ଟିକା ନେବାକୁ ଚାହୁ଼ଁଥିଲେ ଏବେ ମିଳିବ ଫ୍ରି ରାଇଡ୍
ନୂଆଦିଲ୍ଲୀ: ଟିକା ନେବାକୁ ଚାହୁ଼ଁଥିଲେ ଏବେ ମିଳିବ ଫ୍ରି ରାଇଡ୍। ଏଭଳି ଖବର ଆସିଛି ଦିଲ୍ଲୀ ଏନସିଆର ଅଞ୍ଚଳରୁ।
ଯଦି ଆପଣ ଦିଲ୍ଲୀ ଏନସିଆରରେ ରହୁଛନ୍ତି, ତେବେ ଆପଣଙ୍କୁ ଟିକା କେନ୍ଦ୍ରକୁ ଯିବାକୁ ଫ୍ରି ରାଇଡ୍ ମିଳିବ। ଏହି କମ୍ପାନୀ ପକ୍ଷରୁ ଟିକା କେନ୍ଦ୍ରକୁ ଆସିବା ଏବଂ ଯିବା ପାଇଁ…