Latest Odisha News

BREAKING NEWS

ରୋହିଙ୍ଗ୍ୟା ଜେହାଦୀ ସଂଗଠନ ଭାରତରେ ଆତ୍ମଘାତୀ ଆକ୍ରମଣ ପାଇଁ ଯୋଜନା କରୁଛି, ସତର୍କ କରାଇଲା ର’

ନୂଆଦିଲ୍ଲୀ: ରୋହିଙ୍ଗ୍ୟା ମୁସଲମାନଙ୍କ ଜୋହାଦୀ ସଂଗଠନ ଭାରତରେ ଆତ୍ମଘାତୀ ଆକ୍ରମଣ କରିବା ପାଇଁ ଯୋଜନା କରୁଛି ବୋଲି ଗୋଇନ୍ଦା ଏଜେନ୍ସି ର’ ସତର୍କ କରାଇଛି । ଏଥିରେ ମାଲେସିଆରେ ରହୁଥିବା ଜାକିର ନାଇକ ସାମିଲ ଅଛନ୍ତି । ସେ ପାଣ୍ଠିଂ ସଂଗ୍ରହ କରି ଆତ୍ମଘାତୀ ଆକ୍ରମଣ କରାଇବା ପାଇଁ…

ପୁଣି ଆସୁଛନ୍ତି ମିର୍ଜାପୁରର ବବ୍‌ଲୁୁ ପଣ୍ଡିତ

ମୁମ୍ବାଇ: ଅଭିନେତା ବିକ୍ରାନ୍ତ ମାସେ । ୱେବ୍ ସିରିଜ୍ ମିର୍ଜାପୁର ପୂର୍ବରୁ ଏହି ଅଭିନେତା ବୋଧ ହୁଏ ଏକ ଅଜଣା ଚେହେରା ଥିଲେ । ହେଲେ ବବ୍‌ଲୁ ପଣ୍ଡିତ ଭଳି ଚରିତ୍ର ପାଇଁ ସେ ରାତାରାତି ଚର୍ଚ୍ଚାକୁ ଆସିପାରିଥିଲେ । ସେବେଠୁ ତାଙ୍କ ହାତକୁ ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଅଫର୍ । ଆଗାମୀ…

୧୫ ଦିନ ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଗଚ୍ଛିତ ରଖିବାକୁ ୩ ସେନାଙ୍କୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୀମାରେ ଚୀନ ସହ ଉତେଜନା ପୂର୍ଣ୍ଣ ପରିସ୍ଥିତି ସମୟରେ ଭାରତ ସରକାର ରବିବାର କଡା ପଦକ୍ଷେପ ଗ୍ରହଣ କରିଛି । ୩ ସେନାଙ୍କୁ ୧୫ ଦିନ ପାଇଁ ଯୁଦ୍ଧ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲଦାଖର ପୂର୍ବାଂଚଳରେ ଚୀନ ଉତେଜନା ସୃଷ୍ଟି…

ଆରପାରିରେ ବଲିଉଡ ଅଭିନେତ୍ରୀ ଆର୍ଯ୍ୟା ବାନାର୍ଜି

କୋଲକାତା: ଆଉ ନାହାନ୍ତି ଅଭିନେତ୍ରୀ ଦେବଦତ୍ତା ଓରଫ ଆର୍ଯ୍ୟା ବାନାର୍ଜି । ୩୫ ବର୍ଷ ବୟସରେ ସେ ଶୁକ୍ରବାର କୋଲକାତାର ନିଜ ବାସଭବନରେ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିଲେ । ପୋଷ୍ଟମୋର୍ଟମରେ ଜଣାପଡିଛି ଲିଭର୍ ସମସ୍ୟା ଦେଇ ଗତି କରୁଥିବା ଆର୍ଯ୍ୟାଙ୍କ ପେଟରେ ମଦ ମିଳିଥିଲା । ସ୍ୱର୍ଗତ ସୀତାର…

କେବେ ରିଲିଜ ହେବ ଓମ୍ ପୁରୀଙ୍କ ଶେଷ ଫିଲ୍ମ ?

