Latest Odisha News

BREAKING NEWS

କବିତା : ନିଜେ ନିଜେ

ସତ୍ୟନାରାୟଣ ଗନ୍ତାୟତ  ଛଳନା କରୁଚି କେତେ ନିଜ ସହ ମୁହିଁ ମିଛରେ ମହା ସୁଖୀଟେ ବୋଲାଇ ।। ଏ ଆଖି ଲୁହକୁ ସେ ଆଖିକୁ ନେଇ ନିଲଠା ହସରେ ଓଠ ମୋ ସଜାଇ ।। ନିଜେ ଇ ନିଜକୁ ରଖିଚି ଜୀଆଁଇ ଯାତନାର ସହଭାଗୀ ହେବା ପାଇଁ ।। ଏ ସଂସାର ସାର,ଲାଗେ ବି ଅସାର ସଭିଏଁ ନିଜର, ସଭିଏଁ ବି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୧-୬-୨୦୨୧ ସୋମବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁନ ତା ୨୧ ରିଖ ସୋମବାର ମିଥୁନ ୭ ଦିନ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର ଘାତ ବାର-: ମିଥୁନ ରାଶିର ଆଜିର ନିଷେଧ ଖାଦ୍ୟ-: ଶିମ୍ବ ଆଜି -ନିର୍ଜଳା ଏକାଦଶୀ,…

ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

ପୁରୀ : ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ନେଇ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଆସନ୍ତା ଦେବସ୍ନାନ ପୂର୍ଣ୍ଣିମାରେ କଣ ସବୁ ନୀତି ରହିବା ଓ ରଥଯାତ୍ରା ପାଇଁ କଣ ସବୁ ନୀତି ରହିବ ଏ ନେଇ ସମସ୍ତ ନୀତିନିର୍ଘଣ୍ଟ ସ୍ଥିର କରାଯାଇଛି । ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ…

ଓଡ଼ିଶା-ମୋ ପରିବାର ସଂଯୋଜକଙ୍କୁ ଅକ୍ଷୟଙ୍କ କୃତଜ୍ଞତା ପତ୍ର

ଭୁବନେଶ୍ୱର: ଓଡ଼ିଶା ମୋ ପରିବାର ସଂଯୋଜକଙ୍କୁ କୃତଜ୍ଞତା ପତ୍ର ଦେଲେ ବଲିଉଡ୍ ଷ୍ଟାର ଅକ୍ଷୟ କୁମାର ଓଡ଼ିଶା ମୋ ପରିବାର ସଂଯୋଜକ ସୁବାସ ମହାରଣାଙ୍କୁ ଧନ୍ୟବାଦ ଜଣାଇଛନ୍ତି ବଲିଉଡ୍ ଅଭିନେତା ଅକ୍ଷୟ କୁମାର । ଓଡ଼ିଶା ମୋ ପରିବାର ସଂଯୋଜକ ସୁବାସଙ୍କ ସହାୟତା ପାଇଁ ଅକ୍ଷୟ ଏହି କୃତଜ୍ଞତା…

ରବିବାର ଟିକାନେଲେ ୧୫ ହଜାର ଲୋକ

ଭୁବନେଶ୍ଵର: ରବିବାର ରାଜ୍ୟରେ ୮୫ଟି ସେସନ ସାଇଟରେ ୧୫,୩୨୦ଜଣ ଟିକା ନେଇଛନ୍ତି। ୧୮ରୁ ୪୪ ବର୍ଷ ବର୍ଗରେ ପ୍ରଥମ ଡୋଜ୍ ୧୧,୦୪୫ ଜଣ ଟିକା ନେଇଥିବା ବେଳେ ଏହି ବର୍ଗରେ ଜଣେ ବି ହେଲେ ଦ୍ଵିତୀୟ ଡୋଜ୍ ନେଇନାହାନ୍ତି।  ୪୫ବର୍ଷରୁ ଉର୍ଦ୍ଧ୍ଵ  ବର୍ଗରେ ପ୍ରଥମ ଡୋଜ୍ ୨,୭୭୩ ଜଣ ଓ ଦ୍ଵିତୀୟ ଡୋଜ୍…

ଲୁଟେରା ଗ୍ୟାଙ୍ଗ ଗିରଫ

ପୁରୀ : ପୁରୀ ପୋଲିସକୁ ସଫଳତା । ମୋବାଇଲ ଲୁଟ କରୁଥିବା ଏକ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ଟାଉନଥାନା ଓ ସମୁଦ୍ରକୂଳ ଥାନା ପୋଲିସର ମିଳିତ ଟିମ ୪ଟି ମୋବାଇଲ ଓ ଦୁଇଟି ବାଇକ ଜବତ କରିଛି  । ଗିରଫ ଅଭିଯୁକ୍ତ ହେଲେ ଦୋଳମଣ୍ଡପ ସାହିର ଆଶୀର୍ବାଦ ଦାଶ, ବଡୁମହାପାତ୍ର ଯାଗାର…

ଭୁବନେଶ୍ଵରିଆଙ୍କୁ ଯୋଗ ପସନ୍ଦ ନୁହେଁ !

