Latest Odisha News

BREAKING NEWS

କାଲିଠୁ ବିନା କୋଭିଡ ରିପୋର୍ଟରେ କାଳିଆ ଦର୍ଶନ 

ପୁରୀ : ବିନା କୋଭିଡ ରିପୋରର୍ଟରେ କାଲିଠାରୁ ନିର୍ବିଘ୍ନରେ କାଳିଆ ଦର୍ଶନ କରିପାରିବେ ଭକ୍ତ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୁରୀ ଜିଲ୍ଲାପାଳ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଜିଲ୍ଲାପାଳଙ୍କ ସମେତ ପୁରୀ ଏସପି, ଡିଆଇଜି ସମୀକ୍ଷା କରି କିଭଳି…

୧୫୦ କୋଟି ପାର କଲା ବିଜୟଙ୍କ ମାଷ୍ଟର, ୨୦୨୧ର ପ୍ରଥମ ବ୍ଲକବଷ୍ଟର ଫିଲ୍ମ

ମୁମ୍ବାଇ: ସୁପରଷ୍ଟାର ବିଜୟଙ୍କ ମାଷ୍ଟର ଫିଲ୍ମ ୨୦୨୧ର ପ୍ରଥମ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଛି । ରିପୋର୍ଟ ମୁତାବକ ଏହି ଫିଲ୍ମ ଏବେ ହାଉସଫୁଲରେ ଚାଲିବା ସହ ୧୫୦ କୋଟିରୁ ଊର୍ଦ୍ଧ୍ୱ ଆୟ କରିସାରିଛି । ତାମିଲନାଡୁରେ କେବଳ ଏହି ଫିଲ୍ମ ୯୬ କୋଟି, ଆନ୍ଧ୍ରପ୍ରଦେଶରେ ୨୪, କର୍ଣ୍ଣାଟକରେ ୧୪ ଓ ଉତର…

ବିଶ୍ୱର ସର୍ବବୃହତ କୋଭିଡ୍‌-୧୯ ଟିକାକରଣ ଅଭିଯାନ: ଭାରତ ସମର୍ଥନରେ ରହିଛି ଜାତିସଂଘର ଏହି ସଂସ୍ଥା

ନୂଆଦିଲ୍ଲୀ: ଭାରତ ବିଶ୍ୱର ସର୍ବବୃହତ କୋଭିଡ୍‌-୧୯ ଟିକାକରଣ ଅଭିଯାନ ଆରମ୍ଭ କରିସାରିଛି। ଏହି ଟିକାକରଣ କାର୍ଯ୍ୟକ୍ରମରେ ଜାତିସଂଘର ଅନେକ ଏଜେନ୍ସି ଭାରତ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରୁଥିବା ନେଇ ଜାତିସଂଘ ମୁଖ୍ୟଙ୍କ ମୁଖପାତ୍ର କହିଛନ୍ତି। ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ…

ଉତରପ୍ରଦେଶ ବିଧାନ ପରିଷଦରେ ବୀର ସବରକରଙ୍କ ଫଟୋ ସ୍ଥାନୀତ ନେଇ ବିବାଦ

ଲକ୍ଷ୍ନୌ:ଉତରପ୍ରଦେଶ ବିଧାନସଭା ପରିଷଦରେ ବୀର ସବରକରଙ୍କ ଫଟୋ ସ୍ଥାନ ପାଇବା ନେଇ ବିବାଦ ସୃଷ୍ଟି ହୋଇଛି । ଏହି ବିବାଦ ସୃଷ୍ଟି କରିଛନ୍ତି କଂଗ୍ରେସର ସଦସ୍ୟ ଦୀପକ ସିଂ । ଏହି ଫଟୋକୁ ହଟାଇବାକୁ ସେ ଗୃହର ଅଧ୍ୟକ୍ଷଙ୍କୁ ପତ୍ର ମଧ୍ୟ ଲେଖିଛନ୍ତି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ…

ଚାଇନାର ନଦୀ ସମୁଦ୍ରର ଅଧିକାଂଶ ଅଂଶକୁ ପ୍ଲାଷ୍ଟିକ ଦ୍ୱାରା ପ୍ରଦୂଷିତ କରୁଛି

ନୂଆଦିଲ୍ଲୀ: ପ୍ରତିବର୍ଷ ଆଠ ଲକ୍ଷ ଟନ୍ ପ୍ଲାଷ୍ଟିକ୍ ଦୁନିଆର ମହାସାଗରରେ ପହଞ୍ଚେ, କିନ୍ତୁ ଆପଣ ଜାଣନ୍ତି କି ଏହି ପ୍ଲାଷ୍ଟିକ୍ କେଉଁଠୁ ଆସେ। ସମୁଦ୍ରରେ ପ୍ଲାଷ୍ଟିକ୍ ବାୟୁ, ଡ୍ରେନ୍ କିମ୍ବା ବେଆଇନ ଡମ୍ପିଂରୁ ଆସିଥାଏ। ସମୁଦ୍ରକୁ ପ୍ଲାଷ୍ଟିକ ପରିବହନ ପାଇଁ ନଦୀଗୁଡ଼ିକ ସବୁଠାରୁ ଅଧିକ ଦାୟୀ।…

