Latest Odisha News

BREAKING NEWS

ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରାଯାଇପାରେ ଏମ୍ସ ସ୍ଥାନାନ୍ତର

ରାଞ୍ଚି: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି । ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ କହିଛନ୍ତି- ବାପାଙ୍କ ଫୁସଫୁସରେ ପାଣି ଜମି ଯାଇଛି ଏବଂ ତାଙ୍କ ଚେହେରା ଫୁଲି ଯାଇଛି । ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେଉଥିବାରୁ…

ଦେଶରେ କରୋନାରୁ ସୁସ୍ଥ ହେଲେଣି ପାଖାପାଖି ୯୭% ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ହ୍ରାସ ପାଇଛି ଦୈନିକ କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା । ୨୦ ହଜାର ଭିତରେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଦୁଇ ଶହରୁ କମ୍ ରହିଛି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରେ ୮ଲକ୍ଷରୁ ଅଧିକ କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୧୪ହଜାର ୨୫୬…

ବିଶ୍ୱବ୍ୟାପୀ ୨୪ ଘଣ୍ଟାରେ ୬ ଲକ୍ଷ ୪୧ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦୁନିଆର ଅନେକ ଦେଶରେ କରୋନା ବିଲୋପୀକରଣ ପାଇଁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। କରୋନା ମାମଲାରେ କୌଣସି ବିଶେଷ ପ୍ରଭାବ ନଥିବାବେଳେ କରୋନାକୁ ପରାସ୍ତ କରିବାକୁ ସମସ୍ତ ପ୍ରୟାସ କରାଯାଉଛି। ଗତ ୨୪ ଘଣ୍ଟାରେ ସାରା ବିଶ୍ୱରେ ୬ ଲକ୍ଷ ୪୧ ହଜାର ୩୫୯ ନୂତନ ମାମଲା ପଞ୍ଜିକୃତ…

ଶଶିକଳାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ନୂଆଦିଲ୍ଲୀ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ତଥା ନେତା ଭି.କେ ଶଶିକଲାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନରନ୍ତର ଭାବେ ନଜର ରଖାଯାଇଛି। ଏ ନେଇ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା…

ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କର ସ୍ମୃତିରେ କଟକ ସହର

“ଗତ ଶତାବ୍ଦୀର ଅଶି ଦଶକରେ ମୋ ବାପା ଜାନକୀନାଥ ବୋଷ କଟକରେ ନିଜକୁ ଜଣେ ଓକିଲ ଭାବରେ ପ୍ରତିଷ୍ଠିତ କରିଥିଲେ। ସେଇଠି ୨୩ ଜାନୁଆରୀ, ୧୮୯୭ରେ ମୋର ଜନ୍ମ। ମୋ ବାପା ମହୀନଗର ସ୍ଥିତ ବୋଷ ପରିବାରର ବଂଶଧର। ,ମା ପ୍ରଭାବତୀ ହାଟଖୋଲା ଦତ୍ତ ପରିବାରର ଝିଅ। ମୁଁ ମୋ ବାପାଙ୍କର ଷଷ୍ଠ ସନ୍ତାନ ଓ ଭାଇ…

ମଝି ସମୁଦ୍ରରେ ବୋଟରେ ଲାଗିଲା ନିଆଁ

ରାମେଶ୍ୱରମ୍: ସମୁଦ୍ର ମଝିରେ ବୋଟରେ ହଠାତ ଲାଗିଲା ନିଆଁ । ହୁ ହୁ ଜଳିଲା ବୋଟ୍ । ପ୍ରବଳ ନିଆଁ ଓ ଧୂଆଁ ଉଠିଲା । ତାମିଲନାଡୁ ରାମେଶ୍ୱରମ୍ ପାମବାନ ସମୁଦ୍ର ମଝିରେ ଏଭଲି ଘଟଣା ଦେଖିବାକୁ ମିଳିଛି । ହଠାତ୍ ବୋଟରେ ଅଗ୍ନିକାଣ୍ଡ ହୋଇଥିଲା । ତେବେ ଏଥିରେ ବର୍ତ୍ତମାନ ସୁଦ୍ଧା ମୃତାହତ ନେଇ…

