Latest Odisha News

BREAKING NEWS

ସତେ ଯେପରି କବିକୁ କଲବଲ କରିବା ଛଡ଼ା କବିତାର ଆଉ କିଛି କାମ ନାହିଁ: ଦୁର୍ଗାପ୍ରସାଦ ପଣ୍ଡା

ସମକାଳର ଅନ୍ୟତମ ପ୍ରବୀଣ କବି ଦୁର୍ଗାପ୍ରସାଦ ପଣ୍ଡାଙ୍କର ଆଜି ଜନ୍ମଦିନ । ‘ନିଆଁ ଭିତରେ ହାତ’, ‘ପୋଷ୍ଟକାର୍ଡ କବିତା’, ‘ରାତି ଆଉଟିକେ ଗାଢ଼ ହେଲେ’ ଭଳି କବିତା ସଂକଳନର ସ୍ରଷ୍ଟା ଭାବେ ସୁପରିଚିତ ଦୁର୍ଗାପ୍ରସାଦ ଅନୁବାଦ ଓ ଇଂରାଜୀ ରଚନା ପାଇଁ ମଧ୍ୟ ଚର୍ଚ୍ଚିତ । ଏହି ଅବସରରେ ତାଙ୍କ ସହ…

ପଶ୍ଚିମବଙ୍ଗ ନିର୍ବାଚନ: ଇସ୍ତଫା ଦେଲେ ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ

କୋଲକାତା: ଆଗାମୀ ପଶ୍ଚିମବଙ୍ଗ ନିର୍ବାଚନରେ ଟିଏମସି ଏବଂ ମମତା ବାନାର୍ଜୀଙ୍କ ପାଇଁ ସବୁ କିଛି ଠିକ୍ ନାହିଁ । ତୁଙ୍ଗ ନେତା ଖୋଲାଖୋଲି ଭାବେ ବିଦ୍ରୋହ କରିବା ପରେ ଅନେକ ଦଳ ଛାଡୁଛନ୍ତି ଏବଂ ଇସ୍ତଫା ଦେଉଛନ୍ତି । ଏହି ଧାରାରେ ସାମିଲ ହେଇଛନ୍ତି ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ ସେ ରାଜ୍ୟ…

ଆତ୍ମହତ୍ୟା ଉଦ୍ୟମ, ଦେହରେ କିରୋସିନି ଢାଳି ନିଆଁ ଲଗାଇଲେ ଯୁବତୀ 

ଧର୍ମଗଡ଼: ନିଜ ଦେହରେ କିରୋସିନି ଢାଳି ହୋଇ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏହି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିନ୍ଦୁରପୁର ପଞ୍ଚାୟତ ଗଣେଶ୍ବରପୁର ଗାଁରେ । ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀ ଜଣଙ୍କ ହେଉଛନ୍ତି 23 ବର୍ଷ ବୟସ୍କ ରୋହିଣୀ ଭୁଏ ।…

ପିଫାଇଜର୍ ଟିକା‌ ବୟସ୍କଙ୍କ ପାଇଁ ସୁରକ୍ଷିତ; ‘ହୁ’

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ Pfizer Inc. ଏବଂ BioNTech SE ର କୋଭିଡ୍‌-୧୯ ଟିକା ବୟସ୍କ ବ୍ୟକ୍ତିଙ୍କ ପାଇ ସୁରକ୍ଷିତ। ଟିକା ସୁରକ୍ଷା ଉପରେ WHO ଗ୍ଲୋବାଲ ପରାମର୍ଶଦାତା କମିଟି ଶୁକ୍ରବାର ଦିନ ଏକ ବିବୃତ୍ତିରେ ଏହା କହିଛି। ଟିକାକରଣର ବିପଦ-ଲାଭ ସନ୍ତୁଳନ…

ଭୟଙ୍କର ବିସ୍ଫୋରଣ, ଥରିଲା ଆଖପାଖ ଅଞ୍ଚଳ,ଭାଙ୍ଗିଲା ଘର, ଫାଟିଲା ରାସ୍ତା

କର୍ଣ୍ଣାଟକ:  କର୍ଣ୍ଣାଟକ ଶିଭମୋଗା ଜିଲ୍ଲା ହଁସୁରରେ ଥିବା ରେଲୱେ କ୍ରସର ସାଇଟ୍‌ରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରକ ସାମଗ୍ରୀ ବୋଝେଇ ଟ୍ରକରେ ବିସ୍ଫୋରଣ ଘଟିଛି । ଡିନାମାଇଟ୍‌ ବ୍ଲାଷ୍ଟ୍‌ ଯୋଗୁଁ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରେ ୬ଜଣ ଶ୍ରମିକ ଅଛନ୍ତି । ଟ୍ରକଟି ଡିନାମାଇଟ୍‌…

