Latest Odisha News

BREAKING NEWS

ପୁଳାପୁଳା ଟଙ୍କା ନେଇ ଆଫଗାନ ରାଷ୍ଟ୍ରପତି ଘାନି ଦେଶରୁ ପଳାଇ ଯାଇଛନ୍ତି !

କାବୁଲ: ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନିଙ୍କୁ ନେଇ କାବୁଲରେ ଥିବା ରୁଷିଆ ଦୂତାବସ ଚାଂଚଲ୍ୟକର ଖୁଲାସା କରିଛି । ଘନି ଦେଶ ଛାଡିବା ବେଳେ ନିଜ ସହିତ ୪ଟି କାର ଓ ହେଲିକପ୍ଟରରେ ପୁଳା ପୁଳା ଟଙ୍କା ସାଙ୍ଗରେ ନେଇଥିଲେ । ହେଲିକପ୍ଟରରେ ଟଙ୍କା ପୂର୍ଣ୍ଣ ହୋଇଯିବା ପରେ ବଳକା ଟଙ୍କା ବିମାନ…

ଲଘୁଚାପର ରୂପ ନେଲା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ

ଭୁବନେଶ୍ବର : ଲଘୁଚାପର ରୂପ ନେଲା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ । ଲଘୁଚାପ ଘନୀଭୂତ ହେବା ପରେ ଏହା ଦକ୍ଷିଣ ଓଡ଼ିଶା, ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ମଧ୍ୟରେ ରହିଛି…

ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀ

ଭୁବନେଶ୍ବର : ଓଡ଼ିଶା ପୋଲିସକୁ ସଫଳତା । ଆତ୍ମସମର୍ପଣ କରିଛନ୍ତି ୩ ହାର୍ଡକୋର ମାଓବାଦୀ । ଏନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ଆତ୍ମସମର୍ପଣ କରିଥିବା ମାଓବାଦୀ ହେଲେ ଛତିଶଗଡ଼ର ଲକମା ମାଡଭି, ଗଙ୍ଗା ମାଡ଼କମ ଓ ସୁକ ସୋଡି । ଉତ୍ତର କନ୍ଧମାଳ ଅଞ୍ଚଳରେ ମାଓ ଗତିବିଧିରେ ଏମାନେ…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ନନ୍ଦନକାନନରେ ଚାଲିଲା ବସ ସଫାରି

ଭୁବନେଶ୍ବର : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦେଢ଼ ବର୍ଷ ପରେ ନୂତନ ଟେଣ୍ଡର ପ୍ରକ୍ରିୟାରେ ନନ୍ଦନକାନନରେ ପୁଣି ଚାଲିଲା ବସ ସଫାରି । ଏହାକୁ ଉଦଘାଟନ କରିଛନ୍ତି ନନ୍ଦନକାନନ ଉପ ନିର୍ଦ୍ଦେଶକ ସଞ୍ଜୀବ କୁମାର । ଏହାସହ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଆରମ୍ଭ ହୋଇଛି…

ହ୍ବାଇଟ ହାଉସ ଆଗରେ ଆଫଗାନୀଙ୍କ ଜୋରଦାର ବିକ୍ଷୋଭ

ଓ୍ବାଶିଂଟନ : ଆଫଗାନିସ୍ତାନରେ ଏବେ ଚାଲିବ ତାଲିବାନର ରାଜୁତି । ଘନି ସରକାରର ପତନ ପରେ ଏବେ ତାଲିବାନ କବଜାରେ କାବୁଲ । ଆଫଗାନିସ୍ତାନରେ ତାଲିବାନର ରାଜୁତିକୁ ନେଇ ଆରମ୍ଭ ହେଲାଣି ବିରୋଧ । Save us, Save afganistan ନାଁରେ ଦିଆଗଲାଣି ନାରାବାଜି । ହ୍ବାଇଟ ହାଉସ ଆଗରେ ଜୋରଦାର ବିକ୍ଷୋଭ…

ଖୁବଶୀଘ୍ର ଆଫଗାନିସ୍ତାନକୁ ଇସଲାମିକ ଏମିରେଟ୍ ଅଫ୍ ଆଫଗାନିସ୍ତାନ ଭାବେ ଘୋଷଣା କରିବ ତାଲିବାନ

ଆଫଗାନିସ୍ତାନ : ଖୁବଶୀଘ୍ର ଆଫଗାନିସ୍ତାନକୁ ଇସଲାମିକ ଏମିରେଟ୍ ଅଫ୍ ଆଫଗାନିସ୍ତାନ ଭାବେ ଘୋଷଣା କରିବ ତାଲିବାନ । ତାଲିବାନର ଅନ୍ୟତମ କମାଣ୍ଡର ମୁଲ୍ଲା ଅବଦୁଲ ଘନି ବରଦାର ହୋଇପାରନ୍ତି ଦେଶର ନୂଆ ରାଷ୍ଟ୍ରପତି । ତାଲିବାନର ସେ ସହପ୍ରତିଷ୍ଠାତା ଥିଲେ । ବର୍ତ୍ତମାନ ସେ ଏହି ବିଦ୍ରୋହୀ…

