Latest Odisha News

BREAKING NEWS

କବିତା ହେଉଛି ଓଡ଼ିଆ ସାହିତ୍ୟର ପ୍ରମୁଖ ପରିଚୟ : ରକ୍ଷକ ନାୟକ

ସମକାଳର ଜଣେ ନିଆରା ଶବ୍ଦଶିଳ୍ପୀ ରକ୍ଷକ ନାୟକ । ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ , ସେ ସୃଷ୍ଟି କରି ଚାଲିଛନ୍ତି ଅନେକ କବିତା। ସେ କବିତା ମାଧ୍ୟମରେ ଏକ ଅନ୍ତର୍ଯାତ୍ରାରେ ବିଶ୍ୱାସ ରଖନ୍ତି। ସରଳତା ଭିତରେ ତୀକ୍ଷ୍ମତା ଓ ସ୍ୱାଭାବିକତା ଭିତରେ ଆସାଧାରଣତା, ତାଙ୍କ…

ଟିକାକରଣ ଅଭିଯାନରେ ଡ୍ରୋନ୍

ଭୁବନେଶ୍ୱର: ଦେଶରେ ଅପହଞ୍ଚ ଇଲାକାରେ ପହଂଚିବ ଡ୍ରୋନ୍ । କରୋନାକୁ ନିୟନ୍ତ୍ରଣ କରିବାକୁ ଆରମ୍ଭ ହୋଇଥିବା ଅଭିଯାନରେ ସାମିଲ ହେବ ଡ୍ରୋନ୍ । ଏବେ ଏହି ଟିକା କରଣ ଅଭିଯାନକୁ ଦୂର ଦୂରାନ୍ତରେ ପହଂଚାଇବାକୁ ପ୍ରୟାସ  । ଦେଶର ଅପହଞ୍ଚ ଅଞ୍ଚଳରେ ଡ୍ରୋନ ସାହାଯ୍ୟରେ ଟିକା ପହଞ୍ଚାଇବେ ସରକାର ।…

ରାଜ୍ୟର ୨୧ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡିଶାର ୨୧ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା ନେଇ ରବିବାର ଦିନ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ତନ୍ମଧ୍ୟରେ କଟକ, ନବରଙ୍ଗପୁର, ଢେଙ୍କାନାଳ, ଅନୁଗୁଳ, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଜଗତସିଂହପୁର,…

ରଜ ପର୍ବ ଲାଗି ଓଟିଡିସି ଆରମ୍ଭ କଲା ‘ପିଠା ଅନ୍ ହ୍ୱିଲ୍‌’; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ଥର ଓଡ଼ିଶାର ସାଂସ୍କୃତିକ ଗଣପର୍ବ ରଜ ମହୋତ୍ସବକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ନିଷ୍ପତ୍ତି ନେଇଛି। ସୂଚନା ଅନୁଯାୟୀ, ଆସନ୍ତାକାଲିଠୁ ‘ପିଠା ଅନ୍ ହ୍ୱିଲ୍‌’ ମାଧ୍ୟମରେ ରାଜଧାନୀ…

ଚଳିତ ମାସ ଶେଷ ସୁଦ୍ଧା ମାଟ୍ରିକ ରେଜଲ୍ଟ !

ଭୁବନେଶ୍ୱର: ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟରେ ପ୍ରକାଶ ପାଇପାରେ ମାଟ୍ରିକ ରେଜଲ୍ଟ । ମୂଲ୍ୟାୟନ କାର୍ଯ୍ୟ ଜୋରସୋରରେ ଚାଲିଛି । ଠିକ୍ ସମୟରେ ରେଜଲ୍ଟ ପ୍ରକାଶ ନେଇ ପ୍ରୟାସ କରାଯାଉଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର…

ଉଗାଣ୍ଡାରୁ ଧରାପଡ଼ିଲା ଆତଙ୍କ ଖେଳାଉଥିବା ଓସାମା ବିନ୍ ଲାଡେନ୍, ୮୦ ଜଣଙ୍କୁ ମାରିଛି

ଓଡ଼ିଶା ସମ୍ବାଦ ବ୍ୟୁରୋ: ୧୪ ବର୍ଷରେ ୮୦ ଜଣଙ୍କୁ ମାରିଛି । ଲୁଚି ଲୁଚି ନର ସଂହାର କରୁଥିଲା ଓସାମା ବିନ୍ ଲାଡେନ୍ । ଆପଣ ଭାବୁଥିଲେ ଆମେରିକା ସେନାର ଗୁଳିରେ ତ ଆତଙ୍କବାଦୀ ଲାଡେନ୍ ମରି ସାରିଛି । ପୁଣି ଉଗାଣ୍ଡାରେ କୁଆଡୁ ଆସିଲା ଓସାମା । ଇଏ ମଣିଷ ନୁହେଁ, ନରହନ୍ତା କୁମ୍ଭୀର ଓସାମା ବିନା…

