Latest Odisha News

BREAKING NEWS

ଚିନ୍ତା ବଢ଼ାଉଛି ବୁର୍ଲା କୋଭିଡ ହସ୍ପିଟାଲ; ୨୪ ଘଣ୍ଟାରେ ୫ ରୋଗୀ ମୃତ

ବୁର୍ଲା: ଗୋଟିଏ ପଟେ ରାଜ୍ୟ ତଥା ଦେଶର କରୋନା ରୋଗୀଙ୍କ ସଂଖ୍ୟା କାମୁଥିବା ବେଳେ ମୃତ୍ୟୁ ହାର ମଧ୍ୟ କମିବାରେ ଲାଗିଛି। ଏଭଳି ସ୍ଥିତିରେ ଲୋକେ ସାମନ୍ୟ ଆଶ୍ୱସ୍ତି ଅନୁଭୂତ କରୁଥିବା ବେଳେ କିନ୍ତୁ ଚିନ୍ତା ବଢାଇଛି ବୁର୍ଲା କୋଭିଡ୍‌ ହସ୍ପିଟାଲ୍‌ । ପୁଣି ଏହି ହସ୍ପିଟାଲରେ ୫ ଜଣ କରୋନା…

ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ

କଟକ: ମାହାଙ୍ଗାରେ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ଆଉ ଜଣେ ଅଭିଯୁକ୍ତ । ତାକୁ ବାନ୍ଧିଛି କଟକ ଗ୍ରାମାଞ୍ଚଳ ପୋଲିସ । ହତ୍ୟାକାଣ୍ଡ ଘଟଣାରେ ଗିରଫ ଅଭିଯୁକ୍ତ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ବିଜେପି ନେତାଙ୍କୁ ହତ୍ୟା ମାମଲାରେ ଗତକାଲି ୪ଜଣଙ୍କୁ ଗିରଫ କରିଥିଲା…

ବନ୍ଦ ହେଲା ରାଜ୍ୟର ୩୧ଟି ଘରୋଇ କୋଭିଡ ହସ୍ପିଟାଲ

ଭୁବନେଶ୍ୱର: କରୋନା ସଂକ୍ରମଣର ହ୍ରାସ ପାଇବା ପରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ୩୧ଟି ଘରୋଇ କୋଭିଡ୍ ହସ୍ପିଟାଲକୁ ବନ୍ଦ କରାଯାଇଛି । କିନ୍ତୁ ସମ୍ କୋଭିଡ ହସ୍ପିଟାଲ ଓ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲ ଏଥିରୁ ବାଦ ପଡିଛନ୍ତି । ଆସନ୍ତା ଫେବ୍ରୁଆରୀ ୧ ତାରିଖରୁ କୌଣସି କୋଭିଡ ପଜିଟିଭ୍…

କଟକରୁ ନକଲି ଚା’ ପତି ଫ୍ୟାକ୍ଟ୍ରି ଠାବ, ଜଣେ ଅଟକ

କଟକ: ଭେଜାଲ ଜିନିଷର ପେଣ୍ଠଶସ୍ଥଳ ପାଲଟିଛି କଟକ । ନକଲି ଘିଅ, ତେଲ, ସମଲା ଗୁଣ୍ଡ, ପନିର ପରେ ଅପମିଶ୍ରିତ ଚା’ ପତି । କଟକରେ ନକଲି ଚା’ ପତି ଫ୍ୟାକ୍ଟ୍ରି ଠାବ କରିଛି ପୋଲିସ୍‌ । ସଦର ଥାନା ଅନ୍ତର୍ଗତ ମୁକାମେଶ୍ୱର ଗାଁରେ ନକଲି ଚା’ ପତି ଫ୍ୟାକ୍ଟ୍ରି ଠାବ ହୋଇଛି । ଘଟଣାସ୍ଥଳରୁ ପୋଲିସ…

ଜାନୁଆରୀ ୮ରୁ ଖୋଲିବ ଯାଜପୁରରେ ସମସ୍ତ ଧର୍ମାନୁଷ୍ଠାନ

ଯାଜପୁର:ଜାନୁଆରୀ ୮ରୁ ଯାଜପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ସୂଚନା ମିଳିଛି । ଗତ ୨୯ ତାରିଖରୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିବାବେଳେ ଆସନ୍ତା ୮ ରୁ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ନିର୍ଦ୍ଦେଶ…

