ଅଭିଷେକ-ଐଶ୍ୱର୍ଯ୍ୟାଙ୍କ ବାହାଘର ଦୂରବୀକ୍ଷଣରେ ଦେଖିଥିଲେ ସଞ୍ଜୟ କାପୁର !
ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟଙ୍କ ବିବାହ ସେ ସମୟରେ ବେଶ୍ ଚର୍ଚ୍ଚାର କାରଣ ସାଜିଥିଲା । ତେବେ ଏହି ବାହାଘରକୁ ଦୂରବୀକ୍ଷଣ ଯନ୍ତ୍ରରେ ସଞ୍ଜୟ କାପୁର ଦେଖିଥିଲେ ବୋଲି ଅର୍ଜୁନ କାପୁର କହିଛନ୍ତି । ଫ୍ୟାବଲସ ଲାଇଭସ ଅଫ ବଲିଉଡ ୱାଇଭରେ ଅର୍ଜୁନ କାପୁର ତାଙ୍କ…