Latest Odisha News

BREAKING NEWS

ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ଅଫଲାଇନ ମାଟ୍ରିକ ପରୀକ୍ଷା ମୂଲ୍ୟାୟନ

କଟକ : ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ଅଫଲାଇନ ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ପ୍ରକ୍ରିୟା । ୯ଟି ମୂଲ୍ୟାୟନ କେନ୍ଦ୍ରରେ ହେବ ଖାତା ଦେଖା । ୭ଟି ଜିଲ୍ଲାର ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ଖାତା ମୂଲ୍ୟାୟନ ହେବ ବୋଲି ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ । କଟକ, ଯାଜପୁର,…

ଇ-ରୁପିର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: କ୍ୟାସ ଲେସ ଏବଂ କଂଟାକ୍ଟଲେସ ପେମେଂଟକୁ ଅଗ୍ରାଧିକାର ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭର୍ଚୁଆଲ କାର୍ଯ୍ୟକ୍ରମରେ ଇ-ରୁପିର ଶୁଭାରମ୍ଭ କରିଛନ୍ତି । ନ୍ୟାସନାଲ ପେମେଂଟସ କର୍ପୋରେସନ ଅଫ ଇଣ୍ଡିଆ ଏହାକୁ ପ୍ରସ୍ତୁତ କରିଛି । ଇ-ରୁପି ହେଉଛି ଏକ କ୍ୟୁଆର କୋଡ…

ବସ୍ତି ତାଲିକାରେ ସାମିଲ କରିବାକୁ ଦାବି 

ପୁରୀ : ପୁରୀ ବସ୍ତି ତାଲିକାରେ ତାଲିକା ଭୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ।  ପୁରୀ ପୌରସଂସ୍ଥା ଅନ୍ତର୍ଗତ ବିଜୁ ନଗର ବସ୍ତି , ମା ହରଚଣ୍ଡୀ ବସ୍ତି ଏବଂ ମା ତାରିଣୀ ବସ୍ତିକୁ ପୁରୀ ସହରର ବସ୍ତି ତାଲିକାରେ ସାମିଲ କରିବାକୁ ଦାବି  ।ସୋମବାର ତିନି ବସ୍ତିର ଶତାଧିକ ମହିଳା…

ବାଲୁକା କଳାରେ ପି ଭି ସିନ୍ଧୁଙ୍କୁ ଶୁଭେଚ୍ଛା

ପୁରୀ : ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ମାଧ୍ୟମରେ ପି. ଭି. ସିନ୍ଧୁ ଙ୍କୁ ଶୁଭେଚ୍ଛାର ବାର୍ତ୍ତା ଦେଇଛନ୍ତି | ପି. ଭି. ସିନ୍ଧୁ  ମହିଳା ସିଙ୍ଗଲ ବ୍ୟାଡମିଣ୍ଟନରେ ଭାରତକୁ ୨ଥର ଅଲିମ୍ପିକ୍ସରେ ମେଡାଲ ଜିତିବାରେ ସକ୍ଷମ ହୋଇପାରିଛନ୍ତି | ତାଙ୍କୁ ସ୍ୱାଗତ ଜଣାଇ…

ଆରଡ଼ି ଆଖଣ୍ଡଳମଣିଙ୍କ ପୀଠରେ ମାନିଲେନି ଶ୍ରାବଣ କଟକଣା

ଭଦ୍ରକ : ଆରଡ଼ି ଆଖଣ୍ଡଳମଣିଙ୍କ ପୀଠରେ ଶ୍ରାବଣଯାତ୍ରା କଟକଣା ଫୁ । ନିୟମକୁ ନମାନି ଜଳାଭିଷେକ କଲେ ଶତାଧିକ ଭକ୍ତ । ମହାମାରୀ କରୋନାର ଭୟାଭୟତାକୁ ଦେଖି ସରକାର ବନ୍ଦ କରିଥିଲେ ଆଖଣ୍ଡମଣୀଙ୍କ ଶ୍ରାବଣୀ ମେଳା । କୌଣସି ଶିବାଳୟରେ କାଉଡ଼ିଆ ଜଳଲାଗି କରିବେ ନାହିଁ ବୋଲି ସମସ୍ତ ମନ୍ଦିର ପ୍ରଶାସନ…

ଏନସିଆରବିର ଚିନ୍ତାଜନକ ରିପୋର୍ଟ, ୨୦୧୭ରୁ ୨୦୧୯ ମଧ୍ୟରେ ଆତ୍ମହତ୍ୟା କରିଛନ୍ତି ୨୪ ହଜାର ପିଲା

ନୂଆଦିଲ୍ଲୀ : ଦେଶରେ ବଢୁଛି ଆତ୍ମହତ୍ୟା । ଖାସକରି ୧୪ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇଛି । ୨୦୧୭ରୁ ୨୦୧୯ ମଧ୍ୟରେ ଦେଶରେ ୨୪ ହଜାରରୁ ଅଧିକ ପିଲା କରିଛନ୍ତି ଆତ୍ମହତ୍ୟା । ଏଭଳି ଏକ ତଥ୍ୟ ପ୍ରକାଶ କରିଛି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା ଏନସିଆରବି ।…

