Latest Odisha News

BREAKING NEWS

ବାପା ମାଆଙ୍କୁ ହରାଇଥିବା ଶିଶୁଙ୍କ ପାଇଁ ନୂଆ ଯୋଜନା ‘ଆଶୀର୍ବାଦ’, ୩ଟି ବର୍ଗରେ ସହାୟତା

ଭୁବନେଶ୍ୱର: ବାପା ମାଆ କିମ୍ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇଥିବା ପିଲାଙ୍କ ପାଇଁ ସରକାର ଆରମ୍ଭ କରିଛନ୍ତି ନୂଆ ଯୋଜନା ଆଶୀର୍ବାଦ । ଏଥିରେ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯିବ । ଏହି ଯୋଜନାରେ ଯୋଗ୍ୟ ଶିଶୁମାନଙ୍କୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି । ଏଗୁଡ଼ିକ ହେଲା…

ବିଦେଶୀ ଦର୍ଶକଙ୍କୁ ପ୍ରଭାବିତ କରିବାରେ ବିଫଳ ହେଲା ଫିଲ୍ମ ‘ରାଧେ’

ନୂଆଦିଲ୍ଲୀ: ଟ୍ରେଡ୍‌ ୱେବ୍‌ସାଇଟ୍‌ ବକ୍ସ ଅଫିସ୍‌ ଇଣ୍ଡିଆ ଅନୁଯାୟୀ ସଲମାନ ଖାନଙ୍କ ଆକ୍ସନ୍ ଡ୍ରାମା ଫିଲ୍ମ 'ରାଧେ' ବିଦେଶୀ ଦର୍ଶକଙ୍କୁ ପ୍ରଭାବିତ କରିବାରେ ବିଫଳ ହୋଇଛି। ଏହି ଚଳଚ୍ଚିତ୍ରଟି ଗଲ୍ଫ ଅଞ୍ଚଳରେ ୧,୬୫୦,୦୦୦ ଡଲାର, ଅଷ୍ଟ୍ରେଲିଆରେ ୩୯୦,୦୦୦ ଡଲାର, ଆମେରିକାରେ ୩୦୦,୦୦୦ ଡଲାର,…

Father’s Day 2021: ଜାଣନ୍ତୁ, କେବେଠୁ ପାଳିତ ହେଉଛି ପିତୃ ଦିବସ

ଭୁବନେଶ୍ୱର: ଜୁନ ମାସର ତୃତୀୟ ରବିବାରରେ ପ୍ରତିବର୍ଷ ଭାରତ ସମେତ ବିଶ୍ୱର ବହୁ ଦେଶରେ‘ଫାଦର୍ସ ଡ଼େ’ ବା ‘ବିଶ୍ୱ ପିତୃତ୍ୱ ଦିବସ’ ଭାବେ ପାଳନ କରାଯାଏ। ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ 'ପିତୃତ୍ବ ଦିବସ'ର ଶୁଭେଚ୍ଛା ପ୍ରଦାନ କରିଛନ୍ତି।…

ଟିକାକରଣ ପ୍ରମାଣପତ୍ର ନେଇ ସାଲନ୍‌ ଆସିଲେ ମିଳିବ ୫୦% ରିହାତି

ଚେନ୍ନାଇ: କରୋନା ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ଟିକାକରଣ କରିବାକୁ ଲୋକଙ୍କୁ ବିଭିନ୍ନ ଉପାୟରେ ଉତ୍ସାହିତ କରାଯାଉଛି। ତାମିଲନାଡୁର ମଦୁରାଇର ଏକ ସେଲୁନ୍ କୋଭିଡ୍-୧୯ ଟିକାକରଣ କାର୍ଯ୍ୟକ୍ରମ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ଅଭିନବ ପ୍ରଣାଳୀ ଆରମ୍ଭ କରିଛି।…

ଟାଟା ମ୍ୟାଜିକ୍ ଉପରେ ମାଡ଼ି ଗଲା ଟ୍ରକ୍, ୨ ଜଣଙ୍କର ମୃତ୍ୟୁ

ରାୟଗଡ଼ା: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟାଟା ମ୍ୟାଜିକ ଉପରେ ମାଡ଼ି ଗଲା ମାଲ୍ ବୋଝେଇ ଟ୍ରକ୍ । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ରାୟଗଡ଼ା ଜିଲ୍ଲା ବିଷମକଟକ ଅନ୍ତର୍ଗତ ଚାଞ୍ଚରାଗୁଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଏତେ ଭୀଷଣ ହୋଇଛି ଯେ, ଟାଟା ମ୍ୟାଜିକ୍…

