Latest Odisha News

BREAKING NEWS

ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହେଲେ ମିଲ୍ଖା ସିଂ

ଚଣ୍ଡିଗଡ଼: ଲିଜେଣ୍ଡାରୀ ଭାରତୀୟ ସ୍ପ୍ରିଣ୍ଟର ମିଲ୍ଖା ସିଂ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ଗତ କିଛି ଦିନ ହେବ ସେ କରୋନା ସଂକ୍ରମିତ ହୋଇ ଚିକିତ୍ସାଧିନ ଥିଲେ। ପରିବାରର ଅନୁରୋଧ କ୍ରମେ ୯୧ ବର୍ଷୀୟ ମିଲ୍ଖାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା…

ଓଡ଼ିଶାରୁ କରୋନା ନେଲା ୩୫ ଜୀବନ, ଅନୁଗୋଳ ଜିଲ୍ଲାରେ ଥମୁନି ମୃତ୍ୟୁସଂଖ୍ୟା

ଅନୁଗୋଳ: ଓଡ଼ିଶାରେ ଧିରେ ଧିରେ କାବୁ ପାଉଛି ଦୈନିକ କରୋନା ସଂକ୍ରମଣ । କିନ୍ତୁ ଥମୁନି ମୃତ୍ୟୁସଂଖ୍ୟା । ପ୍ରତିଦିନ ୩୦ରୁ ଅଧିକ ଜୀବନ ଯାଉଛି । ଗତ ୨୪ ଘଣ୍ଟାରେ ଆଉ ୩୫ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଅନୁଗୋଳ ଜିଲ୍ଲାରେ ଅଧିକ ରହୁଛି ଦୈନିକ ମୃତ୍ୟୁସଂଖ୍ୟା । ଆଜି ଜିଲ୍ଲାରୁ ଆଉ ୫ ଜଣ…

ଓଡ଼ିଶାରେ ଖସୁଛି କରୋନା ଟ୍ରେଣ୍ଡ: ଆଜି ୮୩୧୩ ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ ୯୭୪ ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶାରେ ନିୟନ୍ତ୍ରଣକୁ ଆସୁଛି କରୋନାର ଦୈନିକ ସଂକ୍ରମଣ । ପଜିଟିଭ୍ ହାର୍ ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮ହଜାର ୩୧୩ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪ହଜାର ୬୫୫ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ହଜାର ୬୫୮ ।…

କବିତା : ଭୁବନେଶ୍ୱର

ସୁପ୍ରିୟା ପ୍ରଶାନ୍ତ ଭୁବନେଶ୍ୱର ନିରୁଦ୍ଧିଷ୍ଟା ଜଣେ ରହସ୍ୟମୟୀ ନାରୀ ତାକୁ ଦେଖିଥିବା ଲୋକେ ମନେ ପକାନ୍ତି , ସେ ନିରୀମାଖୀ, ଏକବାରେ ମନୋଇ ଟିଆପଖିଆ ପଣତ ତାର ଲମ୍ବିଥାଏ , ଖଣ୍ଡଗିରିରୁ ଚନ୍ଦକା ଶେଷଯାଏ, ତା ବୁକୁରେ ମୁହଁ ଗୁଞ୍ଜନ୍ତି , ଡେଉଁଥାନ୍ତି ପଲେ ମାଙ୍କଡ଼ଛୁଆ ।…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୩୧-୫-୨୦୨୧ ସୋମବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମଇ ତା ୩୧ ରିଖ ସୋମବାର ବୃଷ ୧୭ ଦିନ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଷଷ୍ଠୀ ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର-: ମିଥୁନ ରାଶିର ଘାତ ଚନ୍ଦ୍ର-: ସିଂହ ରାଶି ପୁରୁଷଙ୍କର ଆଜିର ନିଷେଧ ଖାଦ୍ୟ-:…

ସାତ ରଙ୍ଗର ପାହାଡ଼ ଉଲୁରୁ

ଭୁବନେଶ୍ୱର: ଆମ ଚାରିପଟେ ଥିବା ରହସ୍ୟ ଗୁଡିକ ଉପରେ ଅଳ୍ପ ବହୁତ ଜାଣିଲେ । ହେଲେ ଏବେ ଦେଖିବା କିଛି ବିଚିତ୍ର ପାହାଡକୁ ନେଇ ଖବର । ଏ କୌଣସି ସାଧାରଣ ପାହାଡ ନୁହେଁ । ତୁୂହାକୁ ତୁହା ରଙ୍ଗ ବଦଳାଉଥିବା ପାହାଡ । ଏହାକୁ ଉଲୁରୁ ପାହାଡ ବୋଲି କୁହନ୍ତି ଜୀବ ଜନ୍ତୁ ରଙ୍ଗ ବଦଳାଉଥିବା ଆମେ…

ରଘୁନାଥଙ୍କ ବିୟୋଗରେ ତାଳଚେର ସାମ୍ବାଦିକଙ୍କ ଶୋକସଭା

ଅନୁଗୁଳ: କରୋନା ମହାମାରୀର ଦ୍ୱିତୀୟ ଲହରରେ ହଜିଗଲା ଅନୁଗୁଳର ସାମ୍ବାଦିକ ରଘୁନାଥ ସାହୁଙ୍କ ଜୀବନ । ଶୁକ୍ରବାର ତାଙ୍କ ନିଧନ ଖବର ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳାଇଦେଇଥିଲା । ତାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ତାଳଚେର କାର୍ଯ୍ୟରତ ସାମ୍ବାଦିକ ସଙ୍ଗଠନ ତରଫରୁ ଶୋକସଭା ଅନୁଷ୍ଠିତ ହୋଇଥିଲା…

ଜୁନ ୩ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ ବାୟୁ

ନୂଆଦିଲ୍ଲୀ : ଠିକ୍ ସମୟରେ ନୁହେଁ, ଏଥର ବିଳମ୍ବରେ କେରଳ ଛୁଇଁବ ମୌସୁମୀ ବାୟୁ । ଜୁନ୍ ପହିଲା ବଦଳରେ ଜୁନ ୩ ତାରିଖରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ପୂର୍ବରୁ ଠିକ ସମୟରେ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି…

ଆଇପିଏଲ-୨୦୨୧ର ବଳକା ମ୍ୟାଚରେ ଖେଳିବେ ନାହିଁ ପ୍ୟାଟ କୁମିନ୍ସ

ନୂଆଦିଲ୍ଲୀ: ଆଇପିଏଲ ୧୪ତମ ସଂସ୍କରଣର ବଳକା ମ୍ୟାଚ ୟୁଏଇରେ ଖେଳାଯିବ । ତେବେ ରବିବାର କୋଲକାତା ନାଇଟ ରାଇଡର୍ସକୁ ଏହାର ପ୍ରସ୍ତୁତି ନେଇ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ବୋଲର ପ୍ୟାଟ କୁମିନ୍ସ ୟୁଏଇରେ ବାକିତକ ମ୍ୟାଚ ଖେଳିବେ ନାହିଁ ବୋଲି କହିଛନ୍ତି । କୋଲକାତା କୁମିନ୍ସଙ୍କୁ ୨୦୨୦ରେ…

ସୁସ୍ଥ ହୋଇ ଘରକୁ ଫେରିଲେ ୧୧ ହଜାର ୮୮୧ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ସଂକ୍ରମଣ ତୁଳନାରେ ବଢ଼ିବାରେ ଲାଗିଛି ସୁସ୍ଥତା ସଂଖ୍ୟା । ଏଡି କ୍ରମରେ ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୧୧ ହଜାର ୮୮୧ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସାରା ରାଜ୍ୟରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ…