Latest Odisha News

BREAKING NEWS

ସୃଜନଶୀଳତାର ଭିନ୍ନ ଏକ ପରିଚୟ: ଟେରାକୋଟା ଶିଳ୍ପୀ ରମେଶ ଚନ୍ଦ୍ର ମୁଦୁଲି

କଳା ଓ କାରିଗରୀକୁ ନେଇ ପ୍ରିୟରଂଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା କଳା କାରିଗରୀ ପରିବାରର କୌଳିକ ବୃତ୍ତି ବଞ୍ଚାଇ ରଖିବା ସହ ଭିନ୍ନ କିଛି କରିବାର ନିଶା ରମେଶଙ୍କୁ କରିଛି ମତୁଆଲା । ମାଟି କାଦୁଅରେ ତିଆରି ତାଙ୍କ ଭଳିକି ଭଳି କଳାକୃତ୍ତି ଦେଖିବା ମାତ୍ରକେ ମୋହିନିଏ ଗ୍ରାହକର ମନ ।…

ପରଲୋକରେ ଏସୀୟ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ବକ୍ସର୍ ଡିଙ୍କୋ ସିଂ

ଭୁବନେଶ୍ୱର: କରୋନା ବିରୋଧରେ ସେ ଜିତିଥିଲେ । ହେଲେ କ୍ୟାନ୍ସର ବ୍ୟାଧି ନିକଟରୁ ସେ ପରାଜିତ ହୋଇଛନ୍ତି । ଆଉ ନାହାଁନ୍ତି ଏସୀୟ ଗେମ୍ସରେ ସ୍ବର୍ଣ୍ଣ ବିଜେତା ବକ୍ସର ଡିଙ୍କୋ ସିଂ । ଦୀର୍ଘଦିନ ଧରି ଲିଭର କ୍ୟାନ୍ସର୍‌ରେ ପୀଡିତ ଥିବା ଏହି ବକ୍ସରଙ୍କର ଆଜି ଦେହାନ୍ତ ହୋଇଛି । ୨୦୧୭ରୁ…

ମୃତ୍ୟୁ ପରେ ବି ଅମର: ଅଙ୍ଗଦାନ କରି ୩ ରାଜ୍ୟରେ ୫ଜଣଙ୍କୁ ନୂଆ ଜୀବନ ଦେଲେ ମହିଳା

ସୁରତ: ମୃତ୍ୟୁ ପରେ ବି ଅମର । ନିଜେ ବଞ୍ଚି ପାରିଲେ ନାହିଁ । କିନ୍ତୁ ଅନ୍ୟମାନଙ୍କ ଜୀବନ ବଞ୍ଚାଇଲେ । ସୁରତର ଜଣେ ମହିଳାଙ୍କ ମହାନତାକୁ ନେଇ ଏବେ ସବୁଠି ଚର୍ଚ୍ଚା । ମୃତ୍ୟୁ ପରେ ଅଙ୍ଗଦାନ କରି ସେ ୩ଟି ରାଜ୍ୟର ୫ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି । ମହିଳାଙ୍କ ନାଁ କାମିନୀ ପଟେଲ୍ ଓ ବୟସ ୪୬…

ଓଡ଼ିଶା ପହଞ୍ଚିଲା ମୌସୁମୀ: ୪୮ ଘଣ୍ଟାରେ ସାରା ଓଡ଼ିଶାକୁ ଛୁଇଁବ

ଭୁବନେଶ୍ୱର: ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା ୪୮ ଘଣ୍ଟା ଭିତରେ ସାରା ଓଡ଼ିଶାରେ ସକ୍ରିୟ ହେବ । ଏନେଇ ଅନୁକୂଳ ପରିବେଶ ରହିଛି । ମୌସୁମୀ ବାୟୁ ଓଡ଼ିଶା ପହଞ୍ଚିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏବର୍ଷ…

ସୁଶାନ୍ତ ସିଂ ରାଜପୁତଙ୍କ ଉପରେ ନିର୍ମିତ ଫିଲ୍ମ ରିଲିଜ ଉପରେ ରୋକ ଲଗାଇବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିବଂଗତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଉପରେ ନିର୍ମିତ ଫିଲ୍ମର ରିଲିଜ ଉପରେ ରୋକ ଲଗାଇବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ । ସୁଶାନ୍ତ ସିଂଙ୍କ ଜୀବନ ଉପରେ ନିର୍ମାଣ ହୋଇଛି ଫିଲ୍ମ ‘ନ୍ୟାୟ: ଦି ଜଷ୍ଟିସ’ । ଆସନ୍ତାକାଲି ଏହା ମୁକ୍ତିଲାଭ କରିବାର ଅଛି । ରିଲିଜ ଉପରେ…

ମେହୁଲ ଚୌକସୀଙ୍କ ଉପରେ ଫିଲ୍ମ କିମ୍ବା ଓ୍ୱେବ୍ ସିରିଜ କରିବେ ମଧୁର ଉଣ୍ଡାରକର !