ଅଗଷ୍ଟରୁ ସେପ୍ଟେମ୍ବର ମାସ ମଧ୍ୟରେ ଆସିପାରେ କରୋନାର ତୃତୀୟ ଲହର

ଭୁବନେଶ୍ବର : ରାଜ୍ୟରେ କମୁଛି ସଂକ୍ରମଣ । ମାମଲା ଦିନକୁ ଦିନ ହ୍ରାସ ପାଉଥିବା ବେଳେ, ଏବେ ପୁଣି ଚିନ୍ତା ବଢ଼ାଇଲାଣି ତୃତୀୟ ଲହର । କାରଣ ବିଶେଷଜ୍ଞଙ୍କ କହିବା ଅନୁସାରେ, ଅଗଷ୍ଟରୁ ସେପ୍ଟେମ୍ବର ମାସ ମଧ୍ୟରେ ଆସିପାରେ କରୋନାର ତୃତୀୟ ଲହର । ଚଳିତ ମାସ ଶେଷ ବେଳକୁ ଦେଶରେ ତୃତୀୟ ଲହର…

କମଲପ୍ରୀତଙ୍କୁ ଷଷ୍ଠ ସ୍ଥାନ, ହାତଛଡା ହେଲା ଆଉ ଏକ ପଦକ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ବି ଦୀର୍ଘ ଦିନ ପରେ ଆଥଲେଟିକ୍ସରେ ପଦକ ଆସୁ ଆସୁ ରହିଯାଇଛି । ଡିସକସ ଥ୍ରୋ ମହିଳା ବିଭାଗରେ ଭାରତର କମଲପ୍ରୀତ କୌର ଷଷ୍ଠ ସ୍ଥାନରେ ରହିଛନ୍ତି । କମଲପ୍ରୀତଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୬୩.୭୦ ରହିଥିଲା । ୨ଟି ଥ୍ରୋ ତାଙ୍କର ଫାଉଲ ହୋଇଥିଲା । ଆମେରିକାର ଭାଲେରି…

ଅଲିମ୍ପିକ୍ସ ସ୍ୱର୍ଣ୍ଣ ସହ ମାନବିକତାର ଏବଂ ଖେଳପ୍ରେମୀଙ୍କ ମନର ମେଡାଲ ଜିତିନେଲେ ଏହି ଆଥଲେଟ

ଟୋକିଓ:ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ସମସ୍ତ ଆଥଲେଟଙ୍କ ସ୍ୱପ୍ନ ଥାଏ । ଏଥିରେ ବୋଧହୁଏ କେହି ଭାଗୀଦାର ହେବାକୁ ଚାହିଁବେ ନାହିଁ । ଚଳିତ ଟୋକିଓ ଅଲିମ୍ପିକ୍ସରେ ଏଥିରେ ବ୍ୟତୀକ୍ରମ ଦେଖିବାକୁ ମିଳିଛି । କତାରର ଆଥଲେଟ ମୁତାଜା ଏସା ୱାରଶିମ ଏକୁଟିଆ ସ୍ୱର୍ଣ୍ଣ ପଦକ ନେବାକୁ ମନା…

ଚୀନ୍‌ରେ ଭାରତୀୟ ଛାତ୍ରଙ୍କ ରହସ୍ୟମୟ ମୃତ୍ୟୁ

ବେଜିଂ: ଚୀନ୍‌ରୁ ଭାରତୀୟ ଛାତ୍ରଙ୍କ ମୃତଦେହ ଉଦ୍ଧାର। ଉକ୍ତ ଛାତ୍ର ଜଣଙ୍କ ବିହାରର ଗୟା ସହରର ବାସିନ୍ଦା। ୨୦ ବର୍ଷୀୟ ଅମାନ ନାଗସେନ୍, ଚାଇନାର ତିଆନ୍‌ଞ୍ଜିନ୍‌ ଫରେନ୍‌ ଷ୍ଟଡିଜ୍‌ ୟୁନିଭର୍ସିଟିର ବିଜ୍‌ନେସ୍‌ ଆଡ୍‌ମିନିଷ୍ଟ୍ରେସନ୍‌ ଛାତ୍ର ଥିଲେ। ଜୁଲାଇ ୨୯ରେ ତାଙ୍କ ମୃତଦେହ ଉଦ୍ଧାର…