ଭୁବନେଶ୍ୱର: ଆସନ୍ତାକାଲି ଅନ୍ତର୍ଜାତୀୟ ଯୋଗ ଦିବସ। ତା ପୂର୍ବରୁ ଯୋଗ ଅଭ୍ୟାସକୁ ନେଇ ଆସିଥିବା ଏକ ରିପୋର୍ଟରୁ ଭୁବନେଶ୍ଵରବାସୀଙ୍କୁ ଯୋଗ ବେଶୀ ପସନ୍ଦ ନୁହେଁ ବୋଲି ଜଣାପଡ଼ିଛି। କରୋନା ସଂକ୍ରମଣ ଆରମ୍ଭ ହେବା ପୂର୍ବରୁ ଯୋଗକୁ ନେଇ ବହୁତ ଚର୍ଚ୍ଚା ବହୁତ ପ୍ରଚାର ପ୍ରସାର ହୋଇଥିଲା। ଏବେ…

ଆନ୍ଧ୍ରର ରେକର୍ଡ; ଗୋଟିଏ ଦିନରେ ୧୨ ଲକ୍ଷ ଟିକାକରଣ

ହାଇଦ୍ରାବାଦ- ଗୋଟିଏ ଦିନରେ ସର୍ବାଧିକ ଟିକାକରଣରେ ରେକର୍ଟ କରିଛି ଆନ୍ଧ୍ରପ୍ରଦେଶ। ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ୧୨.୫୬ଲକ୍ଷ ଟିକା ନେଇଛନ୍ତି। ଏହା ସହିତ କୋଟିଏ ଟିକାକରଣର ଟାର୍ଗେଟ ମଧ୍ୟ ହାସଲ କରି ନେଇଛି ଆନ୍ଧ୍ରପ୍ରଦେଶ। ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶ ଗୋଟିଏ ଦିନରେ ସର୍ବାଧିକ ୬ଲକ୍ଷ…

ମିନ୍ନେସୋଟାରେ ଗୁଣ୍ଡିଚା ମନ୍ଦିର

ଭୁବନେଶ୍ୱର: ଆମେରିକା ମିନ୍ନେସୋଟାରେ ଗୁଣ୍ଡିଚା ମନ୍ଦିର । ମିନ୍ନେସୋଟା ମାପଲଗ୍ରୋଭରେ ଗୁଣ୍ଡିଚା ମନ୍ଦିର ଶୁଭ ଉଦଘାଟନ ହୋଇଛି । କୋଭିଡ ମହାମାରୀ ସମୟରେ ଏହି ମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାର ସିନେଟ୍ ସଦସ୍ୟ ଆମି କ୍ଲୋବୁଚର୍ ଓ ମେୟର ମାର୍କ ରିବନ କାଟି…

ଆସନ୍ତୁ ଜାଣିବା ବାହୁବଳୀ ଫେମ୍ ପ୍ରଭାସ ବଲିଉଡରେ କାହାକୁ ଫଲୋ କରନ୍ତି !

ମୁମ୍ବାଇ: ଦକ୍ଷିଣ ଭାରତର ସୁପର ଷ୍ଟାର ତଥା ବାହୁବଳୀ ଫେମ୍ ପ୍ରଭାବଙ୍କ ଇନଷ୍ଟାଗ୍ରାମରେ ୬୦ ଲକ୍ଷରୁ ଅଧିକ ଫଲୋର୍ସ ଅଛନ୍ତି । ତେବେ ପ୍ରଭାସ ବହୁତ ଅଳ୍ପ ଲୋକଙ୍କୁ ଫଲୋ କରନ୍ତି । ଏପରିକି ବଲିଉଡର ସୁପରଷ୍ଟାର ଶାହାରୁଖ ଖାଁ ଏବଂ ସଲମାନ ଖାଁଙ୍କୁ ମଧ୍ୟ ସେ ଫଲୋ କରନ୍ତି ନାହିଁ । ପ୍ରଭାସ…