କୁନି ପିଲାର ଜବରଦସ୍ତ ଡ୍ୟାନ୍ସ: ଥରେ ଦେଖିଲେ ଦିଓ୍ୱାନା ହେବେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୋସିଆଲ୍ ମିଡିଆରେ ବିଭିନ୍ନ ସମୟରେ ମଜାଦାର ଭିଡିଓ ସବୁ ପୋଷ୍ଟ ଓ ସେୟାର ହେଉଛି । କେତେବେଳେ କିଏ କାହାର ମିମିକ୍ରି କଲାଣି ତ ଆଉ କେତେବେଳେ ଜବରଦସ୍ତ ଡ୍ୟାନ୍ସ ଫର୍ମ ଭାଇରାଲ୍ ହୋଇଥାଏ । ଏବେ ଏମିତି ଜଣେ ଛୋଟ ପିଲାର ଡ୍ୟାନ୍ସ ଫର୍ମ ଦେଖିଲେ ଯେକେହି ବି ତାର…

ଉଦ୍ଧାର ଟଙ୍କା ଶୁଝି ନପାରି ଅଢ଼େଇ ବର୍ଷ ଶିଶୁ କନ୍ୟାକୁ ବାପା ବିକି ଦେଇଥିବା ଅଭିଯୋଗ

ଯାଜପୁର: ଉଦ୍ଧାର ଆଣିଥିବା ଟଙ୍କା ଶୁଝି ପାରିଲା ନାହିଁ ବାପା । ଶେଷରେ ନିଜର ଅଢ଼େଇ ବର୍ଷର ଶିଶୁ କନ୍ୟାକୁ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ସାମନାକୁ ଆସିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରୁ । ଜେଜେବାପାଙ୍କ ଅଭିଯୋଗ ପରେ ଶିଶୁ କନ୍ୟାକୁ ଉଦ୍ଧାର କରିଛି…

ଫସର ଫାଟିଲା ଡକାୟତି: ୪ ଜଣଙ୍କୁ ବାନ୍ଧିଲା ପୋଲିସ, ୨ ଚମ୍ପଟ

ପୁରୀ: ଡକାୟତି ଯୋଜନା ଫେଲ୍ ମାରିଲା । ପୁରୀରେ ଡକାୟତି ଯୋଜନା କରୁଥିବା ବେଳେ ଚଢ଼ାଉ କଲା ପୋଲିସ । ୪ ଜମଙ୍କୁ ଗିରଫ କରିଛି ବଳିଆପଣ୍ଡା ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସୁବାସ ଚନ୍ଦ୍ର ମହାନ୍ତି ଓରଫ ଗିଲଟି କାଳୁ, ଜୀବନ ବାରିକ, ସୌମ୍ୟରଞ୍ଜନ ମଲ୍ଲିକ ଓ କାତି ଓରଫ ବରେନ୍ଦ୍ର…

ସର୍ଚ୍ଚ ଅପରେସନ୍ ବେଳେ ଜଙ୍ଗଲରୁ ଟିଫିନ୍ ବୋମା ଜବତ କଲେ ଯବାନ

ମାଲକାନଗିରି: ସର୍ଚ୍ଚ ଅପରେସନ୍ ବେଳେ ଜଙ୍ଗଲରୁ ମିଳିଲା ୩ଟି ଟିଫିନ୍ ବୋମା । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ମାଣ୍ଡାପାଲି ଅଞ୍ଚଳରୁ ଜବତ କରିଛନ୍ତି ଯବାନ । ବିଏସପି ଓ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍ ବେଳେ ୩ଟି ଟିଫିନ୍ ବୋମା ଜବତ ହୋଇଛି । ଏସବୁ ବିସ୍ଫୋରଣ ପାଇଁ ମାଓବାଦୀ…