Latest Odisha News

BREAKING NEWS

ଆଜି ଭାରତୀୟ ଜାତୀୟ କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ

ନୂଆଦିଲ୍ଲୀ: ଭାରତୀୟ ଜାତୀୟ କଂଗ୍ରେସ (INC) ସୋମବାର ଏହାର ୧୩୬ ତମ ପ୍ରତିଷ୍ଠା ଦିବସ ପାଳନ କରିବ। ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ସଦସ୍ୟମାନେ 'ତିରଙ୍ଗା ଯାତ୍ରା' ଆୟୋଜନ କରିବାକୁ ତଥା ସୋସିଆଲ ମିଡିଆ ଅଭିଯାନରେ 'ସେଲଫି ସହିତ ତିରଙ୍ଗା' ପ୍ରଦର୍ଶନ କରିବାକୁ ଦଳ ରାଜ୍ୟ ୟୁନିଟକୁ…

ନୃତ୍ୟ ଇତିହାସକାର ସୁନୀଲ କୋଠାରୀଙ୍କ ଦେହାନ୍ତ; ଜାଣନ୍ତୁ ତାଙ୍କ ସମ୍ପର୍କରେ…

ଭୁବନେଶ୍ୱର: ନୃତ୍ୟ ଇତିହାସକାର ତଥା ସମାଲୋଚକ ସୁନୀଲ କୋଠାରୀଙ୍କ ଦିଲ୍ଲୀର ଏକ ଡାକ୍ତରଖାନାରେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲେ। ନିକଟରେ ସେ କୋଭିଡ -୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସୂଚନାଯୋଗ୍ୟ, ୧୯୩୩ ମସିହା ଡିସେମ୍ବର ୨୦ରେ…

ପିଏମସି ବ୍ୟାଙ୍କ ଦୁର୍ନୀତିରେ ସଞ୍ଜୟଙ୍କ ପତ୍ନୀ ବର୍ଷା ରାଉତଙ୍କୁ ସମନ

ମୁମ୍ବାଇ:ପିଏମସି ବ୍ୟାଙ୍କ ଦୁର୍ନୀତି ଘଟଣାରେ ରବିବାର ଶିବସେନା ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତଙ୍କୁ ଇଡି ସମନ କରିଛି । ଦୁର୍ନୀତିର ତଦନ୍ତ ବେଳେ ବର୍ଷାଙ୍କ ନାମ ଆସିଥିବାରୁ ତାଙ୍କୁ ଜେରା କରିବା ପାଇଁ ଡକାଯାଇଛି । ଡିସେମ୍ବର ୨୯ରେ ସେ ଇଡି ଅଫିସରେ ହାଜର ହୋଇ ନିଜ ମତ ରଖିବେ । ନିକଟରେ…

ମାଓ ଦମନରେ ଓଡ଼ିଶାକୁ ମିଳିଛି ବଡ଼ ସଫଳତା

ଭୁବନେଶ୍ୱର: ମାଓବାଦୀ ଦମନ କ୍ଷେତ୍ରେ ଓଡ଼ିଶା ପୋଲିସକୁ ବଡ଼ ସଫତଳା ମିଳିଛି । ଚଳିତବର୍ଷ ୨୧ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ନିହତ ହୋଇଛନ୍ତି ୧୭ ଜଣ ନକ୍ସଲ । ୩୨ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି । ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପୋଲିସ ନିଜ ସ୍ଥିତିକୁ ସୁଦୃଢ଼ କରୁଛି । ୬୨ତମ…

ନନ୍ଦନକାନନରେ ଆଜି ରେକର୍ଡ ସଂଖ୍ୟକ ପର୍ଯ୍ୟଟକ

ଭୁବନେଶ୍ବର: ଆଜି ନନ୍ଦନକାନନରେ ଏ ବର୍ଷର ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ହୋଇଥିଲେ । ଏବେ ବ଼ଡଦିନ ଛୁଟି ସହ ଶନିବାର ରବିବାର ଛୁଟି ଥିବାରୁ ପ୍ରାୟ ୧୧ ହଜାର ୧୪୨ ଜଣ ପର୍ଯ୍ୟଟକ ଆସିଥିବା ଉପନିର୍ଦେଶକ ବିମଳ ଆଚାର୍ଯ୍ୟ ସୂଚନା ଦେଇଛନ୍ତି । କରୋନା ଯୋଗୁଁ ପ୍ରାୟ ନଅ ମାସ ଧରି ବନ୍ଦ ରହିଥିଲା…

