ଫୁଲୁଛି ସୁବର୍ଣ୍ଣରେଖା: ବାଲେଶ୍ୱର ରାଜଘାଟରେ ବିପଦ ସଙ୍କେତ ଟପିଲା ଜଳସ୍ତର
ବାଲେଶ୍ୱର: ଉପରମୁଣ୍ଡରେ ଲଗାଣ ବର୍ଷା ଫଳରେ ଫୁଲୁଛି ସୁବର୍ଣ୍ଣରେଖା । ଜଳସ୍ତର ବୃଦ୍ଧି ପାଇଛି । ଆଜି ବାଲେଶ୍ୱର ଜିଲ୍ଲା ରାଜଘାଟ ନିକଟରେ ସୁବର୍ଣ୍ଣରେଖାର ଜଳସ୍ତର ବିପଦ ସଙ୍କେତ ଟପିଛି । ରାଜଘାଟ ନିକଟରେ ବର୍ତ୍ତମାନ ଜଳସ୍ତର ରହିଛି ୧୦.୫୪ ମିଟର । ଏଠାରେ ବିପଦ ସଙ୍କେତ ରହିଛି ୧୦.୩୬ ମିଟର…