କରଣଙ୍କ ରକୀ ଓ ରାନୀ ହେବେ ରଣବୀର ଆଉ ଆଲିଆ
ନୂଆଦିଲ୍ଲୀ: ୫ ବର୍ଷ ପରେ ପୁଣି ଚଳଚ୍ଚିତ୍ର ନିର୍ଦ୍ଦେଶନା କରିବେ କରଣ ଜୋହର। କରଣ ତାଙ୍କ ଆଗାମୀ ଫିଲ୍ମ ‘ରକୀ ଔର୍ ରାନୀ କୀ ପ୍ରେମ କାହାନୀ’ର ନିର୍ଦ୍ଦେଶନା ଦେବେ। ତେବେ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହେବେ ରଣବୀର ସିଂ ଏବଂ ଆଲିଆ ଭଟ୍ଟ।
ଅଭିନେତା ରଣବୀର ସିଂଙ୍କ ୩୬ ତମ ଜନ୍ମଦିନରେ…