Latest Odisha News

BREAKING NEWS

ବାପାଙ୍କ ଅଭାବ ପରିଲକ୍ଷିତ ହେବାରୁ ସିଲିକନରେ ଅବିକଳ ନକଲ ପ୍ରତିମୂର୍ତି କରି ଘରେ ରଖିଲେ ପୁଅ

ସାଙ୍ଗଲୀ: ମହାରାଷ୍ଟ୍ରର ସାଙ୍ଗଲୀ ଜିଲାରେ ବାପାଙ୍କ ପ୍ରତି ସମ୍ମାନ ଓ ସ୍ନେହର ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି ଅରୁଣ କୋରେ । ୨୦୨୦ରେ ବାପାଙ୍କ ମୃତ୍ୟୁ ପରେ ଅରୁଣଙ୍କୁ ସର୍ବଦା ତାଙ୍କ ଅଭାବ ପରିଲକ୍ଷିତ ହୋଇଥିଲେ । ତାଙ୍କ ବାପା ରାଓସାହେବ ଶାମରାଓ କୋରେ ପୋଲିସ ଇନ୍ସପେକ୍ଟର ଥିଲେ । ଅରୁଣ…

ମୟୂରଭଞ୍ଜରେ ମୃତ ବ୍ୟକ୍ତିଙ୍କ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଖାଇଗଲେ ପିଇଓ

ମୟୂରଭଞ୍ଜ : ମୃତ ବ୍ୟକ୍ତିର ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଚଳୁ କରୁଛନ୍ତି ପଞ୍ଚାୟତ କାର୍ଯ୍ୟ ନର୍ବାହି ଅଧିକାରୀ ।  ଏପରି ଗୁରୁତର ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ସୁଳିଆପଦା ବ୍ଲକ ଚୁହାଟ ଗ୍ରାମ ପଞ୍ଚାୟତରୁ । ମୃତ୍ୟୁର ଦୀର୍ଘ ବର୍ଷ ପରେ ମଧ୍ୟ ହିତାଧିକାରୀଙ୍କ ଟିପ ଚିହ୍ନରେ ସରକାରୀ…

ରୋହିଣୀ କୋର୍ଟ ପରିସରରେ ଗ୍ୟାଙ୍ଗୱାର, ଗ୍ୟାଙ୍ଗଷ୍ଟାର ଜିତେନ୍ଦ୍ରଙ୍କୁ ହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ କୋର୍ଟ ପରିସରରେ ଆଜି ବଡ ଧରଣର ଗ୍ୟାଙ୍ଗୱାର ଘଟିଛି । ଏଥିରେ ମୋଷ୍ଟ ୱାଂଟେଡ ଗ୍ୟାଙ୍ଗଷ୍ଟାର ଜିତେନ୍ଦ୍ର ଗୋଗୀଙ୍କ ସମେତ ୩ଜଣ ମୃତ୍ୟୁବରଣ କରିଛନ୍ତି । ୪ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି । ଗୋଗୀ କେସର ଶୁଣାଣୀ ପାଇଁ କୋର୍ଟକୁ ଆସିଥିଲେ । ୨ଜଣ ବଦମାସ…

ଅପରେସନ ଗଜ: ଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ମହାନଦୀରେ ମୃତ୍ୟୁ

ଭୁବନେଶ୍ୱର: ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ । ଅରିନ୍ଦମଙ୍କ ମୃତ୍ୟୁ ନେଇ ଏସସିବି ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି। ମହାନଦୀରେ ଅପରେସନ ବେଳେ ବୋଟ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବୋଟ୍ ଓଲଟିଲା ପରେ ଦେଶୀ ଡଙ୍ଗା ସାହାଯ୍ୟରେ…

ବହୁ ଚର୍ଚ୍ଚିତ ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କଲା ସିବିଆଇ

ଉତ୍ତରପ୍ରଦେଶ : ଅଖିଳ ଭାରତୀୟ ଆଖଡା ପରିଷଦର ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାରେ ସିବିଆଇକୁ ତଦନ୍ତର ପରିସରଭୁକ୍ତ କରାଯାଇଛି । ଗତକାଲି ୟୁପି ସରକାର ସିବିଆଇକୁ ତଦନ୍ତ ସୁପାରିସ କରିବା ପରେ ଓ ନରେନ୍ଦ୍ରଗିରିଙ୍କ ମୃତ୍ୟୁ ଘଟଣାର ଏଫଆଇଆର ରୁଜୁ କରାଯାଇଥିଲା । ଏନେଇ ଆଜିଠାରୁ…

