Latest Odisha News

BREAKING NEWS

ଡିସେମ୍ବରରେ ବାହା ହେବେ ଅଭିନେତ୍ରୀ ଗୌହର୍‌ ଖାନ୍‌

ନୂଆଦିଲ୍ଲୀ: ଅଭିନେତ୍ରୀ ଗୌହର ଖାନ ତାଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ନିକଟରେ ବେଶ୍‌ ଚର୍ଚ୍ଚା ସାଉଁଟିଥିଲେ। ସେ ଜୈଦ୍‌ ଦରବାର୍‌ଙ୍କ ସହ ପ୍ରେମ ସମ୍ପର୍କରେ ରହିବା କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏବେ ଦୁହେଁ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ସୂଚନାଯୋଗ୍ୟ ଗୌହର ଏବଂ…

ଛାଡପତ୍ର ପାଇଁ ଆବେଦନ କଲେ ଚର୍ଚ୍ଚିତ ଆଇଏଏସ୍ ଯୋଡି

ନୂଆଦିଲ୍ଲୀ : ଆଇଏଏସ୍ ଟ୍ରେନିଂ ବେଳେ ଦୁହେଁ ଦୁହିଁଙ୍କୁ ଭେଟିଥିଲେ । ଜଣେ ଥିଲେ ୨୦୧୫ ମସିହାର ୟୁପିଏସି ଟପ୍ପର ଟିନା ଦାବି ଓ ଅନ୍ୟ ଜଣେ ଦ୍ୱିତୀୟ ଟପ୍ପର ଅଥର ଖାନ । ସକାଳେ ଦୁହିଁଙ୍କର ଟ୍ରେନିଂ ବେଳେ ଦେଖା ହୋଇଥିଲା ଆଉ ସନ୍ଧ୍ୟାରେ ଅଥର ଟିନାଙ୍କୁ ପ୍ରପୋଜ କରିଥିଲେ । ଏମିତି ଭାବରେ…

ଇଡି ଅନୁସନ୍ଧାନରେ ଗୁରୁତ୍ୱପୂର୍ଣ୍ଣ ପ୍ରକାଶ; ଫିଲ୍ମ ‘ରାବ୍‌ତା’ ପାଇଁ ସୁଶାନ୍ତ ନେଇଥିଲେ ୧୭ କୋଟି

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପୁଣି ଜୋରଦାର ତଦନ୍ତ ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ, ସୁଶାନ୍ତଙ୍କୁ ଦିଆଯାଇଥିବା କୋଟି କୋଟି ଟଙ୍କାର ଦେୟ ବିଷୟରେ ଇଡି ସୂଚନା ପାଇଛି। ସୂଚନାନୁସାରେ ସୁଶାନ୍ତଙ୍କୁ ତାଙ୍କର ଗୋଟିଏ ଚଳଚ୍ଚିତ୍ର ପାଇଁ…

ଆଜି ବିଶ୍ୱ ଟେଲିଭିଜନ ଦିବସ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ଟେଲିଭିଜନ ଦିବସ।୧୯୯୬ ମସିହା ୨୧ ନଭେମ୍ବର ଏବଂ ୨୨ ନଭେମ୍ବରରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମ ଟେଲିଭିଜନ ମଞ୍ଚ ଆୟୋଜିତ କରିଥିଲା। ୨୧ ନଭେମ୍ବରକୁ ବିଶ୍ୱ ଟେଲିଭିଜନ ଦିବସ ରୂପେ ସ୍ଥାପିତ କରାଯାଇଥିଲା। ଟେଲିଭିଜନ୍‌ର ସୃଷ୍ଟି ସୂଚନା ଦେବା ପାଇଁ; ତେଣୁ,…

ଶାହାରୁଖ୍‌ଙ୍କ ଘରେ ରହିବାକୁ ଚାହୁଁଛନ୍ତି କି? ଗୋଟିଏ ରାତି ପାଇଁ ମିଳୁଛି ଏହି ସୁଯୋଗ; ଜାଣନ୍ତୁ କିପରି ପାଇବେ ଏହି…

ନୂଆଦିଲ୍ଲୀ: ଶାହାରୁଖ ଖାନ ଏବଂ ଗୌରୀ ଖାନ ସେମାନଙ୍କ ଦିଲ୍ଲୀସ୍ଥିତ ଘରକୁ ବହୁତ ଭଲ ପାଆନ୍ତି ଯେଉଁଥିପାଇଁ ଏହି ଦମ୍ପତି ବର୍ତ୍ତମାନ ପ୍ରଶଂସକଙ୍କ ସହ ନିଜ ଘର ସେୟାର୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଶଂସକମାନଙ୍କୁ ଏଥିରେ ରହିବାକୁ ସୁଯୋଗ ଦେବା ପାଇଁ ଶାହରୁଖ-ଗୌରୀ ଏୟାରବିଏନ୍‌ବି…

