Latest Odisha News

BREAKING NEWS

ଆଜି ୨୩ ଜିଲ୍ଲାରୁ ୬୨୮ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ୬୦୦କୁ ଖସିଛି କରୋନାର ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୬୨୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୩୬୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୬୧ଟି । ନୂଆ ଆକ୍ରାନ୍ତଙ୍କ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି ୯୬ ଜଣ । ଆଜି ୨୩…

ଟ୍ରକ୍ ମାଲିକ ସଂଘ ପକ୍ଷରୁ ୧୨ ଘଣ୍ଟିଆ ସୁନ୍ଦରଗଡ଼ ସହର ବନ୍ଦ ପାଳନ

ସୁନ୍ଦରଗଡ଼: ବିଭିନ୍ନ ଦାବିରେ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ସହର ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ୧୨ ଘଣ୍ଟିଆ ବନ୍ଦ ପାଳନ ଆରମ୍ଭ ହୋଇଛି । ଫଳରେ ବନ୍ଦ ରହିଛି ଦୋକାନ ବଜାର । ସହରର ରାଣୀବଗିଚା, ଟୋଲ୍‌ଗେଟ୍, କଲେଜ ବାଇପାସ୍ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ ।…

ସ୍କୁଟି-ଟ୍ରାକ୍ଟର ଧକ୍କାରେ ଜଣେ ମୃତ, ଜଣେ ଆହତ

ରାୟଗଡ଼ା: ଖାଲଖମା ରାସ୍ତାରେ ଦୁର୍ଘଟଣା ନେଲା ଜଣଙ୍କର ଜୀବନ । ଆଉ ଜଣେ ଆହତ ହୋଇଛନ୍ତି । ୩୨୬ ନମ୍ବର ଜାତୀୟ ରାଜପଥର ରାୟଗଡ଼ା ସହରରେ ଥିବା ଫ୍ଲାଏଓଭର ବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି । ସ୍କୁଟି ସହ ଟ୍ରାକ୍ଟରର ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଡି.ମୁନା (୪୫) ଓ…

ଅଜଣା ଗାଡ଼ି ଧକ୍କାରେ ଦୁଇ ମହିଳା ମୃତ

ବ୍ରହ୍ମପୁର: ଅଜଣା ଗାଡ଼ି ଧକ୍କାରେ ଦୁଇ ମହିଳାଙ୍କ ମୃତ୍ୟୁ । ବ୍ରହ୍ମପୁର-ଦିଗପହଣ୍ଡି ରାସ୍ତା ଗୋକର୍ଣ୍ଣପୁର ବ୍ରିଜ୍ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ ତମାଳ ବିନ୍ଧାଣୀ ଓ ଚିନାରୀ ବାଙ୍ଗାରୀ ପାତ୍ର। ଏହି ଘଟଣା ପରେ ଉତ୍ୟକ୍ତ ଲୋକ କ୍ଷତିପୂରଣ ଦାବିରେ ଦିଗପହଣ୍ଡି-ବ୍ରହ୍ମପୁର…

ମାଡ଼ି ଆସୁଛି ମହାନଦୀର ବନ୍ୟା ପାଣି, ହୀରାକୁଦର ୨୮ଟି ଗେଟ୍ ଖୋଲା

କଟକ: ଉପରମୁଣ୍ଡରେ ବର୍ଷା ଓ ହୀରାକୁଦରୁ ପାଣି ଛାଡ଼ିବା ପରେ ମହାନଦୀରେ ଆସୁଛି ବଢ଼ି । ଏବେ ହୀରାକୁଦ ଜଳ ଭଣ୍ଡାରରେ ଯେତିକି ଜଳ ପ୍ରବେଶ କରୁଛି ସେତିକି ନିଷ୍କାସିତ ବି ହେଉଛି । ଏବେ ଡ୍ୟାମ୍ ଭିତରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୪ଲକ୍ଷ ୮୭ ହଜାର ୨୦୩ କ୍ୟୁସେକ୍ ବନ୍ୟା ପାଣି । ସମାନ…