ଆଫଗାନିସ୍ତାନ କାବୁଲରେ ବିଗିଡିଲା ସ୍ଥିତି, ବିମାନ ବନ୍ଦରରେ ଫୁଟିଲା ଗୁଳି, ୫ ମୃତ

ଆଫଗାନିସ୍ତାନ : ତାଲିବାନ ହାତକୁ ଯାଇଛି ଆଫଗାନିସ୍ତାନ । ଏହାକୁ ଦଖଲ କରିବା ପରେ କାବୁଲରେ ବିଗିଡିଛି ସ୍ଥିତି । ହମିଦ କାରଜାଇ ଆନ୍ତର୍ଜାତିକ ବିମାନ ବନ୍ଦରରେ ଉତ୍ତ୍ୟକ୍ତ ଲୋକଙ୍କ ଉପରେ ହୋଇଛି ଗୁଳିକାଣ୍ଡ । ପ୍ରବଳ ଗହଳି ପରିଲକ୍ଷିତ ହେବାରୁ ବିମାନ ବନ୍ଦରରେ ଅଚଳାବସ୍ଥା ସୃଷ୍ଟି ହୋଇଛି ।…

ପେଗାସସ ମାମଲା, ଅଭିଯୋଗକୁ ଭିତ୍ତିହୀନ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ପେଗାସସ ଜାସୁସୀ ମାମଲା ବିଭିନ୍ନ କପୋଳକଳ୍ପିତ ତଥ୍ୟ ଉପରେ ଆଧାରିତ ଏବଂ ତଥାକଥିତ ମିଡିଆ ରିପୋର୍ଟ ଅନୁସାରେ ପର୍ଯ୍ୟବେଶିତ । ଏହାର କୌଣସି ଭିତ୍ତି ନାହିଁ । ଏହାର ସତ୍ୟତା ଯାଞ୍ଚ ଲାଗି ଏକ ବିଶେଷଜ୍ଞ କମିଟି ଗଠନ କରାଯିବ ବୋଲି ସୁପ୍ରିମକୋର୍ଟ ନିକଟରେ କହିଛନ୍ତି କେନ୍ଦ୍ର…

ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଆରମ୍ଭ ହେଲା ଶିଶୁଙ୍କ କରୋନା ସଂକ୍ରମଣର ମ୍ୟାପିଙ୍ଗ

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ କରୋନା । ସ୍ଥିତି ସୁଧୁରୁଥିବା ବେଳେ, ଏବେ ଚିନ୍ତା ବଢ଼ାଇଲାଣି ଶିଶୁଙ୍କ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଶୂନରୁ ୧୮ ବର୍ଷ ମଧ୍ୟରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୦୪ ଜଣ ଆକ୍ରାନ୍ତ । ତେବେ ଏସବୁକୁ ନଜରରେ ରଖି ଦେଶର ପ୍ରଥମ ରାଜ୍ୟ ଭାବେ…

ପ୍ରଦୂଷିତ ଅଞ୍ଚଳରେ ନିୟମିତ ବ୍ୟାୟାମ ମୃତ୍ୟୁର ଆଶଙ୍କା କମାଇପାରେ

ନୂଆଦିଲ୍ଲୀ: ନୂତନ ଗବେଷଣା ଅନୁଯାୟୀ, ପ୍ରଦୂଷିତ ଅଞ୍ଚଳରେ ନିୟମିତ ବ୍ୟାୟାମ ମୃତ୍ୟୁ ଆଶାଙ୍କାକୁ କମ୍‌ କରିପାରେ। 'କାନାଡିୟାନ୍‌ ମେଡିକାଲ୍ ଆସୋସିଏସନ୍ ଜର୍ନାଲ୍'ରେ ଏହି ତଥ୍ୟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ନିୟମିତ ବ୍ୟାୟାମ ଅଭ୍ୟାସ ବାୟୁ ପ୍ରଦୂଷଣର ସଂସ୍ପର୍ଶରେ ଆସିଲେ ମଧ୍ୟ…