Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା୧୩-୧୨-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଡିସେମ୍ବର୧୩ ରିଖ ରବିବାର ବିଛା ୨୮ ଦିନ ମାର୍ଗଶିର ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ଅନୁରାଧା ନକ୍ଷତ୍ର ବିଛା ଚନ୍ଦ୍ର    ଘାତ ବାର-: ମେଷ ରାଶିର      ଘାତ ଚନ୍ଦ୍ର-: ସିଂହ କନ୍ୟା ଓ ମକର ରାଶି…

କରୋନା କାଳରେ ଓଡ଼ିଶାରେ ଲକ୍ଷେ କୋଟି ପୁଞ୍ଜି ନିବେଶ ପ୍ରସ୍ତାବ

ଭୁବନେଶ୍ୱର: ଇଷ୍ଟର୍ଣ୍ଣ ଇଣ୍ଡିଆରେ ମାନୁଫାକଚରିଂ ହବ୍ ଭାବରେ ଉଭା ହେଉଛି ଓଡ଼ିଶା । ରାଜ୍ୟରେ ଶିଳ୍ପ ଅନୁକୂଳ ବାତାବରଣ ପାଇଁ ଫାଇଭ-ଟି ଓ ମୋ ସରକାର ବଡ଼ ପରିବର୍ତ୍ତନ। ଫିକି ପକ୍ଷରୁ ବାର୍ଷିକ ସାଧାରଣ ପରିଷଦ‌ ବୈଠକରେ ଯୋଗ ଦେଇ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

ବୃକ୍ଷରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିଛବି; ଯୁବ ଚିତ୍ରକରଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ଶିମିଳିପାଳ ଜାତୀୟ ଉଦ୍ୟାନର ଏକ ବୃକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଛବି ଆଙ୍କି ପ୍ରଶଂସା ସାଉଁଟିଛନ୍ତି ମୟୂରଭଞ୍ଜ ଜିଲ୍ଲାର ଯୁବ ଚିତ୍ରକର ସମରେନ୍ଦ୍ର ବେହେରା। ଏଭଳି ଅଭିନବ ଉପାୟରେ ବେଆଇନ ଗଛକଟା ସମସ୍ୟା ଉପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ତଥା…

ଚାରି ମାସ ପରେ ପୁଅକୁ ଭେଟିଲେ ପାଣ୍ଡ୍ୟା: କହିଲେ, ନେସନାଲ ଡ୍ୟୁଟି ପରେ ଏବେ ବାପାର ଡ୍ୟୁଟି

ନୂଆଦିଲ୍ଲୀ: ପାଖାପାଖି ୪ ମାସ ପରେ ଅଷ୍ଟ୍ରେଲିଆରୁ ଫେରି ପୁଅ ଅଗସ୍ତ୍ୟକୁ ଭେଟିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ପୁଅ ସହିତ ଏକ ଫଟୋ ସେୟାର କରିଛନ୍ତି ପାଣ୍ଡ୍ୟା । ଏହି ଫଟୋରେ ସେ ପୁଅକୁ ବୋତଲରେ କ୍ଷୀର ପିଆଉଥିବା ଦେଖିବାକୁ ମିଳିଛି । ଫଟୋର କ୍ୟାପସନ୍ ରଖିଛନ୍ତି ‘ଫ୍ରମ୍ ନେସନାଲ ଡ୍ୟୁଟି ଟୁ…

ବ୍ରହ୍ମପୁରରୁ ୧୯ ଚୋରା ବାଇକ ଜବତ, ୧୦ ଗିରଫ

ବ୍ରହ୍ମପୁର: ହିଞ୍ଜିଳି ପୋଲିସ ଟିଭିଏସ, ହୋଣ୍ଡା, ହିରୋ ହୋଣ୍ଡା, ୟାମାହା, କିନେଟିକ୍ ଏବଂ ପଲସର ସମେତ ୧୯ଟି ବାଇକ ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତି ନେଇ ବୁରୁପଡା ଗାଁର ମିତୁ ଦଳେଇଙ୍କ ସହ ୯ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ଡିସେମ୍ବର ୧୧ରେ ଖଣ୍ଡରା ଛକ ନିକଟରେ ଗାଡ଼ି…

