Latest Odisha News

BREAKING NEWS

ଓଡ଼ିଶାରେ କମୁଛି କରୋନା,୨୪ ଘଣ୍ଟାରେ ୫୩୯ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୫୩୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୭ ଜଣ ଆକ୍ରାନ୍ତ ଅଛନ୍ତି । କ୍ୱାରେଣ୍ଟିନରୁ ୩୧୬ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୨୩ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୨୫୪…

ରାଜଧାନୀରେ କରୋନା ଆତଙ୍କ, ସିଲ୍ ହେଲା କୋର୍ଟ ପରିସର

ଭୁବନେଶ୍ୱର: ଧିରେଧିରେ କରୋନା ସଂକ୍ରମଣ ପୁଣିଥରେ କାୟା ବିସ୍ତାର କରିବାରେ ଲାଗିଛି । ଏହି ଧାରାରେ ରାଜଧାନୀ ସ୍ଥିତ କୋର୍ଟରେ ୧୫ଜଣ କର୍ମର୍ଚାରୀ କରାନା ସଂକ୍ରମିତଙ୍କ ଚିହ୍ନଟ ହେବା ପରେ ବିଏମ୍‌ସି କୋର୍ଟ ପରିସରକୁ ସିଲ୍ କରିଛି । ଆସନ୍ତା ୨୭ ତାରିଖରେ ବିଏମ୍‌ସି ସମସ୍ତ କର୍ମଚାରୀଙ୍କର…

ଅଦିନିଆ ବର୍ଷା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ନନ୍ଦକିଶୋର ଘଡ଼େଇ ନିଜ ଗାଁ ଛାଡ଼ି ପଳେଇ ଆସିଥିଲା ମାତ୍ର ସାତ ବର୍ଷ ବୟସରେ। ସେ ଯେତେବେଳେ ମାତ୍ର ଦେଢ଼ବର୍ଷର ଥିଲା, ସେତେବେଳେ ବସନ୍ତ ରୋଗରେ ପଡ଼ି ଆରପାରିକୁ ଚାଲିଯାଇଥିଲା ତା ବାପା। ମାଆ ଯାହା ଯେମିତି କରି ତାକୁ ବଡ଼ କରେଇଲା,…

ପୁଣି ବଢିଲା ସୁବର୍ଣ୍ଣରେଖା ନଦୀ ଜଳସ୍ତର, ବନ୍ୟା ସ୍ଥିତି ନେଇ ଲୋକେ ଆତଙ୍କିତ

ବାଲେଶ୍ୱର: ବନ୍ୟା ପରିସ୍ଥିତିକୁ ଅଧିକ ଜଟିଳ କରିବାରେ ଲାଗିଛି ସୁବର୍ଣ୍ଣରେଖା ନଦୀରେ ବଢୁଥିବା ଜଳସ୍ତର । ଗତ ଦୁଇଦିନମଧ୍ୟରେ ଜଳସମ୍ପଦ ବିଭାଗର ରାଜଘାଟ ରିଡିଂ ପଏଣ୍ଟଠାରେ ଜଳସ୍ତର ପୁଣି ଉପରମୁହାଁ ହୋଇଛି । ଗୁରୁବାର ରାତିରେ ଜଳସ୍ତର ୯.୧୬ ମିଟର ଥିବାବେଳେ ଶୁକ୍ରବାର ସକାଳ ୮ଟା ସୁଦ୍ଧା…

ଗୀତ ଶିଖିବା ସେତିକିରେ ଇତି ହେଲା

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ  ପିଲାବେଳ ଧୂଳିଖେଳ ଛାଡି ଯେବେ କୈଶୋରରେ ପ୍ରବେଶ କଲି, ବାପାଙ୍କ ଅନୁଶାସନ ଅତି କଠୋର ମନେ ହେଲା। ବାଲ୍ୟସୁଲଭ ମନକୁ କେବେକେବେ ତ ତାଙ୍କ ଆଚରଣ ଅତି ବିଚିତ୍ର ମନେ ହେଉଥିଲା, ଅନେକ କଥା ବୁଝି ବି ହେଉନଥିଲା। ଆଠ ଦଶ ବର୍ଷର ଅବୁଝା ମନକୁ…

