Latest Odisha News

BREAKING NEWS

ଚିତ୍ରଲେଖା: ସ୍ୱଳ୍ପାୟୁ କିନ୍ତୁ ପ୍ରଭାବୀ

ଭାଗ-୬ ‘ଚିତ୍ରଲେଖା’ ଏକ ଚଳଚ୍ଚିତ୍ର ପତ୍ରିକା ବୋଲି ପ୍ରକାଶନ ସଂସ୍ଥା ପକ୍ଷରୁ ଘୋଷଣା କରିବା ସତ୍ତ୍ୱେ ଏହାର ଲେଖା ଓ ବିଷୟ ଚୟନରେ ଅଧିକାଂଶରେ ସାହିତ୍ୟ, ଖେଳକୁଦ, ସ୍ୱାସ୍ଥ୍ୟ ଓ କୌତୁକ ଆଧାରିତ  ପ୍ରାଧାନ୍ୟ ପାଇଥିଲା । ଚଳଚ୍ଚିତ୍ର ସମ୍ବନ୍ଧିତ ଲେଖା ଥିଲା କିନ୍ତୁ ତିରିଶ ପ୍ରତିଶତରେ…

ଆତଙ୍କବାଦୀ ଆକ୍ରମଣ, ୪ମୃତ

ସୋପୋର : ପୁଣି ଆତଙ୍କବାଦୀ ଆକ୍ରମଣ । ଏହି ଆକ୍ରମଣ ୪ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୨ଜଣ ପୋଲିସ ସହିଦ ହୋଇଥିବା ବେଳେ ୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଯାଇଛି । ଜମ୍ମୁ କାଶ୍ମୀରର ସୋପୋରରେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏଥିରେ ଦୁଇ ଜଣ ପୋଲିସ ସହିଦ ହୋଇଯାଇଛନ୍ତି । ଏହି ଆକ୍ରମଣରେ…

ମଦ ବେପାରୀକୁୁ କାବୁ କଲେ ଗାଁ ଲୋକେ, ରନ୍ଧା ମଦ ଜବତ

ସୋନପୁର: ସଚେତନ ନାଗରିକର ଭୂମିକା ତୁଲାଇଲେ ଗାଁ ଲୋକେ । ରନ୍ଧା ଦେଶୀ ମଦ ବେପାରୀଙ୍କୁ ଧରି ପୋଲିସରେ ଜିମା ଦେଲେ । ଏପରି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ସୋନପୁର ଜିଲ୍ଲାର ମାନପୁର ଅଂଚଳ । ସୂଚନା ଅନୁଯାୟୀ ଝାରବାହାଳି ଗାଁରୁ ଦୁଇଜଣ ବ୍ୟକ୍ତି ଏକ କାର ଯୋଗେ ରନ୍ଧା ମଦ ଧରି…

ବାୟୋଟେକ୍ ଫାର୍ମ ମାଇଲାବ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ହେଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ: ବାୟୋଟେକ୍ନୋଲୋଜି କମ୍ପାନୀ ମାଇଲାବ ଡିସକଭରି ସଲ୍ୟୁସନ୍ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କୁ ତାର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରିଛି। ଏହା ଏକ ପୁଣେ ଭିତ୍ତିକ ଫାର୍ମ। ନିକଟରେ ଏହା ଦେଶର ପ୍ରଥମ କୋଭିଡ୍‌-୧୯ ସେଲ୍ଫ ଟେଷ୍ଟ କିଟ୍ କୋଭିସେଲଫ୍ ଲଞ୍ଚ କରିଛି।…

ଯବାନଙ୍କୁ ମାଡ ଅଭିଯୋଗ ,ଥାନାରେ ଏତଲା

ଗୁଣୁପୁର : ଯବାନଙ୍କୁ ମାଡ ଅଭିଯୋଗ । ଆଇଆରଵି ଏନ ଯବାନଙ୍କୁ କମାଣ୍ଡାଣ୍ଟଙ୍କ ମାଡ଼ ଅଭିଯୋଗ । ଘଟଣା ନେଇ ଥାନାରେ ଏତାଲା ଦିଆଯାଇଥିବା ବେଳେ ଯବାନଙ୍କୁ ଗୁଣୁପୁର ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାୟଗଡା ଜିଲ୍ଲାର ଗୁଣୁପୁର ଭାମିନି ପୋଲିସ ବାଟାଲିଅନରେ ଘଟିଛି ଘଟଣା । କମାଣ୍ଡାଣ୍ଟ…

