାସ ପରେ ଦେଶର ବୃଦ୍ଧ ଓ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ବୁଷ୍ଟର ଡୋଜର ଆବଶ୍ୟକତା ନାହିଁ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)। ବିଶେଷ କରି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ନିର୍ମିତ କୋଭିଶିଲ୍ଡ ଟିକା ଗ୍ରହଣ କରିଥିବା ଲୋକଙ୍କ…

‘ଥଡମ୍‌’ର ହିନ୍ଦୀ ରିମେକ୍‌ରେ ଆଦିତ୍ୟଙ୍କୁ ଲିଡ୍‌ ରୋଲ୍‌

ନୂଆଦିଲ୍ଲୀ: ଟି-ସିରିଜ ତାମିଲ ଆକ୍ସନ ଥ୍ରୀଲର ଥଡମର ହିନ୍ଦୀ ରିମେକ୍‌ ନିର୍ମାଣ ନେଇ ଘୋଷଣା କରିଛି। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ଆଦିତ୍ୟ ରୟ କାପୁର। ଏହାର ନିର୍ଦ୍ଦେଶନା ଦେବେ ବର୍ଦ୍ଧନ କେଟକର। ଫିଲ୍ମକୁ ନେଇ ଅଧିକ ତଥ୍ୟ ପ୍ରକାଶ କରାଯାଇନାହିଁ। ତେବେ ଦୀର୍ଘଦିନର ବ୍ୟବଧାନ…