Latest Odisha News

BREAKING NEWS

ଅଗଷ୍ଟ ୧୬ରୁ ଖୋଲିବ କଲେଜ

ଭୁବନେଶ୍ୱର:  ଅଗଷ୍ଟ ୧୬ରୁ ଖୋଲିବ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ । ପୂର୍ବରୁ ବୈଷୟିକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଅନୁମତି ଦିଆଯାଇଥିବା ବେଳେ ଏବେ ଅଣ ବୈଷୟିକ କଲେଜ ଓ ୟୁନିଭର୍ସିଟି ଖୋଲିବାକୁ ଅନୁମତି ଦିଆଯାଇଛି । ଏ ନେଇ ଟ୍ୱିଟ୍ ଯୋଗେ ରାଜ୍ୟ ସରକାରଙ୍କ ଉଚ୍ଚ…

ଚତୁର୍ଥ ମହଲାରୁ ଡେଇଁ କରୋନା ଆକ୍ରାନ୍ତଙ୍କ ଆତ୍ମହତ୍ୟା

କଟକ: ଏସସିବି ମେଡିକାଲ ଚତୁର୍ଥ ମହଲାରୁ ଡେଇଁ ଜଣେ କରୋନା ଆକ୍ରାନ୍ତ ଆତ୍ମହତ୍ୟା କରିଛନ୍ତି । ଗୁରୁବାର ଦିନ ଏହି ବ୍ୟକ୍ତି ଜଣକ ହସପିଟାଲର ଚତୁର୍ଥ ମହଲାରୁ ଝରକା ଦେଇ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ସୁରକ୍ଷାକର୍ମୀ ମାନେ ତାଙ୍କୁ ନେଇ ଗୁରୁତର…

ରେସଲିଂ ସେମିରେ ବଜରଙ୍ଗ ପୁନିଆ, ଗଲ୍ଫରେ ଆଶା ସୃଷ୍ଟି କଲେ ଅଦିତି

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଶୁକ୍ରବାର ରେସଲିଂ ଏବଂ ଗଲ୍ଫରେ ଭାରତର ପଦକ ସମ୍ଭାବନା ସୃଷ୍ଟି ହୋଇଛି । ରେସଲିଂ ପୁରୁଷ ବିଭାଗ ୬୫ କିଗ୍ରା ବିଭାଗରେ ବଜରଙ୍ଗ ଇରାନର ମୋର୍ଟିଜା ଘିୟାସୀଙ୍କୁ ୨-୧ରେ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଛି । ସେମିରେ ସେ ଆଜରବୈଜାନର ହାଜି ଅଲିୟେଭଙ୍କୁ…

ଭାରତୀୟ ମହିଳା ହକି ଦଳକୁ ଚତୁର୍ଥ କ୍ୱାର୍ଟର ଭୁଲ ମହଙ୍ଗା ପଡିଲା, ହାତଛଡା ହେଲା ଦୀର୍ଘ ଦିନର ସ୍ୱପ୍ନ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ଗ୍ରେଟ ବ୍ରିଟେନ ନିକଟରୁ ୩-୪ରେ ହାରି ବ୍ରୋଞ୍ଜ ପଦକ ହାତଛଡା କରିଛି । ଏଥିସହ ଦୀର୍ଘ ଦିନ ପରେ ଅଲିମ୍ପିକ୍ସରେ ପଦକ ହାସଲ ସ୍ୱପ୍ନ ଧୋଇ ହୋଇଯାଇଛି । ଦ୍ୱିତୀୟ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୦-୨ରେ ପଛରେ ରହିବା ପରେ ଚମତ୍କାର…

ଡାକ୍ତର ହେବା ନୋହିଲା

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ସର୍ବନିୟନ୍ତାଙ୍କ ରଚିତ ଏହି ଜୀବନ ନାଟକକୁ ଆମ ଦୃଷ୍ଟଭଙ୍ଗୀରେ ଦେଖିଲେ ଅନେକ ଅସଙ୍ଗତି ଜଣାପଡେ। କେବେ ଆଲୋକର ବନ୍ୟା ଭିତରେ ରାସ୍ତା ହଜିଯାଏ ତ କେବେ ଘନଅନ୍ଧକାର ଭିତରେ ଗୋଟିଏ କ୍ଷୀଣ ଅଲୋକ ବର୍ତ୍ତିକା ଦିଗଦର୍ଶନ ଦେଇ ସଠିକ ଠିକଣାରେ ପହଞ୍ଚେଇ…

