Latest Odisha News

BREAKING NEWS

ଆଜି ଆଡ଼ପମଣ୍ଡପରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ

ପୁରୀ: ଜନ୍ମବେଦୀରେ ସରି ଆସିଲା ମହାପ୍ରଭଙ୍କ ଲୀଳାଖେଳା । ଆଜି ଆଡ଼ପମଣ୍ଡପରେ ସନ୍ଧ୍ୟା ଦର୍ଶନ । ନବଦିନାତ୍ମକ ଯାତ୍ରାରେ ଗୁଣ୍ଡିଚାମନ୍ଦିର ଯାଇଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ଜନ୍ମବେଦୀରେ ଆଜି ଶେଷ ଦର୍ଶନ । ବିଶ୍ୱାସ ରହିଛି, ତ୍ରିକାଳରେ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ ଯେଉଁ ପୂଣ୍ୟ…

କବିତା : ଫେରିବାର ବେଳ

ସାଧନା ପଣ୍ଡା ଦକ୍ଷିଣକୁ ଯେବେ ମୋଡ ହେଲା ରଥ ସେ ଦିନୁ ତା ମୁହଁ ଶୁଖିଛି ନଅଦିନ ଖେଳ ସରିଆସୁଅଛି ଯାଣି ତଳମୁହାଁ ବସିଛି । ଶୂନ୍ୟପଣ ଭରି ସେ ଚକାନୟନେ ଗୋଟିଗୋଟି କୁ ସେ ଚାହିଁଛି ଫେରିବାକୁ ତିଳେ ମନ ନାହିଁ ତାର ଅଧରୁ ଯେ ହସ ଲିଭିଛି। ଗୁଣ୍ଡିଚା ପରଷା ସରି ସରି ଆସେ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଅମୃତ ଦୃଷ୍ଟି  ପ୍ରେମ ସହ ପରିଚୟ ତୁମ ସହ ସମ୍ପର୍କ ଯୋଡ଼ି ହେଲାପରେ । କେତେ ବୟସ ମୋର ସେତେବେଳେ ? ବୋଧହୁଏ ସାଢ଼େ ଛଅ କିମ୍ବା ସାତ । ନିଜେ ଅସମଯୋଜିତ ବୋଲି ବୁଝେଇ ସାରିଥିଲେ ସାଙ୍ଗସାଥୀ , ଆତ୍ମୀୟସ୍ଵଜନ । ମୋର ରୁଷିବାକୁ ନେଇ ବିରକ୍ତିର ଗଣ୍ଠିଲିକୁ ଖୋଲୁଥିଲେ ସେମାନେ ବୋଉ ପାଖରେ ।…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୯-୭-୨୦୨୧ ସୋମବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁଲାଇ ତା ୧୯ ରିଖ ସୋମବାର କର୍କଟ ୪ ଦିନ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ବିଶାଖା ନକ୍ଷତ୍ର ତୁଳା ଚନ୍ଦ୍ର ଘାତ ବାର-: ମିଥୁନ ରାଶିର ଆଜିର ନିଷେଧ ଖାଦ୍ୟ-: କଳମ୍ଵି ଶାଗ ମେଷ ଆଜି ପାରିବାରିକ…

ପାରାଦୀପରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହଣାକଟା

ପାରାଦୀପ : ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହଣାକଟା । ଉଭୟ ପକ୍ଷର ୬ ଜଣ ଆହତ ହୋଇଥିବା ବେଳେ, ୪ ଜଣ ଗୁରୁତର ଅଛନ୍ତି । ପାରାଦୀପ ଲକ୍ ଥାନା ଅଧିନ ବାଲିଡିଆ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ୪ ଜଣଙ୍କୁ ଅଠରବାଙ୍କି ଡାକ୍ତରଖାନାରୁ କଟକ ସ୍ଥାନାନ୍ତର କରାଯାଇଛି । ସୂଚନା…