ଚାଷୀ ଆନ୍ଦୋଳନ ନେଇ ଡ୍ରାମା କରୁଛି ବିଜେପି : ବିଜେଡି

ଭୁବନେଶ୍ବର : ଚାଷୀ ଆନ୍ଦୋଳନ ନେଇ ଡ୍ରାମା କରୁଛି ବିଜେପି । ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଛି ବିଜେଡି । ଚାଷୀ ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା ବନ୍ଦ କରି କେନ୍ଦ୍ର ସରକାରଙ୍କ ନିକଟରେ ବିଜେପି ନେତା ଦାବି କରନ୍ତୁ ବୋଲି ବିଜେଡି ପରାମର୍ଶ ଦେଇଛି । ରାଜ୍ୟରେ ଧାନ ସଂଗ୍ରହ…

ନିର୍ବାଚନ ପୂର୍ବରୁ ପଦାରେ ପଡ଼ିଲା ପଶ୍ଚିମବଙ୍ଗ ବିଜେପିର ଗୋଷ୍ଠୀ କନ୍ଦଳ

ପଶ୍ଚିମବଙ୍ଗ : ନିର୍ବାଚନ ପୂର୍ବରୁ ପଦାରେ ପଡ଼ିଲା ପଶ୍ଚିମବଙ୍ଗ ବିଜେପିର ଗୋଷ୍ଠୀ କନ୍ଦଳ । ବିଜେପି କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ । ଦଳୀୟ କାର୍ଯ୍ୟାଳୟ ଉପରକୁ ପଥର ମାଡ଼ ସହ ଗାଡିରେ ନିଆଁ ଲଗାଇ ଦେଇଛନ୍ତି । ପୂର୍ବ ବର୍ଦ୍ଧମାନର ବିଜେପି…

ଚୀନ୍‌ରେ ଆତଙ୍କ; ଚାଇନା ଚିକେନ୍‌ ପ୍ଲାଣ୍ଟରେ ମିଳିଲା କରୋନା ଭୂତାଣୁ ମାମଲା

ବେଜିଂ: ଚାଇନାର ଏକ ଚିକେନ୍ ପ୍ଲାଣ୍ଟ ଭିତରେ କରୋନା ଭାଇରସର ମାମଲା ସାମ୍‌ନାକୁ ଆସିଛି। ଚିକେନ୍ ଉତ୍ପାଦନ କାରଖାନାରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ମଧ୍ୟରେ ଚୀନ୍ କରୋନା ଭୂତାଣୁର ପ୍ରଥମ ମାମଲା ରିପୋର୍ଟ କରିଛି। ଏହି ଖବର ବାହାରିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।…

ବାଲେଶ୍ବରରେ ବିଜେଡି ପାଳିଲା ବିଜୟ ଉତ୍ସବ

ବାଲେଶ୍ବର : ବାଲେଶ୍ବରରେ ବିଜେଡି ପାଳିଲା ବିଜୟ ଉତ୍ସବ । ଉପନିର୍ବାଚନରେ ବିଜୟ ନେଇ ବାଲେଶ୍ବର ମ୍ୟୁନିସିପାଲିଟିର ୯ଟି ଓ୍ବାର୍ଡରେ ବିଜେଡି ପାଳନ କରିଛି ବିଜୟ ଉତ୍ସବ । ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ବରେ ଉତ୍ସବ ଆୟୋଜିତ ହୋଇଥିଲା । ଏଥିରେ ମନ୍ତ୍ରୀ…

ବିଦ୍ୟୁତ ଆଘାତରେ ଦନ୍ତା ହାତୀର ମୃତ୍ୟୁ 

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ପୁଣି ଦନ୍ତା ହାତୀର ମୃତ୍ୟୁ ହୋଇଛି । ଜୁଜୁମୁରା କଂସର ଜଙ୍ଗଲରେ ବିଦ୍ୟୁତ ଆଘାତରେ ମାଈ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।  ଜଙ୍ଗଲରେ ହାତୀଟି ବାଉଁଶ ଗଛ ଭାଙ୍ଗି ଖାଉଥିବା ବେଳେ ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ହାତୀବାରିରୁ ଜୁଜୁମୁରା ୧୧…