ପଶ୍ଚିମବଙ୍ଗ : ନିର୍ବାଚନ ପୂର୍ବରୁ ପଦାରେ ପଡ଼ିଲା ପଶ୍ଚିମବଙ୍ଗ ବିଜେପିର ଗୋଷ୍ଠୀ କନ୍ଦଳ । ବିଜେପି କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ । ଦଳୀୟ କାର୍ଯ୍ୟାଳୟ ଉପରକୁ ପଥର ମାଡ଼ ସହ ଗାଡିରେ ନିଆଁ ଲଗାଇ ଦେଇଛନ୍ତି ।
ପୂର୍ବ ବର୍ଦ୍ଧମାନର ବିଜେପି କର୍ମୀ ସନ୍ଦୀପ ନନ୍ଦୀଙ୍କୁ ଜିଲ୍ଲା ସଭାପତି ପଦରୁ ହଟାଇବାକୁ ଦାବି କରିଛନ୍ତି । ସନ୍ଦୀପ ନନ୍ଦୀ ଦଳ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ଥିବା ବିଜେପି କର୍ମୀ ଅଭିଯୋଗ କରିଛନ୍ତି । ଏହାକୁ ନେଇ ପୂର୍ବ ବର୍ଦ୍ଧମାନ ଜିଲ୍ଲାର ବିଜେପି କର୍ମୀ ଦଳୀୟ କାର୍ଯ୍ୟାଳୟକୁ ପଥର ମାଡ଼ କରିବା ସହ କିଛି ଗାଡିରେ ନିଆଁ ଲଗାଇ ଦେଇଛନ୍ତି ।
ଅନ୍ୟପଟେ ପଶ୍ଚିମବଙ୍ଗର ଅସନସୋଲ ବିଜେପି ସାଂସଦ ବାବୁଲ ସୁପ୍ରିୟୋଙ୍କ ବୈଠକରେ ବି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ବୈଠକ ବେଳେ ଅସନସୋଲ ବିଜେପି କର୍ମୀ ଦଳୀୟ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି । ଟିଏମସି କର୍ମୀଙ୍କୁ ଦଳରେ ମିଶାଯାଇଥିବାରୁ ଏହାକୁ ବିରୋଧ କରିଛନ୍ତି ଅସନସୋଲ ବିଜେପି କର୍ମୀ ।
BREAKING NEWS
- ପହଲଗାମ ଆକ୍ରମଣ ପରେ ଚାରିଧାମ ଯାତ୍ରାରେ ପ୍ରଥମ ଥର ପାଇଁ ଅର୍ଦ୍ଧସାମରିକ ବାହିନୀ ମୁତୟନ
- ଦିଲ୍ଲୀରେ ଚାଲିଛି ଘନଘନ ବୈଠକ, ଆଗକୁ କିଛି ବଡ଼ ହେବାକୁ ଯାଉଛି
- ସିଆରପିଏଫ୍ ଯବାନଙ୍କ ପାକିସ୍ତାନୀ ପତ୍ନୀଙ୍କୁ ମଧ୍ୟ ଛାଡିବାକୁ ପଡିଲା ଭାରତ; ଅନଲାଇନରେ କରିଥିଲେ ବିବାହ
- ମୋଦୀଙ୍କ ସହ ମିଟିଂ ପରେ ଆହୁରି ଘାତକ ହୋଉଛନ୍ତି ଭାରତୀୟ ସେନା, ଛାନିଆ ହେଲା ପାକିସ୍ତାନ
- ପାକିସ୍ତାନ ପ୍ରତିରକ୍ଷାମନ୍ତ୍ରୀଙ୍କୁ ନେଇ ଆମେରିକାର ବଡ଼ ବୟାନ, ପାକରେ ହଲଚଲ
- ଇଂଲଣ୍ଡ ଗସ୍ତ ପାଇଁ ୩୫ଜଣ ଖେଳାଳିଙ୍କ ଶର୍ଟଲିଷ୍ଟ କରିଛି ବିସିସିଆଇ
- ମେ’ ୩ ପରେ ବଢିବ ଦିନର ତାପମାତ୍ରା; ଆଜି ପାଇଁ ଏହି ସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି
- ଅଖିମୁଠି ଅନୁକୂଳ କରି ବିଲରେ ହଳ ବୁଲାଇଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ
- ରାଜଧାନୀ ବିଚ୍ ରାସ୍ତାରେ ଜଳିଗଲେ କଲେଜ ଛାତ୍ର
- ଭାରତ-ପାକିସ୍ତାନ ଉତ୍ତେଜନା; ଜାତିସଂଘର ଉଦ୍ବେଗ ପ୍ରକାଶ
Comments are closed.