ପଞ୍ଜାବରେ ପ୍ରଥମ ଗ୍ରୀନ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ

ଜଳନ୍ଧର: ପଞ୍ଜାବରେ ପ୍ରଥମ 'ଗ୍ରୀନ୍‌' ଫଙ୍ଗସ୍‌ ରୋଗୀ ଚିହ୍ନଟ। ପଞ୍ଜାବରେ ଏପିଡେମୋଲୋଜିଷ୍ଟ ଡକ୍ଟର ପରମବୀର ସିଂ କହିଛନ୍ତି ଯେ ରବିବାର ଦିନ ପଞ୍ଜାବର ଜଲନ୍ଧରରେ 'ଗ୍ରୀନ୍‌' ଫଙ୍ଗସର ପ୍ରଥମ ମାମଲା ରିପୋର୍ଟ ହୋଇଛି। ସିଂ କହିଛନ୍ତି ଯେ କରୋନାରୁ ସୁସ୍ଥ ହୋଇଥିବା ରୋଗୀ ଗ୍ରୀନ୍‌…

ପଞ୍ଚଭୂତରେ ବିଲୀନ ହେଲେ ତପୁ ମଶ୍ର, ସ୍ୱାମୀ ଦେଲେ ମୁଖାଗ୍ନି

ଭୁବନେଶ୍ୱର: ଫେରାର ରାଇଜକୁ ଚାଲି ଯାଇଛନ୍ତି ଓଲିଉଡ କଣ୍ଠଶିଳ୍ପୀ ତପୁ ମିଶ୍ର । ଆଜି ପଞ୍ଚଭୂତରେ ବିଲୀନ ହୋଇଛି ପାର୍ଥିବ ଶରୀର । ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ତାଙ୍କ ହିନ୍ଦୁ ରୀତିନୀତି ଅନୁସାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସ୍ୱାମୀ ଦୀପକ ପୂଜାରୀ ମୁଖାଗ୍ନୀ ଦେଇଥିଲେ । ଅଭିନେତ୍ରୀ…

ଜୁନ୍‌ ୨୩ରୁ ଭାରତ ଏବଂ ଦୁବାଇ ମଧ୍ୟରେ ଆରମ୍ଭ ହେବ ବିମାନ ଚଳାଚଳ

ନୂଆଦିଲ୍ଲୀ: କରୋନା ଯୋଗୁ ବିଭିନ୍ନ ଦେଶ ଭାରତରୁ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଦେଶରେ ସ୍ଥିତି ନିୟନ୍ତ୍ରଣ ଆଡକୁ ଗତି କରୁଥିବା ବେଳେ ଦୁବାଇ ଭାରତରୁ ବିମାନ ଚଳାଚଳ ଉପରେ ରହିଥିବା କଟକଣାକୁ କୋହଳ କରିଛି। ଏ ନେଇ ଏମିରେଟ୍ସ ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି।…

୨ଟି ଡୋଜ ଟିକା ନେଇଥିବା ଲୋକଙ୍କୁ ରେସ୍ତୋରାଁ ଓ ପବ୍‌ରେ ମିଳିବ ୫୦% ରିହାତି

ଗୁରୁଗ୍ରାମ: ଏଣିକି ଟିକା ନେଇଥିବା ଗ୍ରାହକଙ୍କୁ ରେସ୍ତୋରାଁରେ ଖାଇଲା ବେଳେ ୫୦ ପ୍ରତିଶତ ରିହାତି ମିଳିବ। ଗୁରୁଗ୍ରାମର ସାଇବର ସିଟିରେ ଥିବା ରେସ୍ତୋରାଁ ଏବଂ ପବ୍ ଗୁଡିକ ଏକ ନିଆରା ସ୍କିମ୍ ଆଣିଛନ୍ତି। ଯେଉଁଠାରେ ଗ୍ରାହକମାନଙ୍କୁ କରୋନା ଟିକା ନେଇଥିବା ଲୋକଙ୍କୁ ରିହାତି ଦିଆଯିବ।…

କଣ୍ଠଶିଳ୍ପୀ ତପୁଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କର ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ମୃତ୍ୟୁ ହୋଇଯାଇଛି। ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ମଧ୍ୟ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।…