Latest Odisha News

BREAKING NEWS

ଗଙ୍ଗାରେ ଭାସୁଥିଲା ୨୧ ଦିନର ଶିଶୁ କନ୍ୟା

ଗାଜିପୁର- ଗଙ୍ଗା ନଦୀରେ ଭାସୁଥିଲା ୨୧ ଦିନର ଶିଶୁ କନ୍ୟା । ଏକ କାଠ ବାକ୍ସରେ ରଖି କେହି ନିର୍ଦ୍ଦୟ ଗଙ୍ଗାରେ ଭସାଇଦେଇଥିଲା । ଗଙ୍ଗାର ଦାଦ୍ରୀ ଘାଟ ନିକଟରେ ଏହି ବାକ୍ସଟି ଭାସୁଥିବା ବେଳେ ଏହାକୁ ଜଣେ ନାଉରିଆ ଦେଖିବାକୁ ପାଇଥିଲା । ସେ ଏହି ବାକ୍ସ ଖୋଲିବା ମାତ୍ରେ ଜୀଅନ୍ତା ଛୁଆକୁ ଦେଖି…

ପ୍ରଶାନ୍ତ କିଶୋରଙ୍କ ନାଁରେ ୫ କୋଟି ଲୁଟିଲେ : ଠକାମୀର ଶିକାର ହେଲେ ପଞ୍ଜାବ କଂଗ୍ରେସ ନେତା

ଲୁଧିଆନା- ଆସନ୍ତାବର୍ଷ ପଞ୍ଜାବ ନିର୍ବାଚନ ଥିବା ବେଳେ କଂଗ୍ରେସର ଅନ୍ତଃକନ୍ଦଳକୁ ନେଇ ଜୋରଦାର ଚର୍ଚ୍ଚା। ଠିକ୍ ଏହି ସମୟରେ ପ୍ରଶାନ୍ତ କିଶୋରଙ୍କ ନାଁ କହି କଂଗ୍ରେସ ନେତାଙ୍କଠାରୁ ୫ କୋଟି ଟଙ୍କା ଠକିନେଇଥିବା ଅଭିଯୋଗ ଆସିଛି। ପୁଲିସ ଏହି ଠକ ଗ୍ୟାଙ୍ଗର ଏକାଧିକ ସଦସ୍ୟଙ୍କୁ ଗିରଫ କରିଛି।…

ଜୁନରେ ରାଜ୍ୟରେ ସ୍ୱାଭାବିକଠାରୁ ୨୭% ଅଧିକ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଜୁନରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି । ଜୁନ୍ ୧ ତାରିଖରୁ ଆଜି ଭିତରେ ଓଡ଼ିଶାରୋ ମୋଟ୍ ୧୧୮.୪ ମିଲିମିଟର ବର୍ଷା ହୋଇଛି । ଯାହା ସ୍ୱାଭାବିକ ବର୍ଷା ୯୩.୨ ମିଲିମିଟରଠାରୁ ୨୭ ପ୍ରତିଶତ ଅଧିକ । ଅର୍ଥାତ ରାଜ୍ୟରେ ଗତ ୧୭ ଦିନ ଭିତରେ ସ୍ୱାଭାବିକଠାରୁ ୨୭ ପ୍ରତିଶତ…

ମାଷ୍ଟରକ୍ୟାଣ୍ଟିନରେ ଥିବା ଘୋଡ଼ା ପ୍ରତିମୂର୍ତ୍ତି ରାଜଭବନକୁ ଉଠିଯିବ

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡାର ମୂର୍ତ୍ତି ସ୍ଥାନାନ୍ତର ହେବ । ରାଜଭବନ ଛକକୁ ଏହାକୁ ସ୍ଥାନାନ୍ତର କରାଯିବ । ସ୍ମାର୍ଟ ସିଟି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ରାସ୍ତାକୁ ପ୍ରଶସ୍ତୀକରଣ କରିଯାଉଥିବାରୁ ଘୋଡ଼ାକୁ ସ୍ଥାନାନ୍ତର କରାଯିବ । ଛଅ ମାସ ତଳେ…

ପ୍ରକୃତି କୋଳକୁ ଫେରିଲେ ନାଗ ସାପ ଛୁଆ

ଭୁବନେଶ୍ୱର : ପ୍ରକୃତି କୋଳକୁ ଫେରିଲେ ନାଗ ଛୁଆ । ୨୦ଟି ଅଣ୍ଡାର ଛୁଆ ବାହାରିଛନ୍ତି । ୨୧ଟି ଅଣ୍ଡାରୁ କୃତ୍ରିମ ଉପାୟରେ ସାପ ଛୁଆ ବାହାର କରାଯାଇଛି । ୨୩ରରୁ ୨୬ ଦିନରେ ଦୁଇଟି ପର୍ଯ୍ୟାୟରେ ଏହି ଅଣ୍ଡା ସବୁ ବାହାରିଛନ୍ତି । ଜୁନ୍ ମାସରେ ସମସ୍ତ ଅଣ୍ଡାରୁ ଛୁଆ ବାହାରିଥିଲା । ତେବେ କୌଣସି…

