Latest Odisha News

BREAKING NEWS

କରୋନା ମୃତକଙ୍କ ପରିବାରକୁ ଦେଇ ହେବନି ୪ଲକ୍ଷ ଟଙ୍କା କ୍ଷତିପୂରଣ, ସୁପ୍ରିମକୋର୍ଟଙ୍କୁ ଜଣାଇଲା କେନ୍ଦ୍ର

ନୂଆଦିଲ୍ଲୀ: କରୋନାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେଇ ହେବ ନାହିଁ । ସୁପ୍ରିମକୋର୍ଟଙ୍କୁ ଏକଥା କହିଛନ୍ତି କେନ୍ଦ୍ର ସରକାର । କୋଭିଡ୍ କ୍ଷତିପୂରଣ ସମ୍ପର୍କିତ ପିଟିସନର ଶୁଣାଣି ବେଳେ ସତ୍ୟପାଠ ଜରିଆରେ କେନ୍ଦ୍ର ସରକାର ଉତ୍ତର ରଖିଛନ୍ତି…

ଏବର୍ଷ +୨ ପାସ ହାର ୯୦% ଉପରେ ରହିବ, CHSE ପରୀକ୍ଷା ନିୟନ୍ତ୍ରକଙ୍କ ଆକଳନ

ଭୁବନେଶ୍ୱର: କରୋନା ଯୋଗୁ ଏବର୍ଷ ରାଜ୍ୟରେ ବାତିଲ ହୋଇଥିଲା ଯୁକ୍ତ ଦୁଇ ପରୀକ୍ଷା । ବିକଳ୍ପ ମୂଲ୍ୟାୟନ ନେଇ ଘୋଷଣା କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚଏସଇ । ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଯୁକ୍ତ ଦୁଇ ପାସ ହାର ୯୦ ପ୍ରତିଶତରୁ ଅଧିକ ରହିବ । ଏଭଳି ଆକଳନ କରିଛନ୍ତି ସିଏଚଏସଇ…

କବିତା : ବାପା ତୁମେ

 ଅନୀତା ଦାସ      ଆସିଛନ୍ତି ଯେତେ ମନୁଷ୍ୟ ଜୀବନେ, ବାପା ତୁମେ ଅମୁଲ୍ୟ ମନୁଷ୍ୟ ମୋ ପାଇଁ ସବୁ ବେଳେ। ଜୀବନେ ଜାଳିଛି ଯେତେ ଦୀପାଳି, ତୁମ ମଙ୍ଗଳ କାମନା ନିମନ୍ତେ ଦିଏ ଜାଳି। ତୁମେ ହିଁ ମୋ ପାଇଁ ପ୍ରଦୀପ ଶିଖା, ତୁମେ ହିଁ ମୋ ଜୀବନର ଏକ ମାତ୍ର ରେଖା। ଯାହା ବି…

୮୧ ଦିନ ପରେ ଦେଶରେ ୬୦ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସୁଛି । ଦୈନିକ ମୃତ୍ୟୁସଂଖ୍ୟା ବି ଧିରେ ଧିରେ କମୁଛି । ଏବେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାରରୁ ତଳକୁ ଖସିଛି । ମୃତ୍ୟୁସଂଖ୍ୟା ଦୁଇ ହଜାରରୁ କମ୍ । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୫୮ହଜାର ୪୧୯ ନୂଆ ଆକ୍ରାନ୍ତ । ୮୧…

କଟକରେ ଜଘନ୍ୟ ହତ୍ୟାକାଣ୍ଡ: ଯୁବକଙ୍କୁ ଗଳା କାଟି ହତ୍ୟା, ମହିଳା ଗୁରୁତର

କଟକ:  ଜଘନ୍ୟ ହତ୍ୟାକାଣ୍ଡ । ଫୁଟପାଥରେ ଶୋଇଥିବା ବେଳେ ଯୁବକଙ୍କୁ ଗଳା କାଟି ନିର୍ମମ ହତ୍ୟା । ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛି । କଟକ ମାଲଗୋଦାମ ଥାନା ଅନ୍ତର୍ଗତ କଲେଜ ଛକ ସିଡିଏ ମାର୍କେଟରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଗୁରୁତର ମହିଳାଙ୍କୁ ଚିକିତ୍ସା ପାଇଁ କଟକ ବଡ଼…

