Latest Odisha News

BREAKING NEWS

ଆଫଗାନିସ୍ତାନରେ ଆଇପିଏଲ ପ୍ରସାରଣ ମନା

କାବୁଲ: ତାଲିବାନ ସରକାର ଇଣ୍ଡିଆନ ପ୍ରିମିୟର ଲିଗର ପ୍ରସାରଣ ଆଫଗାନିସ୍ତାନରେ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶାନାମା ଜାରୀ କରିଛି । ଏଥିରେ ଇସଲାମ ବିରୋଧୀ ସମସ୍ତ କାର୍ଯ୍ୟ ହେଉଥିବାରୁ ବାଧ୍ୟ ହୋଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କ୍ରିକେଟ ବୋର୍ଡର ପୂର୍ବ ମିଡିଆ ମ୍ୟାନେଜର ଏମ.ଇବ୍ରାହିମ ମୋମନ୍ଦ କହିଛନ୍ତି ।

ତାଲିବାନ ମହିଳାଙ୍କ ବିରୋଧରେ ସମସ୍ତ କଟକଣା ଲଗାଇବା ଆରମ୍ଭ କରିଦେଇଛି । କ୍ରୀଡା, ମନୋରଞ୍ଜନ କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ଆବଶ୍ୟକ ନାହିଁ କହିଲେ ଚଳେ । ଆଫଗାନିସ୍ତାନର ରଶିଦ ଖାଁ, ନବୀ ଓ ମୁଜିବ ଉର ରହେମାନ ଆଇପିଏଲରେ ଖେଳୁଛନ୍ତି ।

Leave A Reply

Your email address will not be published.