ଫକୀରମୋହନଙ୍କ ଅଣନାତୁଣୀଙ୍କୁ ଅନୁରୋଧ ପତ୍ର

ରାଉରକେଲା : କଲଚରାଲ ଏକାଡେମୀ , ରାଉରକେଲା ପକ୍ଷରୁ ଓଡ଼ିଆ ସାହିତ୍ୟର ମହାନ ସ୍ରଷ୍ଟା ଫକୀର ମୋହନ ସେନାପତିଙ୍କ ଅଣ ନାତୁଣୀ ମିନାକ୍ଷୀ ଦତ୍ତଙ୍କୁ ଏକ ଅନୁରୋଧ ପତ୍ର ପ୍ରଦାନ କରାଯାଇଛି। ନିକଟରେ ଫକୀରମୋହନଙ୍କ ରଚିତ ରେବତୀ ଗଳ୍ପଟି ପୃଥିବୀର ୩୬ଟି ଭାଷାରେ ଅନୂଦିତ ହୋଇ ଓଡ଼ିଶା ତଥା ଓଡ଼ିଆ…

ପ୍ରତିଯୋଗିତା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’  ଟୋକିଓ ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ହାଇ ଜମ୍ପ୍ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ପାଇଁ ଯେଉଁ ରୋମାଞ୍ଚକର ପରିସ୍ଥିତି ସୃଷ୍ଟି ହେଲା ଏବଂ ଏଥିରେ ନିଜ ଖେଳୁଆଡ ମନୋଭାବକୁ ଯେଭଳି ଭାବେ ପ୍ରଦର୍ଶନ କଲେ କତାରର ମୁତାଜ୍ ଏସା…

କବିତା : ମାଟିର ମହକ

ବନଜା ପ୍ରଧାନ ବୀର ପ୍ରସବିନୀ ଏଇ ମାଟି ଆଉ ତା ମହକ ପ୍ରାଣେ ପ୍ରାଣେ ଭରିଛ ସେ ଅଜଣା ପୁଲକ। ବୀର ସନ୍ତାନର କୀର୍ତ୍ତିରାଜି କୋଣେ ଅନୁକୋଣେ ହିଂସାରେ ଅହିଂସାର ସନ୍ଥ ପ୍ରାଣବଳି ଦିଏ କଣ୍ଠୁ ତାର 'ହେ ରାମ' ଝରୁଥାଏ। ପ୍ରତି କଣିକାରେ ଅଜଣା ପୁଲକ। ଧର୍ମ ତରାଜୁର ଭାରି ପାଇଁ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

 ଆଜିର ରାଶିଫଳ ତା ୬-୮-୨୦୨୧ ଶୁକ୍ରବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଅଗଷ୍ଟ ତା ୬ ରିଖ ଶୁକ୍ରବାର କର୍କଟ ୨୨ ଦିନ ଶ୍ରାବଣ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର-: ବିଛା, ଧନୁ ଓ ମୀନ ରାଶିର ଘାତ ଚନ୍ଦ୍ର-: କନ୍ୟା ରାଶି ପୁରୁଷ…

ଟ୍ରାକ୍ଟର ଓଲଟି ଜଣେ ମୃତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଡାହିମାଳ ନିକଟ ଚାଷ ଜମିରେ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ ହୋଇଛି । ଆଜି ସନ୍ଧ୍ୟାରେ ଚାଷଜମିରେ ହଳ କରୁଥିବା ସମୟରେ ଟ୍ରାକ୍ଟର ଓ଼ଲଟିଯିବା ଫଳରେ ଟ୍ରାକ୍ଟରରେ ଚାପିହୋଇ ଡ୍ରାଇଭର ଘଟଣାର ସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ଡ୍ରାଇଭର ଭେଡେନ…