ବିସିସିଆଇର ନୂଆ ନିୟମ, ଖେଳାଳିଙ୍କୁ ଦେବାକୁ ପଡ଼ିବ ନୂଆ ଫିଟନେସ ଟେଷ୍ଟ

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜକୁ ଭ୍ରମଣକାରୀ ଭାରତ ୨-୧ରେ ଜିତି ନେବାରେ ସଫଳ ହୋଇଥିବା ବେଳେ ଅଶ୍ୱିନ, ବୁମରାହଙ୍କ ଭଳି ଷ୍ଟାର ଖେଳାଳି ଆହତ ହେବା ଭାରତୀୟ ଦଳକୁ ସମସ୍ୟାରେ ପକାଇଥିଲା । ଅଷ୍ଟ୍ରେଲିଆ ଗସ୍ତରୁ ଶିକ୍ଷା ପାଇଥିବା ବିସିସିଆଇ ଏବେ ଖେଳାଳିଙ୍କ ଲାଗି ନୂଆ ଫିଟନେସ୍…

ବାଇଡେନ୍‌ ପ୍ରଶାସନ ବିରୋଧରେ ପ୍ରଥମ ପ୍ରମୁଖ ମକଦ୍ଦମା ଦାଏର କଲା ଟେକ୍ସାସ୍‌

ନୂଆଦିଲ୍ଲୀ: ଅଣ-ଦସ୍ତାବିଜିତ ପ୍ରବାସୀମାନଙ୍କୁ ଅଧିକାଂଶ ଦେଶରୁ ବିତାଡିତ କରିବା ପଦ୍ଧତିକୁ ଅସ୍ଥାୟୀ ଭାବେ ବନ୍ଦ କରିବାକୁ ଟେକ୍ସାସ୍ ଆମେରିକା ସରକାରଙ୍କ ନିକଟରେ ମକଦ୍ଦମା ଦାୟର କରିଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ କାର୍ଯ୍ୟକାଳର ଦୁଇ ଦିନ ମଧ୍ୟରେ ଚ୍ୟାଲେଞ୍ଜ କରୁଥିବା ପ୍ରଥମ ପ୍ରମୁଖ…

ନେତାଜୀଙ୍କ ନାଁରେ କଟକରେ ବସ ଟର୍ମିନାଲ, ସୁଭାଷ ବୋଷଙ୍କ ଜୟନ୍ତୀରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

କଟକ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜି ୧୨୫ତମ ଜୟନ୍ତୀ । ଏହି ଅବସରରେ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଚଳଚଞ୍ଚଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଯାଇ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ । ଏହାସହ ତାଙ୍କ ଜୟନ୍ତୀ ଅବସରରେ କଟକରେ ନେତାଜୀଙ୍କ ନାଁରେ…

ବ୍ରିଟେନରେ ରହିବାକୁ ଆଉ ଏକ ବାଟ ଖୋଜୁଛନ୍ତି ମାଲ୍ୟା

ନୂଆଦିଲ୍ଲୀ: ବିଜୟ ମାଲ୍ୟା ବ୍ରିଟେନରେ ରହିବାକୁ ଅନ୍ୟ ଏକ ବାଟ ଖୋଜୁଛନ୍ତି। ଏଥିପାଇଁ ସେ ବ୍ରିଟେନର ଗୃହ ସଚିବ ପ୍ରୀତି ପଟେଲଙ୍କୁ ନିବେଦନ କରିଛନ୍ତି। ଶୁକ୍ରବାର ଦିନ ଲଣ୍ଡନର ବ୍ରିଟେନ ହାଇକୋର୍ଟରେ ମାଲ୍ୟାଙ୍କ ଦେବାଳିଆ ପ୍ରକ୍ରିୟା ଉପରେ ଶୁଣାଣି ବେଳେ ତାଙ୍କ ଆଇନ ପ୍ରତିନିଧୀ ଏହି…