Latest Odisha News

BREAKING NEWS

କରୋନାରୁ ସୁସ୍ଥ ହେଲେ ଆଉ ୮ ହଜାର ୨୯୯ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ବୃଦ୍ଧି ପାଇବାରେ ଲାଗିଛି ସୁସ୍ଥତା ସଂଖ୍ୟା। ଏହି କ୍ରମରେ ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୮ ହଜାର ୨୯୯ ଜଣ ଆକ୍ରାନ୍ତ । https://twitter.com/HFWOdisha/status/1402975953035300867?s=19…

ଗଞ୍ଜାମର ଏହିସବୁ ପଞ୍ଚାୟତ କାରୋନା ମୁକ୍ତ

ଗଞ୍ଜାମ: ବରଗଡ ଜିଲ୍ଲାର ଅନ୍ତରାଦି ଅଞ୍ଚଳ କେବଳ ଯେ ଗୋଟିଏ କାରୋନା ମୁକ୍ତ ଅଞ୍ଚଳ ନୁହେଁ। ଏଥିରେ ସାମିଲ ହୋଇଛି ଗଞ୍ଜାମ ଜିଲ୍ଲାର କିଛି ପଞ୍ଚାୟତ। ଯେଉଁଠି କରୋନା ସଂକ୍ରମଣର ପନ୍ଦର ମାସ ପରେ ମଧ୍ୟ ଗୋଟିଏ ବି ପଜିଟିଭ ମାମଲା ଚିହ୍ନଟ ହୋଇନାହିଁ। ୨୦୨୧ ମସିହା ଏପ୍ରିଲରେ ଭାରତକୁ…

ଗାଈ ଓ ମଇଁଷି ପାଇଁ ଚାଷୀଙ୍କୁ ମିଳିବ ୩୦ ହଜାର ଟଙ୍କା

ଭୁବନେଶ୍ବର : ବାତ୍ୟା ୟାସ୍‌ରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାଜେକ ଘୋଷଣା । ପ୍ରଭାବିତ ଜିଲ୍ଲାର ୩୩ ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ଚାଷୀଙ୍କ ସ୍ବଳ୍ପ ମିଆଦୀ ଋଣ ହେବ ମଧ୍ୟମ ମିଆଦୀ ହେବ । ସେହିପରି ବାତ୍ୟାରେ ଦୁଧି ଆଳୀ ଗାଈ, ମଇଁଷି, ଛେଳି, ମେଣ୍ଢା ଓ…

ବିଶ୍ୱ ପରିବେଶ ଦିବସ; ସୋଆରେ ପ୍ରଧାନମନ୍ତ୍ରୀଙ୍କ ଲାଇଭ୍ ଷ୍ଟ୍ରିମିଂ କାର୍ଯ୍ୟକ୍ରମ

ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍‌)ର ଓଡ଼ିଶା କାର୍ଯ୍ୟାଳୟ ପକ୍ଷରୁ ଜୁନ୍ ୫ ତାରିଖରେ ସୋଆରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ…

ରଜ ପାଇଁ ଟ୍ବିନସିଟିରେ ସ୍ପେଶାଲ ଡ୍ରାଇଭ

ଭୁବନେଶ୍ୱର: ରଜ ପାଇଁ ବଢ଼ିଲା କଟକଣା । ନିୟମ ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏନେଇ ଚେତାବନୀ ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ରଜ ପାଇଁ ଆଜିଠୁ କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଛି । ଅନ୍ୟପଟେ କଟକଣା ଉଲ୍ଲଙ୍ଘନ କରି ଦୋକାନ ଖୋଲିଲେ ସିଲ୍ କରାଯିବ…

ତିନି ରଥର ଚକ କାର୍ଯ୍ୟ ସମ୍ପୁର୍ଣ୍ଣ

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ତିନି ରଥର ମୋଟ ୩୯ଟି ଚକ ସମ୍ପୁର୍ଣ୍ଣ ହୋଇଛି । ବୁଧବାର ସୁଦ୍ଧା ଜନ୍ତାଗାଡ଼ରେ ୩ ଟି ଚକର ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ କରିଛନ୍ତି ଭୋଇ ସେବାୟତ ମାନେ । ଏଥି ସହ ତିନି ରଥର ଚାରିନାହାକାର ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି । ରଥର ଚାରି…