ଅପହରଣର ୫ ଦିନ ପରେ ନବଜାତ ଶିଶୁକୁ ଥାନା ସାମ୍ନାରେ ଛାଡ଼ିଗଲେ ଅପହରଣକାରୀ

ଅପହରଣର ୫ ଦିନ ପରେ ଶିଶୁ କନ୍ୟାକୁ ଥାନା ସାମ୍ନାରେ ଛାଡ଼ିଗଲେ ଅପହରଣକାରୀ ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ଏକ ଡାକ୍ତରଖାନାରୁ ୫ ଦିନ ତଳେ ଏକ ନବଜାତ ଶିଶୁକୁ ଜଣେ ମହିଳା ଚୋରାଇ ନେଇଥିବା ବେଳେ ଶୁକ୍ରବାର ସକାଳେ ତାକୁ ଥାନା ଫାଟକ ସାମ୍ନାରେ ରଖି ପଳାଇଥିବା ସୂଚନା ମିଳିଛି।…

ବିବାହ କରିପାରିବେନି ସମ୍ପର୍କୀୟ ଭାଇ ଭଉଣୀ: ହାଇକୋର୍ଟ

ନୂଆଦିଲ୍ଲୀ: ନିଜ ସମ୍ପର୍କୀୟ ଭାଇ ଭଉଣୀ ଅର୍ଥାତ ନିଜ ଦାଦା ବଡ଼ ବାପା, ପିଉସୀ,ମାଉସୀ, ମାମୁଁଙ୍କ ପୁଅ-ଝିଅ ଙ୍କୁ ବିବାହ କରିବା ଏଣିକି ଆଇନଗତ ଅପରାଧ। ଏପରି ବିବାହକୁ ଅବୈଧ ଘୋଷଣା କରିଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟ। ସୂଚନାନୁସାରେ, ଲୁଧିଆନାର ଖାନ୍ନା ସିଟି-୨ ଥାନାର ଏକ ମାମଲରେ…

୪ଟି ଭାଷାର‌େ ରାଇମସ୍ ଗାଇ ୱାଲ୍ଡ ରେକର୍ଡ କଲେ କଟକର କୁନି ପୁଅ

କଟକ: ଓଡିଆ ଭାଷା ସମେତ ପ୍ରାୟ ୪ଟି ଭାଷା‌ରେ ୩୬ ପ୍ରକାରର ରାଇମସ୍ ଗାଇ ବିଶ୍ବ ରେକର୍ଡ କରିବାର ହକଦାର ହୋଇଛନ୍ତି କଟକର ଜଣେ କୁନି ପୁଅ। କେ. ସାଇ ପ୍ରତ୍ୟୁଷ ନାମକ ଏହି ଶିଶୁର ବୟସ ୩ ବର୍ଷରୁ କମ୍ ହେବ ବୋଲି ଜଣାପଡିଛି। ସେ ଓଡିଆ, ହିନ୍ଦୀ, ଇଂରାଜୀ ଓ ତେଲୁଗୁ ଭଳି ୪ଟି ଭାଷାର‌େ…

ଯୁକ୍ତରାଷ୍ଟ୍ର ଆମେରିକାର ଏକ ମଲ୍ ରେ ଗୁଳିକାଣ୍ଡ; ୮ ଆହାତ

ୱାୱଟୋସା: ଯୁକ୍ତରାଷ୍ଟ୍ର ଆମେରିକା ସ୍ଥିତ ମିଲ୍‌ଓ୍ଵାକି ଉପନଗରରେ ଥିବା ଏକ ମଲ୍‌ରେ ଶୁକ୍ରବାର ଦିନ ଘଟିଛି ଗୁଳିକାଣ୍ଡ। ଏଥିରେ ପାଖାପାଖି ଆଠଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି। ଅନ୍ୟପଟେ ଗୁଳି ଚାଳନା କରିଥିବା ବନ୍ଧୁକଧାରୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା କଥା ସ୍ଥାନୀୟ…

ପୁରୀରୁ ୧୧ ଗ୍ରାମର ବ୍ରାଉନସୁଗାର ଜବତ

ନିମାପଡା: ପୁରୀ ଜିଲ୍ଲା ନିମାପଡା ଥାନା ପୋଲିସ ପକ୍ଷରୁ ୧୧ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ସ୍ଥାନୀୟ ଧନୁଆଁ ବ୍ରିଜ଼ ନିକଟରେ ପୋଲିସ ଚଢ଼ାଉ କରିବା ସହ ପାଞ୍ଚ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି। ଏଥିସହିତ ସେମାନଙ୍କ ନିକଟରୁ ପାଖାପାଖି ୧୧ ଗ୍ରାମର…