କରୀନାଙ୍କ ମାତା ସୀତା ଭୂମିକାକୁ ନେଇ ବିରୋଧ ତୀବ୍ର ହେଲା, ଜିଲା ଅଧିକାରୀଙ୍କୁ ଭେଟିଲା ବଜରଙ୍ଗ ଦଳ

ମୁମ୍ବାଇ: ଫିଲ୍ମର ଶୁଟିଂ ଆରମ୍ଭ ହୋଇ ନ ଥିବା କରୀନା କାପୁରଙ୍କ ଦେବୀ ସୀତା ଭୂମିକାକୁ ନେଇ ବିରୋଧ ତୀବ୍ର ହେବାରେ ଲାଗିଛି । ଏବେ ବଜରଙ୍ଗ ଦଳ ଏ ନେଇ ଜିଲା ଅଧିକାରୀଙ୍କୁ ଭେଟିବା ସହ, ଯଦି ମାତା ସୀତାଙ୍କ ଭୂମିକା କରୀନା କରିବେ ତାହାହେଲେ ଆମେ ଆନ୍ଦୋଳନ କରିବୁ ବୋଲି ସେମାନେ ବିଧିବଦ୍ଧ…

ସୁପ୍ରିମକୋର୍ଟଙ୍କୁ CBSE କହିଲା କେମିତି ହେବ ଦ୍ୱାଦଶ ଶ୍ରେଣୀ ମୂଲ୍ୟାୟନ, ଜୁଲାଇ ୩୧ ସୁଦ୍ଧା ରେଜଲ୍ଟ

ନୂଆଦିଲ୍ଲୀ: କେମିତି ହେବ ସିବିଏସଇ ଦ୍ୱାଦଶ ଶ୍ରେଣୀ ମୂଲ୍ୟାୟନ । ଆଜି ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ସିବିଏସଇ କର୍ତ୍ତୃପକ୍ଷ । ୧୩ ଜଣିଆ ବିଶେଷଜ୍ଞ କମିଟି ଦେଇଥିବା ପ୍ରସ୍ତାବକୁ ସୁପ୍ରିମକୋର୍ଟରେ ଉପସ୍ଥାପନ କରିଛି ସିବିଏସଇ ବୋର୍ଡ । ଦଶମ, ଏକାଦଶ ଓ ଦ୍ୱାଦଶ ପ୍ରି-ବୋର୍ଡ ପରୀକ୍ଷାର…

ବାରିପଦାରେ ରଥଯାତ୍ରାକୁ ଅନୁମତି ଦାବିରେ ପଦଯାତ୍ରା

ବାରିପଦା: ପୁରୀ ଭଳି କୋଭିଡ୍ କଟକଣାରେ ବାରିପଦାରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ ଦାବି । ଏନେଇ ଆଜି ବାରିପଦାରେ ଶାନ୍ତିପୂର୍ଣ୍ଣ ପଦଯାତ୍ରା ହୋଇଛି । ଏଥିରେ ସାମିଲ ହୋଇଥିଲେ ବିଭିନ୍ନ ସଂଗଠନ ସମେତ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା । ମଠମନ୍ଦିର ସୁରକ୍ଷା ସମିତି ପକ୍ଷରୁ ଏକ…

ଆଫ୍ରିକାରେ ମିଳିଲା ଦୁନିଆର ତୃତୀୟ ସର୍ବବୃହତମ ହୀରା !

ନୂଆଦିଲ୍ଲୀ: ଆଫ୍ରିକାର ବୋତ୍ସାନାରେ ଦୁନିଆର ତୃତୀୟ ସର୍ବବୃହତମ ହୀରା ମିଳିଛି । ବୁଧବାର ଦେବସ୍ୱାନା ଡାଇମଣ୍ଡ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ଲାଇନେଟ ଆର୍ମଷ୍ଟ୍ରଙ୍ଗ ଏହି ସୂଚନା ଦେଇଥିଲେ । ୧୦୯୮ କ୍ୟାରେଟର ଏକ ମୂଲ୍ୟବାନ ପଥର ଏଠାରେ ଖେଳାଯିବା ବେଳେ ମିଳିଥିଲା । ସଫା କରାଯିବା ପରେ…

ସମର୍ପିତ କଳାପ୍ରାଣ : ପଟ୍ଟଚିତ୍ର ଶିଳ୍ପୀ ନରହରି ଭୋଇ

କଳା ଓ କାରିଗରୀକୁ ନେଇ ପ୍ରିୟରଂଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା କଳା କାରିଗରୀ ସୁଲଳିତ କଣ୍ଠରେ ଗାନ ଚାଲିଥିବ ଗୀତଗୋବିନ୍ଦର ଗୋଟିଏ ପରେ ଗୋଟିଏ ଶ୍ଳୋକ, ଏପଟେ ଶିଳ୍ପୀଙ୍କ ତୂଳୀ ଛୁଆଁରେ ଜୀବନ୍ୟାସ ପାଇ ଚିତ୍ରପଟ୍ଟି ଉପରେ ଉଙ୍କିମାରୁଥିବେ ଆମ ପୁରାଣ ପୃଷ୍ଠାର ଏକ ପରେ ଏକ ଚରିତ୍ର ।…