ଧଳାଜହର କାରବାର,୧ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ

ଟାଙ୍ଗି: ବେଧଡକ ଚାଲିଛି ଧଳାଜହର କାରବାର । ଟାଙ୍ଗିରୁ ପୁଣି ଏକ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ । ଚଢାଉରେ ଜଣେ ଧଳା ଜହର ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ଏହି ବ୍ୟବସାୟୀଙ୍କଠାରୁ ଏକ ଲକ୍ଷ ଟଙ୍କାର ଧଳା ଜହର ଜବତ…

“ଦ କପିଲ ଶର୍ମା ସୋ” ବିରୋଧରେ କୋର୍ଟରେ ମାମଲା ଦାୟର

ମୁୁମ୍ବାଇ: ପୁଣିଥରେ ବିବାଦ ଘେରକୁ ଆସିଛି ଦ କପିଲ ଶର୍ମା ସୋ' । ହେଲେ ଏଥର ସୋ'ର ସମସ୍ତ କ୍ରିଉ ବିରୋଧରେ ଆସିଛି ଏକକାଳୀନ ଅଭିଯୋଗ । ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲା କୋର୍ଟରେ ଦ କପିଲ ଶର୍ମା ସୋ' ବିରୋଧରେ ମାମଲା ଦାୟର ହୋଇଥିବା ଜଣାପଡିଛି । ଟେଲି ଟାଉନର ଏହି ଚର୍ଚ୍ଚିତ କମେଡି ସୋ'ର…

ଆଜି ବାଇଡେନଙ୍କୁ ଭେଟିବେ ମୋଦି , ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା

ୱାଶିଂଟନ୍ : ଆଜି ବିଶ୍ୱର ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଗୁରୁତ୍ୱ ପୂର୍ଣ୍ଣ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ରହିଛି । ଅନ୍ୟପଟେ କ୍ୱାର୍ଡ ସମ୍ମିଳନୀ ମଧ୍ୟ ଆଜି ବସିବ । ଚୀନର ବିସ୍ତାରବାଦୀ ନୀତି ଓ ସୀମାପାର…

ମୁଣ୍ଡୁଳି ବ୍ରିଜ ଉପରେ ବୋଟ୍ ଓଲଟିବା ଘଟଣା; ଉଦ୍ଧାର ହେଲେ ଦୁଇ ଓଟିଭି ପ୍ରତିନିଧି ଏବଂ ଓଡ୍ରାଫ୍ ଟିମ୍ ସଦସ୍ୟ

କଟକ: ଜାରି ରହିଥିଲା ଅପରେସନ ଗଜ । ଘଟିଲା ଅଘଟଣ । ମୁଣ୍ଡୁଳି ବ୍ରିଜ ଉପରେ ଓଲଟିପଡିଲା ଓଡ୍ରାଫ୍ ଟିମର ବୋଟ୍ । ବୋଟରେ ଥିବା ଓଡ୍ରାଫ୍ ଟିମ୍ ସଦସ୍ୟଙ୍କ ସମେତ ନଦୀରେ ପଡିଗଲେ ଓଟିଭିର ଦୁଇ ପ୍ରତିନିଧି ଅରିନ୍ଦମ ଦାସ ଓ ଭିଡିଓ ଜର୍ଣ୍ଣାଲିଷ୍ଟ ପ୍ରଭାତ ସିହ୍ନା । ଏହି ଘଟଣାରେ ଚାରିଜଣ ଓଡ୍ରାଫ୍…

ଓଲଟିଲା ହାତୀ ଉଦ୍ଧାର ପାଇଁ ଯାଇଥିବା ଓଡ୍ରାଫ୍ ବୋଟ୍‌ , ଭାସିଗଲେ ୨ ଗଣମାଧ୍ୟମ ପ୍ରତିନିଧି

କଟକ: ନଦୀ ଭିତରୁ ହାତୀକୁ ଉଦ୍ଧାର ଉଦ୍ୟମ ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍ । ମହାନଦୀ ମୁଣ୍ଡଳି ବ୍ୟାରେଜ ନିକଟରେ ବୋଟ୍ ଓଲଟି ପଡ଼ିଛି । ହାତୀକୁ କୂଳକୁ ଘଉଡ଼ାଇବା ବେଳେ ପାଣି ସ୍ରୋତରେ ବୋଟ୍‌ ଓଲଟି ପଡ଼ିଥିଲା। ରବର ବୋଟ୍‌ରେ ଅପରେସନରେ ସାମିଲ ଥିଲେ ଓଡ୍ରାଫ୍ ଟିମ୍ । ନଦୀ ସ୍ରୋତରେ ଫସିଥିବା…