Latest Odisha News

BREAKING NEWS

ଗଳ୍ପ : ତଥାପି ଅଛି

ରବି ପଣ୍ଡା  ବେଶ୍ କିଛିଦିନ ଧରି ନିଷିଦ୍ଧ ଓ ନିଷ୍କ୍ରିୟ ହେଇ ପଡିଥିବା କଲିଂବେଲ ହଠାତ ଜଣାଇ ଦେଲା କେହି ଜଣେ ଆଗନ୍ତୁକ ଦୂଆରେ। ସେ ଗାଧୋଇ ବାହାରି ଥିଲେ। ପତ୍ନୀ ଥିଲେ ଠାକୁର ଘରେ। ଦେଖତ .. ମୁଁ ପୂଜା କରୁଚି। ତାଙ୍କ ସ୍ୱରରେ କିଞ୍ଚିତ ବିସ୍ମୟର ଆଭାସ ଥିଲା। ସେ ହଉ କହି କବାଟ ଫିଟାଇ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୩-୬-୨୦୨୧ ରବିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁନ ତା ୧୩ ରିଖ ରବିବାର ବୃଷ ୩୦ ଦିନ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର ଦିନ ୧୨-୩୫ମିନିଟ୍ ପର୍ଯ୍ୟନ୍ତ ତାପରେ କର୍କଟ ଚନ୍ଦ୍ର ଭୋଗ ହେବ ଘାତ ବାର-: ମେଷ ରାଶିର…

ସତ୍ୟାନନ୍ଦର ସାଙ୍ଘାତିକ ପ୍ରେମ, ଅଳ୍ପକେ ବର୍ତ୍ତିଲା ଲିପି !

ଢେଙ୍କାନାଳ: ମାରାତ୍ମକ ପ୍ରେମ କାହାଣୀ । ସତ୍ୟାନନ୍ଦର ମିଛ ପ୍ରେମ କାହାଣୀରେ ଫସିଥିବା ଏକ ନୀରିହ ଜୀବନ ଅଲ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛି । ଏହି ଦୁଇ ଧାଡି ଆପଣଙ୍କୁ ବୋଧ ହୁଏ ଅବୁଝା ଲାଗୁଥିବ । ହେଲେ ସତ୍ୟାନନ୍ଦ ଭଳି ଲୋକଙ୍କ ପ୍ରେମ କାହାଣୀ ଆଜି ପ୍ରେମ ଭଳି ଶବ୍ଦକୁ ବଦନାମ କରିବାକୁ…

ମୁକୁଲ ରୟଙ୍କ ପରେ ଆଉ କିଛି ବିଜେପି ନେତା ଟିଏମସିରେ ହେବେ ସାମିଲ

କୋଲକାତା : ସରଗରମ ହେଉଛି ପଶ୍ଚିମବଙ୍ଗ ରାଜନୀତି । ବିଜେପି ଛାଡ଼ି ମୁକୁଲ ରୟ ଟିଏମସିରେ ସାମିଲ ହେବା ପରେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ମୁକୁଲ ରୟଙ୍କ ପରେ ଏବେ ବିଜେପିର ଆଉ କିଛି ନେତା ଟିଏମସିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ନିକଟରେ ଉତ୍ତର ଚବିଶି ପ୍ରଗଣାରେ ଏକ…

ଓୟୁଏଟିର ପୂର୍ବତନ ଡିନ୍ ଜଗନ ମୋହନ ଶତପଥୀଙ୍କ ପରଲୋକ

ଭୁବନେଶ୍ବର : ଓୟୁଏଟିର ପୂର୍ବତନ ଡିନ୍ ଡକ୍ଟର ଜଗନ ମୋହନ ଶତପଥୀଙ୍କ ପରଲୋକ । ସୂର୍ଯ୍ୟନଗର ସ୍ଥିତ ବାସଭବନରେ ତାଙ୍କର ଆଜି ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିବା ବେଳେ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ସେ ଜଣେ ସଚ୍ଚୋଟ ବ୍ୟକ୍ତି ଥିଲେ । ଏହାସହ…