କବିତା : ମୁଁ

କିଶୋର ମହାନ୍ତି ମୁଁ ଏକାନ୍ତ ଭାବରେ ମୋର ମୁଁ ସତରେ କ୍ରୀତଦାସ ଟିଏ ସମୁଦ୍ର କୂଳରେ ବସି ଢେଉ ଗଣିବା କାମ ମୁଁ ଧରାବନ୍ଧା ଜଗୁଆଳି ମୁଁ ଅଣ୍ଟିରେ ସାଉଁଟି ଆଣିଥିବା ଶାମୁକା ମୋର କେବଳ ସମ୍ବଳ ତାକୁ ପାଇ ମୋର ଆକାଶ ଛୁଆଁ ସ୍ବପ୍ନ ରାତି ପାହେ ସକାଳ ହୁଏ ଅଥଚ ଦେଖିଥିବା ସ୍ବପ୍ନ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୪୬)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୬ ଜଣା ପଡିଗଲା କଥା କହୁ କହୁ ରୁବି ସହିତ। ଏଇ ଯୋଉ ଗ୍ରିଲ ବନ୍ଦ, ଧାଁ ଧପଡ, ସବୁକିଛି। ଗୁପ୍ତ ରଖିଲେ ବି ବହୁତ କିଛି ଜଣାପଡିଯାଏ। ବିନାୟକ ଛୋଟରାୟ ନାମକ ଜଣେ ଦରଦୀ ମଣିଷ ଆସନ୍ତି ଆମ ବସ୍ତିକୁ।  ବେଶ ବୟସ୍କ ସେ।…

ଲଉଡ଼ି ଓ ଢାପ ନୃତ୍ୟ ସହ ଆମ ଲୋକକଳା ଆମ ସଂସ୍କୃତିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ , ଆଜାଦି କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଏକ ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର ଆଦିପୁରର ଲଉଡ଼ି ନୃତ୍ୟ , ବଲାଙ୍ଗୀର…

ଚମ୍ପୁଆ ବିଧାୟିକାଙ୍କୁ ବିରୋଧ, ଆନ୍ଦୋଳନକୁ ଓହ୍ଲାଇଲେ ଯୋଡ଼ା ଟ୍ରକ୍ ମାଲିକ ଓ କର୍ମଚାରୀଙ୍କ ପରିବାର

ଚମ୍ପୁଆ : ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ବିରୁଦ୍ଧରେ ଜୋର ଧରିଲା ଆନ୍ଦୋଳନ । ବିଧାୟିକାଙ୍କୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଯୋଡ଼ା ଅଞ୍ଚଳର ଟ୍ରକ୍ ମାଲିକ ଓ କର୍ମଚାରୀଙ୍କ ପରିବାର । ଆଜି ସନ୍ଧ୍ୟାରେ ହଜାର ହଜାର ଲୋକେ ବିଧାୟିକାଙ୍କ ବିରୁଦ୍ଧରେ ଏକାଠି ହୋଇ…

୭୫୨୩ କୋଟି ଟଙ୍କାରେ ଭାରତ ବରାଦ କଲା ୧୧୮ ଅର୍ଜୁନ ଏକେ-୧ଏ ଟ୍ୟାଙ୍କ

ନୂଆଦିଲ୍ଲୀ: ଭାରତୀୟ ସେନାକୁ ମଜଭୁତ କରିବା ପାଇଁ ସରକାର ୧୧୮ ଅର୍ଜୁନ ଏକେ-୧ଏ ଯୁଦ୍ଧ ଟ୍ୟାଙ୍କ ବରାଦ କରିଛି । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ଟ୍ୟାଙ୍କର ଓଭରାଲ ଆନୁମାନିକ ମୂଲ୍ୟ ୭୫୨୩ କୋଟି ଟଙ୍କା ହେବ । ଭାରତ ସରକାର ଏଥିପାଇଁ ଅନୁମତି ଦେଇସାରିଛି । ଚେନ୍ନାଇର ଅଭଡି ହେଭି…