ଜାତୀୟ ଜୁନିୟର ଖୋ ଖୋ ଉଦଯାପିତ: ବାଳକ, ବାଳିକା ବିଭାଗରେ ମହାରାଷ୍ଟ୍ର ଚାମ୍ପିୟନ, ଓଡିଶା ତୃତୀୟରେ ସନ୍ତୁଷ୍ଟ
ଭୁବନେଶ୍ୱର: କିଟ ଡିମଡ ୟୁନିଭରସିଟିର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ଜୁନିୟର ଖୋ ଖୋର ଉଭୟ ବାଳକ ଏବଂ ବାଳିକା ବିଭାଗରେ ଚାମ୍ପିୟନ ହୋଇଛି ମହାରାଷ୍ଟ୍ର । ଓଡିଶା ଉଭୟ ବିଭାଗରେ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛି । ମହାରାଷ୍ଟ୍ର ବାଳକ ବିଭାଗ ଫାଇନାଲରେ…