ଫୁଲୁଛି ସୁବର୍ଣ୍ଣରେଖା: ରାଜଘାଟରେ ବିପଦ ସଙ୍କେତ ଟପିଲା

ବାଲେଶ୍ୱର: ଫୁଲୁଛି ସୁବର୍ଣ୍ଣରେଖା । ବାଲେଶ୍ୱର ଜିଲ୍ଲା ରାଜଘାଟରେ ବିପଦ ସଙ୍କେତ ଟପିଛି । ଏବେ ସୁବର୍ଣ୍ଣରେଖାରେ ୧୦.୪୧ ମିଟର ବନ୍ୟା ପାଣି ପ୍ରବାହିତ ହେଉଛି । ସେଠାରେ ବିପଦ ସଙ୍କେତ ରହିଛି ୧୦.୩୬ ମିଟର। ଗାଲୁଡିହ ବ୍ୟାରେଜ୍ ଦେଇ ୬ହଜାର ୧୦୦ କ୍ୟୁସେକ୍ ବନ୍ୟା ପାଣି ନିଷ୍ପାସିତ ହେଉଛି ।…

ସୁନ୍ଦରଗଡ଼ରେ ‘ସ୍ୱାଧୀନତାର ଅମୃତ ମହୋତ୍ସବ’

ସୁନ୍ଦରଗଡ଼ : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ , ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ 'ସ୍ଵାଧୀନତାର ଅମୃତ-ମହୋତ୍ସବ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ହୋଇଥିବା…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୩୯)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୯ ଗପୁଡା  ପ୍ରତୀକ ପହଞ୍ଚିବା କ୍ଷଣି  ପଚାରିଲା, 'କ'ଣ ହେଲା ହୋ ' ତା' ନିଜ ଜାଗାରେ, ନିଜ କଥିତ ଭାଷାରେ ପରମ ଉତ୍ସାହର ସହିତ । 'ମୋତେ ଏ ରାଜପ୍ରାସାଦ ବୁଲେଇ ଦେଖେଇବ, କହିବ କି ରାଜା ଓ ରାଣୀଙ୍କ ବାବଦରେ କିଛି' ,…

ପୋଖରୀ ମାଛ ପୋଖରୀ କି ଯା

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ..... ତେଲଲୁଣର ସଂସାରରେ ସଂଘର୍ଷରତ ସାଧାରଣ ମଣିଷଟିଏ ବି ନିଜର ବ୍ୟକ୍ତିଗତ ସଂକଳ୍ପ , ବିଚାର ଶକ୍ତି ଓ କାର୍ଯ୍ୟ କରିବାର ନିଆରା ଢଙ୍ଗଦ୍ୱାର ପରବର୍ତ୍ତୀ ପିଢ଼ି ପାଇଁ ଆଦର୍ଶ ବନି ଯାଇପାରେ। ଇତିହାସ ସେମାନଙ୍କ କଥା ଲିପିବଦ୍ଧ କରୁ କି ନକରୁ…

କବିତା : କେନ୍ଦରା

ଗଦାଧର ସାହୁ  କେନ୍ଦରାର ସ୍ଵରେ ବନ୍ଧା ସଂସାର କରୁଣ ସ୍ଵର ନାଥପୁଅ ଗାଇ ଗାଇ ବୁଲୁଥାଏ ନିତିଦିନ ପ୍ରତି ଦାଣ୍ଡଦ୍ଵାର  । ଜୀବନର ଶେଷକଥା ଆରମ୍ଭ କାହାଣୀ.... ଗାଇ ଗାଇ ସରେ ନାହିଁ ବେଳ ଯାଏ ଗଡି  । ଜନ୍ମ ମୃତ୍ୟୁ ମଧ୍ୟେ ଥାଏ ଯେତେକ ଯନ୍ତ୍ରଣା ମାତା ପୁତ୍ର, ପତି-ପତ୍ନୀ…