କେନ୍ଦୁଝରରେ ବାଇକ-ଟ୍ରକ ଧକ୍କା; ବଞ୍ଚିଗଲେ ବାପ-ଝିଅ, ଚାଲିଗଲା ମାଆ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟାଉନ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥସ୍ଥ ଗାନ୍ଧିଛକ ନିକଟରେ ଏକ ବାଇକ୍‌-ଟ୍ରକ୍‌ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ବଡ଼ପଡା ଗ୍ରାମର ଭାଗୀରଥି…

ଚାଲନ୍ତୁ ବୁଲିଯିବା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପଞ୍ଚଲିଙ୍ଗେଶ୍ୱର ପୀଠ

ଭୁବନେଶ୍ୱର: ପଞ୍ଚଲିଙ୍ଗେଶ୍ୱର ଶିବ ମନ୍ଦିର ଓଡ଼ିଶାର ବାଲେଶ୍ୱର ଜିଲାର ନୀଳଗିରି ପାଖରେ ଥିବା ପଞ୍ଚଲିଙ୍ଗେଶ୍ୱରରେ ଅବସ୍ଥିତ । ଏହି ଲିଙ୍ଗଗୁଡ଼ିକର ଦର୍ଶନ କରିବା ପାଇଁ ଜଣକୁ ପାହାଡ଼଼ି ଚଟାଣ ଭିତରେ ବହିଯାଇଥିବା ଝରଣା ପାଣି ଦେଇ ହାତରେ ଛୁଇଁ ଜାଣିବାକୁ ପଡ଼ିବ । ଏଠାରେ ପାହାଡ଼଼ୀ ଝରଣା…

ଗଳ୍ପ:ବୋଉ ଅସୁସ୍ଥ

ସ୍ମୃତି ରଞ୍ଜନ ତ୍ରିପାଠୀ ଧୁ ଧୁ ଖରାବେଳ, ରାସ୍ତା ଘାଟରେ କେହି କୁଆ କୋଇଲି ନାହାନ୍ତି। ରମାକାନ୍ତ ବାବୁ ବେଧଡକ ଚାଲି ଥାଆନ୍ତି ରାଜରାସ୍ତାରେ। ଆଉ କିଛି ବାଟ ପରେ ଗାଁ କୁ ପକ୍କା ସଡକ ଆସିବ। ବସରୁ ଓଲହେଇ ପୁଣି ଦୁଇ ମାଇଲ ଡାହାଣ କୁ ଗଲେ ଯାଇ ତାଙ୍କ ଗାଁ ଦିଶିବ। ଗ୍ରାମ୍ୟ ସଡକ ଯୋଜନାରେ…

ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେଲା ପକ୍ଷୀ ଗଣନା

କେନ୍ଦ୍ରାପଡା: ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଏହି ଗଣନା ଆଜି ସକାଳ ୫.୩୦ ରୁ ଆରମ୍ଭ ହୋଇ ଦିନ ୧୨ ପର୍ଯ୍ୟନ୍ତ  ଚାଲିବା ନେଇ ସୂଚନା ରହିଛି  । ଏନେଇ ୧୬ ଟିମ ନିୟୋଜିତ ଅଛନ୍ତି। ସୂଚନାନୁସାରେ, ପ୍ରତି ଟି ଟିମ୍‌ରେ ୫ ଜଣ ଲେଖାଏଁ  ସଦସ୍ୟ ରହିଛନ୍ତି।ସେହିପରି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ ତା୬-୧-୨୦୨୧ବୁଧବାର ଆଜି ଦିନର ମହତ୍ତ୍ୱ. ଆଜି ୨୦୨୧ ମସିହା ଜାନୁଆରୀ ତା ୬ ରିଖ ବୁଧବାର ଧନୁ ୨୩ ଦିନ ପୌଷ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ହସ୍ତା ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ ବାର-: କର୍କଟ ରାଶିର ଘାତ ଚନ୍ଦ୍ର-: ବୃଷ ରାଶି ପୁରୁଷ ଓ ଧନୁ ରାଶି ମହିଳାଙ୍କର…