ମୁମ୍ବାଇ: ବରିଷ୍ଠ ତଥା ସ୍ୱର୍ଗତ ଅଭିନେତା ଓମ୍ ପୁରୀ । ପ୍ରାୟ ୪ ବର୍ଷ ପୂର୍ବେ ଏହି ମହାନ କଳାକାରଙ୍କର ଦେହାନ୍ତ ହୋଇଥିଲା । ହେଲେ ଏବେ ବି ତାଙ୍କ ଶେଷ ଫିଲ୍ମ ରିଲିଜ୍ ଅପେକ୍ଷାରେ । ଏପରିକି ଏହି ଫିଲ୍ମର ଟାଇଟଲକୁ ନେଇ ମଧ୍ୟ ଅନେକ କଥା ସାମ୍ନାକୁ ଆସିଥିଲା । ହେଲେ ଶେଷରେ ଓମ୍ ପୁରୀଙ୍କ…

ଚଳିତ ବର୍ଷ ହେବନି ବିଶ୍ବପ୍ରସିଦ୍ଧ ଧନୁ ଯାତ୍ରା

ବରଗଡ: ଚଳିତ ବର୍ଷ ବିଶ୍ବପ୍ରସିଦ୍ଧ ଧନୁ ଯାତ୍ରା ଆୟୋଜିତ ହେବ ନାହିଁ। କୋଭିଡ୧୯ ମହାମାରୀକୁ ଦୃଷ୍ଟିରେ ରଖି ବରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ ରାଜ୍ୟ ତଥା ବାହାରେ ହଜାର ହଜାର ଲୋକଙ୍କୁ ଆକର୍ଷିତ କରୁଥିବା ଏହି ଯାତ୍ରା ଆସନ୍ତା ଡିସେମ୍ବର ୩୧ରୁ…

ଟିଆରପି ସ୍କାମ୍: ରିପବ୍ଲିକ୍ ମିଡିଆ ନେଟୱାର୍କର ସିଇଓ ଗିରଫ

ମୁମ୍ବାଇ: ଟିଆରପି ସ୍କାମ୍ ମାମଲାରେ ରିପବ୍ଲିକ୍ ମିଡିଆ ନେଟୱାର୍କର ସିଇଓ ବିକାଶ ଖାନଚାନ୍ଦାନୀଙ୍କୁ ରବିବାର ଦିନ ମୁମ୍ବାଇ ପୋଲିସ ଗିରଫ କରିଛି। ସୂଚନା ଅନୁଯାୟୀ ଏହି ମିଡିଆ ନେଟୱର୍କ ବିରୋଧରେ ଟିଆରପି ସ୍କାମ ମାମଲା ରୁଜୁ ହେବା ପରେ ଅନେକ ପୋଲିସ ରାଡାରକୁ ଆସୁଥିବା ନଜରକୁ ଆସୁଛି।…

ଓଡ଼ିଶାରୁ ନୂଆ ୩୯୩ କରୋନା ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ…

ଭୁବନେଶ୍ୱର: ଓଡ଼ିଶାରେ ସର୍ବାଧିକ ୩୯୩ଟି ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ କରାଯାଇଛି। ଯାହା ଫଳରେ ମୋଟ୍ ସଂଖ୍ୟା ରବିବାର ଦିନ ୩ ଲକ୍ଷ ୨୩ ହଜାର ୭୫୭ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, କ୍ବାରେଣ୍ଟାଇନରୁ ୨୨୮ ଓ ୧୬୫ଟି ଲୋକାଲ୍ କେସ୍ ଚିହ୍ନଟ ହୋଇଛି।…

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଅଭିଭାବକଙ୍କ ଧାରଣା: ଘରୋଇ ସ୍କୁଲ ଫି ବିବାଦରେ ହସ୍ତକ୍ଷେପ ଦାବି

ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ଆଗରେ ଅଭିଭାବକଙ୍କ ଧାରଣା । ଘରୋଇ ସ୍କୁଲରେ ନିଜ ପିଲାଙ୍କୁ ପାଠ ପଢ଼ାଉଥିବା ଅଭିଭାବକମାନେ ଏହି ଧାରଣା ଦେଇଛନ୍ତି । ଘଣ୍ଟ ହୁଳାହୁଳି ପକାଇ ଗଙ୍ଗୋତ୍ରୀନଗର ସ୍ଥିତ ବାସଭବନ ଘେରିଲେ । ସେମାନେ ଅଭିଯୋଗ କରିଛନ୍ତି,…

ସଂସଦ ଆକ୍ରମଣ ଘଟଣାକୁ ୧୯ ବର୍ଷ, ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ସଂସଦ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଆଜି ୧୯ ବର୍ଷ ପୁରିଛି । ୨୦୦୧ ମସିହା ଆଜିର ଦିନରେ ଗଣତନ୍ତ୍ର ମନ୍ଦିର ଉପରେ ହୋଇଥିଲା ହମଲା । ଲସ୍କର-ଏ-ତୋଇବା ଓ ଜୈସ-ଏ-ମହମ୍ମଦ ସଂଗଠନର ୫ ଆତ୍ମଘାତୀ ଆତଙ୍କବାଦୀ ସଂସଦ ଭବନରେ ପ୍ରବେଶ କରିଥିଲେ । ସେତେବେଳେ ଲୋକସଭା ଅଧିବେଶନ…