ଶପଥଗ୍ରହଣ ପାଇଁ ପ୍ରସ୍ତୁତ ହାରିସ୍‌ଙ୍କ ପୈତୃକ ଗ୍ରାମବାସୀ; କହିଲେ ଭାରତ ଏକ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ଜିତିଲା ପରି…

ତାମିଲନାଡୁ: ତାମିଲନାଡୁର ତିରୁଭାରୁର ଜିଲ୍ଲାର ଥୁଲାସେନ୍ଦ୍ରପୁରମର କମଲା ହାରିସଙ୍କ ପୈତୃକ ଗ୍ରାମରେ ଆମେରିକାର ଉପରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ପୂର୍ବରୁ ପୁଣି ଥରେ ତାଙ୍କ ପୋଷ୍ଟର ସହିତ ସଜାଯାଇଛି। ବୁଧବାର ଦିନ ସ୍ଥାନୀୟ ପିଲାମାନେ ହ୍ୟାରିସଙ୍କ ପୋଷ୍ଟର ଧରିଥିବା ବେଳେ…

ଭୁବନେଶ୍ବରରେ ନକଲି ସସ୍ ଓ ଆଚାର 

ଭୁବନେଶ୍ବର : ଆଜି ପୁଣିଥରେ ଭୁବନେଶ୍ବରରୁ ମିଳିଛି ଅପମିଶ୍ରିତ ସାମଗ୍ରୀ । କିଛି ଦିନ ତଳେ ଭୁବନେଶ୍ବର ସୁନ୍ଦରପଦା କୈବଲ୍ୟ ନଗରରୁ ନକଲି ଘିଅ କାରଖାନା ଠାବ ହୋଇଥିବା ବେଳେ ଆଜି ନକଲି ସସ୍ ଓ ଆଚାର ଜବତ ହୋଇଛି ।  ରାଜଧାନୀ ଉପକଣ୍ଠ ପାହାଳ ଫାଣ୍ଡି ନିକଟ ଏକ କମ୍ପାନୀରେ ପୋଲିସର ସ୍ପେଶାଲ…

କବିତା – ଅବନା

ରାଜଲକ୍ଷ୍ମୀ ତ୍ରିପାଠୀ ଜୀବନ: ଏକ ନିଶ୍ବାସ ପ୍ରଶ୍ବାସ ଆଗମନ ଓ ପ୍ରତ୍ୟାଗମନ କିଛି ଦୃଶ୍ୟ କିଛି ଅଦୃଶ୍ୟ ମନ: ସେମିତି ରହିଥାଉ ନଯାଉ ଉପରକୁ ନଆସୁ ତଳକୁ । ସମୟ: ଆସିବ ଯିବ ଭୁଲିନି ଭୁଲିଛି ମୁଣ୍ଡ ଉପରେ ପାରାଭାଡି । ସ୍ବପ୍ନ: ଇଶ୍ବର ଦୋଳିରେ ଝୁଲୁଛନ୍ତି…

ରାଜ୍ୟରେ କମୁଛି ସଂକ୍ରମଣ, ଚିହ୍ନଟ ହେଲେ ଆଉ 157 କୋଭିଡ ସଂକ୍ରମିତ

ଭୁବନେଶ୍ବର : ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ୧୫୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୯୩ ଜଣ କ୍ବାରେଣ୍ଟାଇନରେ ରହିଥିବା ବେଳେ ୬୪ ଜଣ ସ୍ଥାନୀୟ…

ପୂର୍ବତନ ବ୍ଳକ୍ ଅଧ୍ୟକ୍ଷଙ୍କୁ ଗୁଳିମାରି ହତ୍ୟା 

ବ୍ରହ୍ମପୁର : ଚା’ ପିଉଥିବା ବେଳେ ପୂର୍ବତନ ବ୍ଳକ୍ ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଳକ୍ ସୁମଣ୍ଡଳ ଗାଁରେ ଚାଞ୍ଚଲ୍ୟକର ଘଟଣା ଘଟିଛି । ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ ।  ସୂଚନା ଅନୁସାରେ, ଦେବରାଜ…