ମୁମ୍ବାଇ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଠକେଇ ମାମଲାରେ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସୀକୁ ନେଇ ଫିଲ୍ମ ତିଆରି କରି ପାରନ୍ତି ମଧୁର ଉଣ୍ଡାରକର । ତାଙ୍କ ଟ୍ୱିଟରୁ ଏମିତି କିଛି ବୁଝାପଡୁଛି । ମେହୁଲ ଚୋକସୀ ଆଣ୍ଟିଗୁଆରୁ ଡୋମିନିକାକୁ ଚମ୍ପଟ ମାରିବା ଓ ସେଠାରୁ ଧରା ପଡ଼ିବା ଖବର…

ଜୀବନ ଯୁଦ୍ଧରେ ହାରିଗଲେ ସ୍ୱର୍ଣ୍ଣ ପଦକ ବିଜେତା ମୁଷ୍ଟିଯୋଦ୍ଧା ଗାଙ୍ଗୋମ ଡିଙ୍କୋ ସିଂହ

ନୂଆଦିଲ୍ଲୀ: ଆଉ ନାହାନ୍ତି ପୂର୍ବତନ ବକ୍ସର(ମୁଷ୍ଟିଯୋଦ୍ଧା) ଗାଙ୍ଗୋମ ଡିଙ୍କୋ ସିଂହ । ୪୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଲିଭର୍ କ୍ୟାନସର ରୋଗରେ ସେ ପୀଡ଼ିତ ଥିଲେ । ବକ୍ସିଂ ରିଂରେ ପ୍ରତିପକ୍ଷଙ୍କୁ ଚିତ କରୁଥିବା ଏହି ପୂର୍ବତନ ମୁଷ୍ଟିଯୋଦ୍ଧା ଜୀବନ ଯୁଦ୍ଧରେ ହାରିଗଲେ । ୨୦୧୭…

କରୋନା ମୃତ୍ୟୁରେ ଲମ୍ବା ଲମ୍ଫ: ଦିନକରେ ଦେଶରୁ ରେକର୍ଡ ୬ ହଜାର ମୃତ୍ୟୁ, ୯୪ହଜାର ନୂଆ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ହଠାତ୍ ଲମ୍ବା ଡିଆଁ ମାରିଛି ଦୈନିକ ମୃତ୍ୟୁସଂଖ୍ୟା । ୨୪ ଘଣ୍ଟାରେ ରେକର୍ଡ ୬ହଜାର ୧୪୮ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ବିହାର ସରକାର ତାଲିକାରେ ୩ହଜାର ୯୫୧ ମୃତ୍ୟୁସଂଖ୍ୟା ଯୋଡ଼ିବା ପରେ ଦିନକରେ…

୪୮ ଘଣ୍ଟାରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ, ପାଞ୍ଚ ଦିନ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି । ନିର୍ଦ୍ଧିରିତ ଦିନଠାରୁ ଆଗକୁ ପହଞ୍ଚିପାରେ । ଆସନ୍ତା ୪୮ ଘଣ୍ଟା ଭିତରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁପାରେ । ଆଜି ଏହି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବଙ୍ଗୋପ ସାଗରରେ ମୌସୁମୀ…

ଭୁବନେଶ୍ୱରରେ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦ୍ୱିତୀୟ ଡୋଜ୍ ଟିକା ପାଇଁ ଦରକାର ନାହିଁ ସ୍ଲଟ୍ ବୁକିଂ

ଭୁବନେଶ୍ୱର: ରାଜଧାନୀରେ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ପାଇଁ ଭୁବନେଶ୍ୱର ମହାନଗର ନିଗମର ସ୍ୱତନ୍ତ୍ର ବ୍ୟବସ୍ଥା । ଦ୍ୱିତୀୟ ଡୋଜ୍ ପାଇଁ ଅପେକ୍ଷା କରିଥିବା ବ୍ୟକ୍ତିଙ୍କୁ ଆଜିଠୁ ଆଉ ସ୍ଲଟ ବୁକିଂ କରିବାକୁ ପଡ଼ିବ ନାହିଁ । ସେମାନେ ସିଧାସଳଖ ସେଣ୍ଟରକୁ ଯାଇ ଦ୍ୱିତୀୟ ଡୋଜ୍ ଟିକା ନେଇ…