ଖେଳୁଆଡ ମନୋଭାବ ପାଇଁ ମନ ଜିଣିଲେ ସିରାଜ

ସିଡନୀ: ଅଷ୍ଟ୍ରେଲିଆ ଏ’ ବିପକ୍ଷ ଅଭ୍ୟାସ ମ୍ୟାଚରେ ଭାରତର ମହମ୍ମଦ ସିରାଜ ଖେଳୁଆଡ ମନୋଭାବ ନେଇ ସମସ୍ତଙ୍କ ମନ ଜିଣିଛନ୍ତି । ଏହି ମ୍ୟାଚରେ କାମେରେନ ଗ୍ରୀନଙ୍କ ଏକ ବଲକୁ ଯଶପ୍ରୀତ ବୁମରାଙ୍କୁ ଚମତ୍କାର ଢ଼ଙ୍ଗରେ ଖେଳିଥିଲେ । ମାତ୍ର ବଲ ଦ୍ରୁତ ବେଗରେ ଯାଇ ଗ୍ରୀନଙ୍କ ମୁଣ୍ଡରେ ବାଜିଥିଲା ।…

ଅସ୍ତାଦ ଦେବୁ ଓ ଈଶ୍ଵରଙ୍କ ସହିତ ଚକାଭଉଁରୀ ଖେଳ

ଏମିତି କୌଣସି ଜାଗା ନାହିଁ ଯାହାକୁ ମୁଁ ମୋର ଘର ବୋଲି କହିପାରିବି ମୁଁ ଏ ପୃଥିବୀର ନାଗରିକ ମୋର କୌଣସି ଠିକଣା ନାଇଁ ମୁଁ ଏ ଗ୍ରହରେ ପରିବ୍ରାଜକ ମାତ୍ର ମୁଁ କେବଳ ଏ ପୃଥିବୀ ବାଟ ଦେଇ ଯାଉଛି କେବଳ ଏହି ଆଶାରେ ଯେ ଏଠି କେହିଜଣେ ହୁଏତ ମୋର ବନ୍ଧୁ ମୋତେ ମିଳି ଯାଇପାରେ।…

ବସ୍ କଣ୍ଡକ୍ଟରରୁ ସିନ‌େ ଜଗତର ସୁପରଷ୍ଟାର ରଜନୀକାନ୍ତ; ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ ସମ୍ପର୍କରେ

ଚଳଚ୍ଚିତ୍ର ଜଗତର ଭଗବାନ ବ‌ୋଲାଉଥିବା ରଜନୀକାନ୍ତ ଆଜି ୭୦ ବର୍ଷ ବୟସର‌େ ପଦାର୍ପଣ କରିଛନ୍ତି। ତାଙ୍କର ଜନ୍ମଦିନ ଅବସରର‌େ ବଲିଉଡର ବଡବଡ କଳାକାରଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ  ଅଭିନନ୍ଦନ ଜଣାଇଛନ୍ତି। ହେଲ‌େ ଫିଲ୍ମ ଜଗତର ଯେଉଁ ସ‌ୋପାନର‌େ ଆଜି ସ‌େ…

୧୪ରେ ଆମରଣ ଅନଶନ କରିବେ କୃଷକ ନେତା, ରବିବାର ୧୧ଟାରୁ ଦିଲ୍ଲୀ ଚଲୋ ଅଭିଯାନ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ୧୪ ଦିନରେ ପହଞ୍ଚିଛି । ନିଜ ଜିଦରେ ଅଟଳ ରହିଛନ୍ତି ଚାଷୀ । କୃଷକ ନେତାମାନେ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି । କୃଷକ ୟୁନିୟନ୍ ନେତା ଆସନ୍ତା ୧୪ ତାରିଖରେ ଆମରଣ ଅନଶନରେ ବସିବେ । ସରକାର ଆଲୋଚନା କରିବାକୁ…

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୪୦୫ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୪୦୫ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି।…