‘ୟାସ’ ପ୍ରଭାବିତ କୃଷକଙ୍କ ପାଇଁ ପ୍ୟାକେଜ

ଭୁବନେଶ୍ୱର : ୟାସ ପ୍ରଭାବିତ କୃଷକ ମାନଙ୍କ ପାଇଁ ସହାୟତା ଘୋଷଣା । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳର କୃଷକ ମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି । ୩୩ ପ୍ରତିଶତ ବା ତା ଠାରୁ ଅଧିକ ଫସଲ କ୍ଷତି ସହିଥିବା ଛୋଟ ଓ ନାମ ମାତ୍ର ଚାଷୀଙ୍କ ପାଇଁ ଇନପୁଟ…

ଯବାନଙ୍କୁ ଶେଷ ସଲାମ

ସଇଁତଳା :ଯବାନଙ୍କୁ ଶେଷ ସଲାମ । କାନ୍ଦୁଛି ଗାଁ , ଯବାନଙ୍କୁ ହରାଇ ଝୁରୁଛି ଭିଟାମାଟି । ବିରାଟ ଶୋଭାଯାତ୍ରାରେ ଗାଁ ପରିକ୍ରମା କରିବା ପରେ ତାଙ୍କୁ ଶ୍ରଦ୍ଧାଂଜଳି ଦିଆଯାଇଛି । ଶେଷରେ ଗାଁ ମାଟିରେ ଶେଷ କୃତ୍ୟ ସମ୍ପନ୍ନ ହୋଇଛି ଯବାନଙ୍କ । ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଯବାନ ଥବୀର ।…

ଗାନ୍ଧୀ ଚର୍ଚ୍ଚା: ଅଧା ନଙ୍ଗଳା ଫକୀର ଗାନ୍ଧୀ ମହାରାଜ

ପ୍ରହଲାଦ କୁମାର ସିଂହ ‘ପ୍ରିୟ ପ୍ରଧାନ ମନ୍ତ୍ରୀ, ଆପଣ ନଙ୍ଗଳା ଫକୀରକୁ ଦଳି ଦେବାକୁ ଇଚ୍ଛା କରୁଥିବା ଜଣାଣୁଣା । ମୋତେ ଆପଣ ନଙ୍ଗଳା ଫକୀରଭାବେ ବର୍ଣ୍ଣନା କରନ୍ତି । ଦୀର୍ଘ ଦିନ ଧରି ମୁଁ ଗୋଟିଏ ଫକୀର ହେବାକୁ ସାଧନା କରୁଛି । ନଙ୍ଗଳା ଫକୀର ହେବା ତ’ ଆହୁରି କଷ୍ଟ । ତେଣୁ ଆପଣଙ୍କ…

କୋଭିଡ୍ ମହାମାରୀରେ ମିଥ୍ୟା ତଥ୍ୟ ପ୍ରଘଟ, ସାମ୍ବାଦିକ ଗିରଫ

ଅନୁଗୁଳ: ପୂର୍ବରୁ ଠିକାଦାର କିମ୍ବା ବେସରକାରୀ ସଂସ୍ଥାକୁ ବଟି ମାଗି ସାମ୍ବାଦିକ ଗିରଫ ହେବା ଖବର ସାମ୍ନାକୁ ଆସିଥିଲା । କିଛି ହାତଗଣତି ଲୋକଙ୍କ ପାଇଁ ସମ୍ବିଧାନର ଚତୁର୍ଥ ସ୍ତମ୍ଭ ବୋଲାଉଥିବା ଗଣମାଧ୍ୟମ ଅଳ୍ପ ବହୁତ ବଦନାମ ବି ହୋଇଥିଲା । ହେଲେ ଏବେ କୋଭିଡ୍ ମହାମାରୀ ଭଳି ସମ୍ବେଦନଶୀଳ…