କୁଳାଙ୍ଗାର ଉବାଚ : ରଜଦୋଳି କଟ କଟ

ଡଃ.କୁଳାଙ୍ଗାର  ରଜଦୋଳି କଟ କଟ, ଖେଳିବିନି ଏଇ କରୋନା ଯୋଗୁଁ ମୋ ମନ ହୁଏ ଛଟପଟ ! ରଜ ସଜ ପାନଖିଆ, ଛାଡିବନି ଦାଗ ମାସ୍କଟାକୁ ମୋ ନାଲିଆ କରିବି କିଆଁ ? ଲୁଗା ଦୋକାନ ତ ବନ୍ଦ, ଲୁଚେଇ ପୋଷାକ କିଣି ପିନ୍ଧିବାକୁ ମନମୋର କାନ୍ଦକାନ୍ଦ ! ପୋଡପିଠା ପୋଡିଯାଉ,…

ମିନାକ୍ଷୀ ଦେବୀଙ୍କ ସ୍ମୃତିରେ

ସସ୍ମିତା ମହାନ୍ତି  ସାଙ୍ଗଟେ ଫୋନ୍ କରି କହିଲା କି ଦିନ ହେଲା କେଜାଣି ମଣିଷ ଶାନ୍ତିରେ ଟିକିଏ ଟିଭି ଦେଖି ପାରୁନି। ଆରେ କଣ ହେଲା ? ସମସ୍ତେ ଟିଭି ଦେଖୁଛନ୍ତି ମୁଁ ଏକା ଭକୁଆ। ମୋ ପାଇଁ ଟିଭି କାଇଁ ଯେ। ମାନେ..... ତୋ ଘରେ ପରା ତିନି ତିନିଟା ଟିଭି ଲାଗିଛି। କରୋନା…

ଦିଲ୍ଲୀ ଲଜପତ୍‌ ନଗର ସେଣ୍ଟ୍ରାଲ ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଶନିବାର ଦକ୍ଷିଣ ଦିଲ୍ଲୀର ଲଜପତ ନାଗର ସେଣ୍ଟ୍ରାଲ ମାର୍କେଟରେ ଶୋ’ରୁମ ଭିତରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଖବର ଅନୁଯାୟୀ, ନିଆଁକୁ ଆୟତ୍ତ କରିବା ପାଇଁ ୩୦ ଟି ଅଗ୍ନିଶମ ଟେଣ୍ଡର ଏବଂ ୭୦ ରୁ ଅଧିକ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସୂଚନା ଅନୁଯାୟୀ, ଏହି ଘଟଣା…

ଘର ଭିତରୁ ଉଦ୍ଧାର ହେଲା ଭାଲୁ

ଝରିଗାଁ  : ଘର ଭିତରୁ ଉଦ୍ଧାର ହେଲା ଭାଲୁ ।  ୩ ଘଣ୍ଟାର କସରତ ପରେ ଉଦ୍ଧାର କଲା ବନ ବିଭାଗ । ନବରଙ୍ଗପୁର ୱାଇଲଡ୍ ଲାଇଫ୍ ଟିମର ଅପରେସନ୍ ଦ୍ୱାରା ଭାଲୁକୁ ଉଦ୍ଧାର କରାଯାଇଛି । ନବରଙ୍ଗପୁର ଝରିଗାଁ ଥାନା ରଣୀଚଛରା ଗାଁର ଜଗି ସାନ୍ତାଙ୍କ ଘର ଭିତରକୁ ଏକ ଭାଲୁ ପଶିଆସିଥିଲା । ସେହି ସମୟରେ ଘର…

ରାଜ୍ୟରେ ହେବ UG/PG ପରୀକ୍ଷା, ୧୮ ତାରିଖରେ ଚୂଡ଼ାନ୍ତ ନିଷ୍ପତ୍ତି

ଭୁବନେଶ୍ୱର: ଚଳିତବର୍ଷ ରାଜ୍ୟରେ UG/PG ପରୀକ୍ଷା ହେବ । ଏନେଇ କୁଳପତି ସମ୍ମିଳନୀରେ ନିଷ୍ପତ୍ତି ହୋଇଛି । ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି । ତେବେ ଆସନ୍ତା ୧୮ ତାରିଖରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । କଲେଜ ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ କୁଳପତି…