Latest Odisha News

BREAKING NEWS

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ମିଛ ପ୍ରଜାପତି ତୁମ ପାଖକୁ ଲେଖାଯାଉଥିବା ଚିଠି ଶବ୍ଦ ହୋଇ ଉତ୍ତୁରି ପାରୁନି ଆଉ ଫର୍ଦ୍ଦକୁ । କେହି ଖୋଜୁ କି ନଖୋଜୁ ତୁମକୁ ଉଦ୍ଦେଶ୍ୟ କରି ଲେଖାଯାଉଥିବା ଅସଂଖ୍ୟ ଚିଠି ଲେଖି ହୋଇଚାଲିଛି ପ୍ରତିଟି ସ୍ପନ୍ଦନ ସହ ତାଳ ଦେଇ ରକ୍ତର କାଳିରେ , ପ୍ରତିଟି ମୁହୂର୍ତ୍ତରେ । ଯେତିକି ନିଗିଡ଼ି…

ରଥ ଅଳଙ୍କରଣ

ରଥଗୁଡ଼ିକର ବିସ୍ତୃତ ଚିତ୍ରଣ ଓ ଅଳଙ୍କରଣ ବ୍ୟବସ୍ଥା ଅନନ୍ୟ । ବହୁ ସଂଖ୍ୟକ ନିଦା କାଠ ନିର୍ମିତ ଏହି ଚଳତ୍‌କ୍ଷମ ଦୁର୍ଗ ସଦୃଶ୍ୟ ରଥକୁ ଅଧିକ ଆକର୍ଷଣୀୟ କରି ଗଢି ତୋଳିବା ପାଇଁ ଏହାର ବାହ୍ୟଭାଗକୁ ବିଶେଷ ଭାବେ ବର୍ଣ୍ଣ-ସନ୍ତୁଳିତ ରଙ୍ଗିନ କପଡ଼ାରେ ଆଚ୍ଛାଦିତ କରାଯିବା ସହ ଶିଖର ଡ଼ମ୍ବରୁଯୁକ୍ତ…

ଅନୁଭୂତିରେ ରଥଯାତ୍ରା : ସୁମିତା ବେହେରା

ଜୟ ଶ୍ରୀଜଗନ୍ନାଥ ଶରଣମ୍  ସମୟ ରାତି ଆଠଟା ପାଖାପାଖି ହେଇଥିବ। ବଳଗଣ୍ଡି ଛକରୁ କୁଣ୍ଢେଇବେଣ୍ଟ ସାହି ଫେରିବି ମୁଁ। ଅନ୍ଧାର ହେଇଗଲାଣି। ଡର ଡର ଲାଗୁଛି। ରାସ୍ତା ଭୁଲି ଅନ୍ୟ ଆଡ଼େ ଚାଲିଯିବାର ଭୟ ତ ଅଛି, ତା' ସହିତ ଘରେ ଏବେ ମୋ ଉପରେ ମାଡ଼ ପଡ଼ିବାର ସମ୍ଭାବନା ବି ରହିଛି। ରାସ୍ତା…

କବିତା : ମୋ ଚକାନୟନ

ବନ୍ଦନା ପଣ୍ଡା  ଧନ ମୋର! କାହିଁକି ଶୁଖେଇଛୁ ମୁହଁ ? ପହଣ୍ଡିରେ ଯେମିତି ଆସୁଥିଲୁ ସେମିତି ଆସିବୁ ଝୁଲି ଝୁଲି, ରାଗିଛୁକି ଆମେ କେହି ଯାଇନାହୁଁ ବୋଲି ? ବଡ଼ଦାଣ୍ଡେ ଗଲାବେଳେ ଶଗଡ଼ିରେ ଗଡ଼ି ଖୋଜିବୁନି ପାଗଳ ଭକତ ଗହଳି ଚହଳି। ହାତଟେକି କେହି ଡେଇଁବେନି, ଡାକିବେନି କେହି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୨-୭-୨୦୨୧ ସୋମବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁଲାଇ ତା ୧୨ ରିଖ ସୋମବାର ମିଥୁନ ୨୮ ଦିନ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର- ମିଥୁନ ରାଶିର ନିଷେଧ ଖାଦ୍ୟ- ବୋଇତି କଖାରୁ ଆଜି ଶ୍ରୀଗୁଣ୍ଡିଚା…

