ବାଇକକୁ ଧକ୍କା ଦେଲା କଣ୍ଟେନର ଟ୍ରକ୍; ଜଣେ ମୃତ
ଯାଜପୁର: ଯାଜପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ସୂଚନା।
ମିଳିଥିବା ସୂଚନାନୁସାରେ, ୧୬ ନଂ ଜାତୀୟ ରାଜପଥର ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଆଖୁଆପଦା ନିକଟରେ ବାଇକ୍ କୁ ଧକ୍କା ଦେଇଛି ଏକ କଣ୍ଟେନର ଟ୍ରକ୍। ଫଳରେ ଘଟଣାସ୍ଥଳରେ ହିଁ…