ପୋଲାଣ୍ଡ ଓପନ ରେସଲିଂ : ଭିନେଶ ଜିତିଲେ ସ୍ୱର୍ଣ୍ଣ
ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ରେସଲର ଭିନେଶ ଫୋଗଟ ପୋଲାଣ୍ଡ ଓପନ ରେସଲିଂରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୫୩ କିଗ୍ରା ବିଭାଗର ଫାଇନାଲ ମୁକାବିଲାରେ ସେ ଚମତ୍କାର ପ୍ରଦର୍ଶନ କରି ୟୁକ୍ରେନର କ୍ରିଷ୍ଟିଆନା ବେରେଜାଙ୍କୁ ୮-୦ରେ ପରାସ୍ତ କରିଥିଲେ । ଏପରିକି ବେରେଜାଙ୍କୁ ସେ ଗୋଟିଏ ବି ପଂଏଟ…