ଘୋଷଯାତ୍ରା ଅବସରରେ ବାଲୁକା ଆନିମେସନ

ପୁରୀ : ଜଗତର ନାଥ ଜଗନ୍ନାଥଙ୍କ ଘୋଷଯାତ୍ରା ଅବସରରେ ବାଲୁକା ଆନିମେସନ | ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀରେ ବାଲୁକା ଆନିମେସନ ପ୍ରସ୍ତୁତ କରିଛନ୍ତି | ସେ ତାଙ୍କ ବାଲୁକା ଆନିମେସନରେ ଦାରୁ ବ୍ରହ୍ମ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଚିତ୍ରଣ କରିଛନ୍ତି | ତା ସହିତ ବିଶ୍ୱ…

ଗଛ ଦେହରେ ତିନି ଠାକୁର

ମୟୁରଭଞ୍ଜ : ଆସନ୍ତା କାଲି ଜଗତର ନାଥ ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଘୋଷ ଯାତ୍ରା । ମହାମାରୀ କରୋନା ପାଇଁ କେବଳ ଶ୍ରୀକ୍ଷେତ୍ର ପୁରୀରେ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଅନ୍ୟ ସବୁଠି ରଥଯାତ୍ରା ବନ୍ଦ କରାଯାଉଛି । ଏମିତିକି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମଧ୍ୟ…

ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ

ରାୟଗଡା : ପୁଣି ଦୟନୀୟ ଚିତ୍ର । ଖଟିଆରେ ୩ କି.ମି ବୁହା ହୋଇ ଗଲେ ଗର୍ଭବତୀ । ରାୟଗଡା ଜିଲା କାଶୀପୁର ବ୍ଲକରେ ଏହିଁ ଘଟଣା ଦେଖିବାକୁ ମିଳିଛି। ବାରମ୍ବାର ଖବରକାଗଜ ଗଣମାଧ୍ୟମରେ ଖବର ପ୍ରକାଶ ହେବା ପରେ ମଧ୍ୟ ପ୍ରଶାସନ ନିରବ ରହୁଛି । କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ ଦଢାଫାସ…

ଏଣିକି ଟିକ୍ ଟକରେ ମନଇଚ୍ଛା ପୋଷ୍ଟ କରିପାରିବେନି କଣ୍ଟେଣ୍ଟ

ନୂଆଦିଲ୍ଲୀ : ଟିକ୍ ଟକ୍ ବ୍ୟବହାରକାରୀ ସାବଧାନ । କାରଣ ଏଣିକି ଟିକ୍ ଟକରେ ମନଇଚ୍ଛା ପୋଷ୍ଟ କରିପାରିବେ ନାହିଁ କଣ୍ଟେଣ୍ଟ । ଯଦି ଏଭଳି କରନ୍ତି ତେବେ ତାହା ଅଟୋମେଟିକ ଭାବେ ହଟିଯିବ । ହିଂସା, ନଗ୍ନତା, ଅଶାଳୀନ ଗ୍ରାଫିକ୍ସ, ଯୌନଗତ କାର୍ଯ୍ୟକଳାପ, ବେଆଇନ କାର୍ଯ୍ୟକଳାପ ଆଦିକୁ ପୋଷ୍ଟ…

ଗାଁରେ ‘ଏସିଆନ୍ ଓପନ୍ ବିଲ୍ ଷ୍ଟ୍ରକ୍’ ପକ୍ଷୀଙ୍କ ଗୁଞ୍ଜରଣ

ଝାରସୁଗଡ଼ା : ପକ୍ଷୀଙ୍କ କଳରବରେ ଗୁଞ୍ଜରି ଉଠୁଛି ପରିବେଶ । ମନୋରମ ପରିବେଶ ଭିତରେ ଦଳ ଦଳ ପକ୍ଷୀଙ୍କ ସମାଗମ ସୌନ୍ଦର୍ଯ୍ୟକୁ ଆହୁରି ଦୁଇ ଗୁଣ କରୁଛି । ଏବେ ସୁଦୂର ଇଲାକାରୁ ଉଡ଼ିଆସିଛନ୍ତି ଏସିଆନ୍ ଓପନ୍ ବିଲ୍ ଷ୍ଟ୍ରକ୍ । । ଶହ ଶହ ବଗ ପ୍ରଜାତିରଏହି ପକ୍ଷୀ ଝାରସୁଗଡ଼ାର ଝାଡ଼େଶ୍ୱର ମନ୍ଦିରରେ…