ଓଡ଼ିଶାରେ ୩ଲକ୍ଷ ୨୪ ହଜାର ଟପିଲା ଆରୋଗ୍ୟ ମାମଲା

ଭୁବନେଶ୍ୱର: ଓଡିଶାରୁ ଗୋଟିଏ ଦିନରେ ପ୍ରାୟ ୩୧୯ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ୩ ଲକ୍ଷ୍ୟ ୨୪ ହଜାର ଟପିଛି। https://twitter.com/HFWOdisha/status/1343186533403136000?s=19 ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ…

ମୁଖ୍ୟମନ୍ତ୍ରୀଙ୍କ କଥା ରଖିଲେନି ଆନ୍ଦୋଳନରତ ଚାଷୀ, ୧୩୩୮ ମୋବାଇଲ ଟାୱାର ସେବା ବନ୍ଦ

ଚଣ୍ଡୀଗଡ:ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂଙ୍କ କଥା ରଖିଲେନି ଆନ୍ଦୋଳନରତ କୃଷକ । ମୁଖ୍ୟମନ୍ତ୍ରୀ ମୋବାଇଲ ସେବା ବନ୍ଦ ନ କରିବା ପାଇଁ ଆନ୍ଦୋଳନକାରୀଙ୍କୁ କହିଥିଲେ । ମାତ୍ର ସେମାନେ ୧୩୩୮ ମୋବାଇଲ ଟାୱାରର ସେବା ବନ୍ଦ କରିଛନ୍ତି । ମୋବାଇଲ ସେବା ବନ୍ଦ ହେଲେ ସାଧାରଣ ଜନତା ଏବଂ…

ବଲାଙ୍ଗିରର ଏସପି ଭାବେ ଯୋଗ ଦେଲେ କୁଶଳକର ନିତିନ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ଏସପି ଭାବରେ ରବିବାର ଦିନ ଯୋଗ ଦେଇଛନ୍ତି କୁସାଲକର ନିତିନ ଡାଗଡୁ। ୨୦୧୫ ବ୍ୟାଚର ଏହି ଆଇପିଏସ୍ ଅଧିକାରୀ ପୂର୍ବରୁ ନବରଙ୍ଗପୁର ଜିଲ୍ଲାର ଏସପି ଭାବରେ କାର୍ଯ୍ୟଭାର ତୁଲାଇଥିଲେ। ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ ଏବଂ ଅପରାଧ ଉପରେ ସେ ଗୁରୁତ୍ୱ ଦେବେ…

ସ୍ୱାମୀ ନାଁରେ ସୈତାନ, ସ୍ତ୍ରୀକୁ ହାଣିଦେଲା

ରାଉରକେଲା: ଯାହାକୁ ସାତ ଜନ୍ମର ସାଥି କରି ବିବାହ କରିଥିଲେ ସିଏ ମାରିଦେଲା । ସ୍ୱାମୀ ସାଜିଲା ସୈତାନ । ସ୍ତ୍ରୀକୁ ଫାର୍ମାରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଫାର୍ସାଟୋଲା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକଙ୍କ ନାଁ…

ପେଶାଗତ ହୋଇ ତଦନ୍ତ କରିବାକୁ ଆଇପିଏସଙ୍କୁ ପରାମର୍ଶ ଦେଲେ ପୋଲିସ ଡିଜି ଅଭୟ

ଭୁବନେଶ୍ୱର: ସୋସିଆଲ୍ ମିଡିଆ ସ୍ପିଡ୍ କର ତାଳ ଦେଇ କାମ କରିବାକୁ ପଡ଼ିବ । ସୋସିଆଲ ମିଡିଆରେ ତଥ୍ୟ, ଅଭିଯୋଗ ଓ ଗୁଜବ ଯେତେ ଶୀଘ୍ର ପ୍ରସାରିତ ହେଉଛି ପୋଲିସକୁ ସେହି ଅନୁସାରେ ତାଳ ଦେଇ କାମ କରିବାକୁ ପଡ଼ିବ । ଆଜି ୬୨ତମ ପୋଲିସ ସମ୍ମିଳନୀରେ ଏହି ଆହ୍ୱାନ ଦେଇଛନ୍ତି ପୋଲିସ ଡିଜି ଅଭୟ ।…