କରୋନା ଆଜି ଓଡ଼ିଶାରୁ ନେଲା ୪୦ ଜୀବନ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ୨୪ ଘଣ୍ଟାରେ ଯାଇଛି ଆଉ ୪୦ ଜୀବନ । ୧୪ ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । କଟକ ଓ ବରଗଡ଼ରୁ ସର୍ବାଧିକ ୫ ଜଣ ଲେଖାଏ ସଂକ୍ରମିତଙ୍କ ଜୀବନ ନେଇଛି ପ୍ରାଣଘାତୀ କରୋନା । କୋରାପୁଟ, ମୟୂରଭଞ୍ଜ ଓ…

ଆଜି ରାଜ୍ୟରୁ ୩୫୭୭ କରୋନା ଆକ୍ରାନ୍ତ ଚିହ୍ନଟ, ଗତକାଲି ଅପେକ୍ଷା ସାମାନ୍ୟ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି କରୋନା ସଂକ୍ରମଣ । ଯଦିଓ ଗତକାଲି ଅପେକ୍ଷା ଆଜି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩ହଜାର ୫୭୭ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୩ହଜାର ୪୨୭ । ଆଜି ରାଜ୍ୟରେ ୬୬ହଜାର ୩୮୨…

ଜଷ୍ଟିସ ଇନ୍ଦିରା ବାନାର୍ଜୀ ବଙ୍ଗଳା ରାଜନୈତିକ ହିଂସା ମାମଲାରୁ ନିଜକୁ ଦୂରେଇଲେ

କୁହାଯାଏ ଯେ ସରକାର ସେମାନଙ୍କ ଦାୟିତ୍ୱରୁ ଦୂରେଇ ଯାଆନ୍ତି, ତାପରେ କୋର୍ଟ ଏହାର ନେତୃତ୍ୱ ନିଅନ୍ତି, କିନ୍ତୁ ଯେତେବେଳେ ବିଚାରପତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ନିଜକୁ ଦୂରେଇ ରଖନ୍ତି ସେତେବେଳେ ସମସ୍ୟା ଉପୁଜେ । ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ପରେ ହିଂସା ମାମଲାର ଶୁଣାଣି କରିବାକୁ…

ସ୍ନାନଯାତ୍ରା ପାଇଁ ଆଜି ସେବାୟତଙ୍କର ହେବ କୋଭିଡ୍ ଟେଷ୍ଟ

ପୁରୀ: ଆସନ୍ତା ୨୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା । ପୁରୀରେ ମହାପ୍ରଭୁଙ୍କର ସ୍ନାନଯାତ୍ରା ଅନୁଷ୍ଠିତ ହେବ । ଏଥିରେ ନିୟୋଜିତ ହେବାକୁ ଥିବା ସେବାୟତଙ୍କର ଆଜି କୋଭିଡ୍ ଟେଷ୍ଟ କରାଯିବ । ଏହାସହ ସ୍ନାନଯାତ୍ରାରେ ସାମିଲ ହେବାକୁ ଥିବା ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କର ବି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୦-୬-୨୦୨୧ ରବିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁନ ତା ୨୦ ରିଖ ରବିବାର ମିଥୁନ ୬ ଦିନ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ଚିତ୍ରା ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ ବାର-: ମେଷ ରାଶିର ଘାତ ଚନ୍ଦ୍ର-: ବୃଷ ରାଶି ପୁରୁଷ ଓ ଧନୁ ରାଶି ମହିଳାଙ୍କର…