Latest Odisha News

BREAKING NEWS

କରୋନା ବଦଳରେ ନର୍ସ ଫୋଡ଼ି ଦେଲେ ରେବିଜ୍ ଟିକା

ମୁମ୍ୱାଇ: କୋଭିଡ୍ ଟିକାକରଣରେ ବଡ଼ ଧରଣର ଖାମଖିଆଲି । କୋଭିଡ୍ ଟିକା ବଦଳରେ ନର୍ସ ଜଣେ ବ୍ୟକ୍ତଙ୍କୁ ଫୋଡ଼ି ଦେଲେ ରେବିଜ୍ ଟିକା (କୁକୁର କାମୁଡ଼ିଲେ ଦିଆଯାଉଥିବା ଟିକା) । ମହାରାଷ୍ଟ୍ରର ଥାନେ ଅନ୍ତର୍ଗତ କଲଓ୍ୱାର ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଘଟଣା ଘଟିଛି । ଏଭଳି ଅବହେଳା ପାଇଁ ଜଣେ…

ଅକ୍ଟୋବର ୨ରୁ ଆୟୋଜିତ ହେବ ଏକାମ୍ର ସଂସ୍କୃତି ସନ୍ଧ୍ୟା

ଭୁବନେଶ୍ୱର : ଓଡ଼ିଆ ଭାଷା ସାହିତ୍ୟର, ସଂସ୍କୃତି, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ଏବଂ ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ,  ଆସନ୍ତା ଅକ୍ଟୋବର ୨ରୁ ସ୍ଥାନୀୟ ଏକାମ୍ର ହାଟରେ ଏକାମ୍ର ସାଂସ୍କୃତିକ ସନ୍ଧ୍ୟା ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାର ପାରମ୍ପରିକ ଖାଦ୍ୟପେୟ,…

କବିତା : ନାୟକ

ଗଦାଧର ସାହୁ  ମୁଁ ତମେ ସେମାନେ ମିଳିମିଶି ପରସ୍ପରର ଭୁଲ୍ ଠିକ୍ ବୁଝୁ । ସମସ୍ୟା ବାହାରିଲେ ସମାଧାନ କରିଥାଉ । ସଫଳତାର ଶ୍ରେୟ ସମସ୍ତେ ଚାହାଁନ୍ତି । ବିଫଳ ହେଲେ ଦାୟୀ ନୁହଁ ଜଣେ ବି ନା ସେ ମୁଁ ।

ବ୍ୟଙ୍ଗ : ସୀତାଫଳର ଆଖ୍ୟାନ

ଭାରତର ପ୍ରାଚୀନ ଗ୍ରନ୍ଥମାନ ଉଣ୍ଡାଳିଲେ ଜଣାପଡେ ଆତକୁ ଆଗେ ସୀତାଫଳ କହୁଥିଲେ । ଏବେ ମଧ୍ୟ ସେହି ନାମକୁ ଅନେକତ୍ର ବ୍ୟବହାର କରାଯାଉଛି । ସମ୍ଭବତଃ ଖ୍ରୀଷ୍ଟାବ୍ଦ ୧୫୨୬ ପରେ ମୋଗଲମାନଙ୍କ ଦ୍ୱାରା ଏହାର ନାମ ସୀତାଫଳରୁ ଆତ ରଖାଯାଇଥିଲା ।ବିଶିଷ୍ଟ ଐତିହାସିକ କାଶୀନାଥ ପୂଜାପଣ୍ଡାଙ୍କ ରଚିତ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୫୧ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୧ ମାଆ କ'ଣ ଗଛଟିଏ କି ! କେଜାଣି,  ଯେତେ ଯେତେ ଗମ୍ଭୀର ବିପଦ ଆସେ, ସେ ଭାଙ୍ଗି ପଡେ ସେଇ କିଛି  ସମୟ , ପୁଣି  ଉଠେ, କିଛି ନହୋଇଥିବାର ମନନେଇ ଆଗାଏ। ପଲ୍ଲବୀଯାଏ ଥରକୁଥର।  କଞ୍ଚେଇଯାଏ ବାରମ୍ବାର। ତା'ଠାରୁ…