ରକ୍ତ ରଞ୍ଜିତ ହେଲା ରାଜଧାନୀ, ଯୁବକଙ୍କୁ ନିର୍ମମ ହତ୍ୟା

ଭୁବନେଶ୍ବର : ରକ୍ତ ରଞ୍ଜିତ ହେଲା ରାଜଧାନୀ । ଯୁବକଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଛି । ଶିଶୁଭବନ ଛକରୁ ରାଜମହଲ ଯିବା ରାସ୍ତାରେ ଏଭଳି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଘଟଣାରେ ଜଣଙ୍କୁ ଅଟକ ରଖିଛି କ୍ୟାପିଟାଲ ଥାନା ପୋଲିସ । ଏଥିସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ…

ରହସ୍ୟମୟ କମରୁନାଗ ହ୍ରଦ: କୋଟି କୋଟି ଟଙ୍କାର ସମ୍ପତି ବିନା ସୁରକ୍ଷାରେ ପଡି ରହିଛି !

ସିମଲା: ଭାରତ ଏକ ରହସ୍ୟମୟ ଦେଶ । ଏଠାରେ ବିଭିନ୍ନ ସ୍ଥାନରେ ଅଦ୍ଭୁତପୂର୍ଣ୍ଣ ବିଶ୍ୱାସ ଏବଂ ଘଟଣା ଦେଖିବାକୁ ମିଳେ । ହିମାଚଳ ପ୍ରଦେଶର କମୁରାନାଗ ହ୍ରଦ ଏ ଭଳି ଏକ ସ୍ଥାନ । କମରୁନାଗ ମନ୍ଦିର ନିକଟରେ ଥିବା ଏହି ହ୍ରଦରେ କୋଟି କୋଟି ଟଙ୍କାର ଧନ ସମ୍ପତି ପଡି ରହିଛି । ତାହା ପୁଣି ବିନା…

କଟକ କଲେଜ ଛକରେ ଥିବା ଏକ ହୋଟେଲରେ ସେକ୍ସ କାରବାର

କଟକ : କଟକରୁ ସେକ୍ସ ରାକେଟ ଠାବ । କଲେଜ ଛକରେ ଥିବା ଏକ ହୋଟେଲରୁ ଏହି ସେକ୍ସ ରାକେଟ ଠାବ ହୋଇଛି । ପୋଲିସ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିଛି । ସେକ୍ସ ରାକେଟ କାରବାର ଘଟଣାରେ ହୋଟେଲ ମ୍ୟାନେଜର, କିଙ୍ଗ ପିନ୍, ଜଣେ ପୁରୁଷ ଓ ଜଣେ ଦେହଜୀବୀଙ୍କୁ ଅଟକ ରଖିଛି ପୋଲିସ । କଲେଜ ଛକରେ…

ଆଇସା ସୁଲତାନଙ୍କୁ ସମର୍ଥନ କରି ଲାକ୍ଷାଦ୍ୱୀପରେ ଇସ୍ତଫା ଦେଲେ ଏକାଧିକ ବିଜେପି ନେତା

ନୂଆଦିଲ୍ଲୀ: ଫିଲ୍ମ ନିର୍ମାତା ଆଇଶା ସୁଲତାନଙ୍କ ବିବାଦୀୟ ମନ୍ତବ୍ୟ ପରେ କେନ୍ଦ୍ର ସରକାର ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ମାମଲା ରୁଜୁ କରିଥିଲେ । ତେବେ ସରକାରଙ୍କ ଏହି ନିଷ୍ପତିକୁ ବିରୋଧ କରି ଲାକ୍ଷାଦ୍ୱୀପରେ ଏକାଧିକ ବିଜେପି ନେତା ଇସ୍ତଫା ଦେଇଛନ୍ତି । ସୂଚନାଯୋଗ୍ୟ, କେନ୍ଦ୍ର ସରକାର…

ଝିଅ ଓ ସ୍ତ୍ରୀକୁ ହାଣିବା ପରେ ବାପାର ଆତ୍ମହତ୍ୟା

କୁଚିଣ୍ଡା : ସୈତାନ ସାଜିଲା ବାପା । ଜନ୍ମ କଲା ବାପା ଘଟାଇଛି ନାରକୀୟ କାଣ୍ଡ । ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଯୌତୁକବାହାଲ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୋଟିଏ ଝିଅକୁ ହାଣି ମାରି ମାରିବା ପରେ ଆଉ ତିନି ଜଣଙ୍କୁ କଟୁରୀରେ ହାଣି ଗୁରୁତର କରିଛି । ତେବେ ଘଟଣା…