କଣ୍ଠଶିଳ୍ପୀ ଦେବ ଦାସଙ୍କ ଏକାଦଶାହ ଅନୁଷ୍ଠିତ
ଭୁବନେଶ୍ୱର : ଆଇ ମ୍ୟୁଜିକ ରୁମର ପ୍ରତିଷ୍ଠାତା ତଥା ଓଡ଼ିଶାର ମୁକେଶ ଭାବରେ ପରିଚିତ କଣ୍ଠଶିଳ୍ପୀ ଦେବ ଦାସଙ୍କ ଏକାଦଶାହ କାର୍ଯ୍ୟକ୍ରମ ସ୍ଥାନୀୟ ଗୌତମ ନଗରସ୍ଥିତ ତାଙ୍କ ବାସ ଭବନରେ ଅନୁଷ୍ଠିତ ହୋଇଯାଇଛି।
ସ୍ୱର୍ଗତଃ ଦାସ ରାଜ୍ୟର ଅନେକ ମଞ୍ଚରେ ହିନ୍ଦୀ ଚଳଚ୍ଚିତ୍ରର ପ୍ରଚ୍ଛଦ ଗାୟକ…