ପରିବାର ପେନସନ୍ ସୁବିଧା ପାଉଥିବା ଭିନ୍ନକ୍ଷମଙ୍କ ଆୟସୀମା ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ : ଯେଉଁ ପରିବାର ପେନସନ୍ ଭୋଗୀ ଶାରୀରିକ ଓ ମାନସିକ ଭିନ୍ନକ୍ଷମ ହୋଇଥିବେ ସେମାନଙ୍କ ପାଇଁ ଥିବା ଆୟ ସୀମାକୁ ବୃଦ୍ଧି କରିଛନ୍ତି ସରକାର । ଫଳରେ ମୃତକଙ୍କ ଭିନ୍ନକ୍ଷମ ପିଲା ଏହା ଦ୍ବାରା ଉପକୃତ ହେବେ ଏବଂ ପରିବାର ପେନ୍‌ସନ ସେମାନେ ପୂର୍ବଭଳି ପାଇବେ । ଏହି ଆୟ ସୀମା ମାସିକ ୯୦୦୦…

ଖଣିଜ ଉତ୍ପାଦନ ଓ ବେନିଫିସେସନ ପ୍ଲାଣ୍ଟର କ୍ଷମତା ବୃଦ୍ଧି ପ୍ରସଙ୍ଗ, ଜନଶୁଣାଣିରେ ଟାଟା ଷ୍ଟିଲକୁ ମିଳିଲା ସମର୍ଥନ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଥିବା ଟାଟା ଷ୍ଟିଲ୍ ଲିମିଟେଡର ଯୋଡ଼ା ଇଷ୍ଟ ଆଇରନ୍ ମାଇନ୍ ଖଣିରୁ ଖଣିଜ ଉତ୍ପାଦନ ଓ ବେନିଫିସେସନ ପ୍ଲାଣ୍ଟର କ୍ଷମତା ବୃଦ୍ଧି ପାଇଁ ଶେଷ ହୋଇଛି ପରିବେଶ ସଂକ୍ରାନ୍ତୀୟ ଜନ ଶୁଣାଣି । ପୂର୍ବରୁ ଗତ ଏପ୍ରିଲ ୨୬ ତାରିଖରେ ଏହି ଜନ ଶୁଣାଣି ହେବାର ଥିଲା ।…

ଭଦ୍ରକ ତିହିଡି ଅଞ୍ଚରେ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ସାଇଣ୍ଟିଫିକ ଟିମର ତଦନ୍ତ

ଭଦ୍ରକ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍ ପୀରହାଟ ଥାନା ନଛିବିନ୍ଧା ଗ୍ରାମରେ ଅଭାବନୀୟ ଘଟଣା । ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମହିଳାଙ୍କ ମୃତଦେହ । ମୃତା ମହିଳା ଶଶଧର ରାଉଳଙ୍କ ସ୍ତ୍ରୀ କବିତା ରାଉଳ ବୋଲି ଜଣାଯାଇଛି । ଶୋଇବା ଘର ଖଟ ଉପରେ ମୃତଦେହ ପଡ଼ିଥିବା ବେଳେ, ସିଲିଂ…

ଟି୨୦ ବିଶ୍ୱକପ କ୍ରିକେଟ: ଟିମ ଇଣ୍ଡିଆରେ ପରିବର୍ତନ ଏକ ପ୍ରକାର ନିଶ୍ଚିତ !

ପୁରୀ: ୟୁଏଇରେ ଖେଳା ଯାଇଥିବା ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ଏବେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପାଇଁ ମୁଣ୍ଡ ବ୍ୟାଥାର କାରଣ ସାଜିଛି । ଟି୨୦ ବିଶ୍ୱକପ ପାଇଁ ଘୋଷିତ ଦଳରେ ସ୍ଥାନ ପାଇଥିବା ଖେଳାଳିଙ୍କ ଫର୍ମ ଏ ପର୍ଯ୍ୟନ୍ତ ସନ୍ତୋଷଜନକ ରହି ନାହିଁ । ଅପରପକ୍ଷରେ ସ୍ଥାନ ପାଇ ନ ଥିବା ବା…

ରଣବୀର@୩୯

ଯୋଧପୁର: ଆଜି ହେଉଛି ବଲିଉଡ୍ ହ୍ୟାଣ୍ଡସମ ବୟ ରଣବୀର କପୁରଙ୍କ ଜନ୍ମଦିନ । ୩୯ ବର୍ଷ ବୟସରେ ପାଦ ଥାପିଛନ୍ତି ରଣବୀର। ନିଜ ବର୍ଥ ଡେ କୁ ରଣବୀର ଗର୍ଲଫ୍ରେଣ୍ଡ ଆଲିଆଙ୍କ ସହ ଯୋଧପୁରରେ ପାଳିଛନ୍ତି ।ସେମାନେ ଯୋଧପୁରର ଏକ ରିସର୍ଟରେ ଜନ୍ମଦିନକୁ ଧୁମ୍ ଧାମ୍ ରେ ସେଲିବ୍ରେସନ କରିଛନ୍ତି। ଯାହାର…