କାଲିଠୁ ୧୬ଟି ରୁଟରେ ଗଡ଼ିବ ମୋ ବସ୍

ଭୁବନେଶ୍ବର : ଆସନ୍ତାକାଲିଠୁ ଗଡିବ ‘ମୋ ବସ୍’ । ସରକାର ଲକଡାଉନ କଟକଣାରେ ସାମାନ୍ୟ କୋହଳ କରିବା ପରେ ବସ୍ ଚଳାଚଳକୁ ଦେଇଛନ୍ତି ଅନୁମତି । ସାରା ରାଜ୍ୟରେ ଆସନ୍ତାକାଲି ଠାରୁ ବସ ଚଳାଚଳ କରୁଥିବା ବେଳେ, ୧୬ଟି ରୁଟରେ ମୋ ବସ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି କ୍ୟାପିଟାଲ୍ ରିଜିୟନ…

ଜନ୍ମଦାତା ସାଜିଲା ହତ୍ୟାକାରୀ

ବାରିପଦା: ପାରିବାରିକ କଳହକୁ ନେଇ ସାମ୍ନାକୁ ଆସିଲା ଅବିଶ୍ୱସନୀୟ ଘଟଣା । ଅଘଟଣ କି ଦୁର୍ଘଟଣା ନୁହେଁ, ବରଂ ହୋସ୍‌ରେ ଥାଇ ଜଣେ ବାପା ନିଜ ବଡପୁଅକୁ ଅତି ନିର୍ମମ ଭାବେ ହତ୍ୟା କରିଛି । ଏପରି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ମୟୁରଭଂଜ ଜିଲ୍ଲାର ନରଣଖୁଣ୍ଟା ଗାଁ । ମିଳିଥିବା ରିପୋର୍ଟ…

ଚୀନରେ ମଙ୍କି ଭାଇରସ ସଂକ୍ରମିତଙ୍କ ମୃତ୍ୟୁ

ବେଜିଂ: କରୋନା ମହାମାରୀ ତାଣ୍ଡବ ରଚି ଚାଲିଥିବା ବେଳେ ମଙ୍କି ଭାଇରସ ବି ଲୋକଙ୍କୁ ଭୟଭୀତ କରାଇଛି । ଚୀନରେ ମଙ୍କି ଭାଇରସରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ରବିବାର ଗ୍ଲୋବାଲ ଟାଇମ୍ସ ଏହା ସ୍ପଷ୍ଟ କରିଛି । ମୃତ ବରଣ କରିଥିବା ସଂକ୍ରମିତ ଏକ ପଶୁ ଚିକିତ୍ସକ ଥିଲେ ।…

ଏକ ନ୍ୟୁଜ ୱେବସାଇଟ ବିରୋଧରେ ଗୁରୁତର ଅଭିଯୋଗ ଆଣିଲା ବିଜେପି

ନୂଆଦିଲ୍ଲୀ: ବିଜେପି ରବିବାର ଏକ ନ୍ୟୁଜ ୱେବସାଇଟ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି । ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଅଭିଯୋଗ କରିଛନ୍ତି ଯେ, ଭାରତକୁ ବଦନାମ କରିବା ପାଇଁ ନ୍ୟୁଜ କ୍ଲିକ ନାମକ ଏକ ନ୍ୟୁଜ ୱେବସାଇଟ ଷଡଯନ୍ତ୍ର ରଚିଛି । ଏଥିପାଇଁ ଚୀନ ସମେତ ଅନ୍ୟ ଦେଶରୁ ୩୦…

ଏଟିଏମ ବ୍ୟବହାର ହେବ ମହଙ୍ଗା, ପ୍ରତି କାରବାର ପିଛା କଟିବ ୨୦ ଟଙ୍କା

ନୂଆଦିଲ୍ଲୀ : ମହଙ୍ଗା ହେବ ଏଟିଏମ ବ୍ୟବହାର । ଏବେ ପ୍ରତି କାରବାର ପିଛା କଟିବ ୨୦ ଟଙ୍କା । ଏଟିଏମ ବାବଦରେ ଏହି ନିଷ୍ପତ୍ତି ନେବା ଲାଗି ସମସ୍ତ ବ୍ୟାଙ୍କଙ୍କୁ ଅନୁମତି ଦେଇଛି ରିଜର୍ଭ ବ୍ୟାଙ୍କ । ଆସନ୍ତା ବର୍ଷ ଜାନୁଆରୀ ୧ ତାରିଖରୁ ଏହି ନିୟମ କାର୍ଯ୍ୟକାରୀ ହେବ । ଯଦି ଗ୍ରାହକମାନେ…