Latest Odisha News

BREAKING NEWS

NHRC ଗାଇଡଲାଇନ ଅନୁସାରେ ପୋଲିସ ହେପାଜତରେ ମୃତ୍ୟୁ ଅଭିଯୋଗ ତଦନ୍ତ: ପୋଲିସ ଡିଜି

ଭୁବନେଶ୍ୱର: ପୁରୀ ଓ ବୀରମିତ୍ରପୁରରେ ପୋଲିସ୍‌ ହେପାଜତରେ ଯପୁବକଙ୍କ ମୃତ୍ୟୁ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ଅଭୟ । ସେ କହିଛନ୍ତି, ଘଟଣାର ତଦନ୍ତ ହେବ । ଏଭଳି ମୃତ୍ୟୁ ହେଲେ ତଦନ୍ତ ନେଇ ଜାତୀୟ ମାନବାଧିକା କମିଶନ ବା NHRCଙ୍କ ଗାଇଡଲାଇନ ରହିଛି । ଡାକ୍ତରୀ ଟିମ୍…

ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି : ରାଜ୍ୟର ବିନା ଅନୁମତିରେ ସିବିଆଇ ଯାଂଚ ହୋଇପାରିବନି

ନୂଆଦିଲ୍ଲୀ: ମାନ୍ୟବର ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଏହା ଅନୁସାରେ ଆଗକୁ ରାଜ୍ୟ ସରକାର ବିନା ଅନୁମତିରେ ସିବିଆଇ ତଦନ୍ତ ହୋଇପାରିବ ନାହିଁ । ୮ ଅଣ ବିଜେପି ଶାସିତ ରାଜ୍ୟ ଝାଡଖଣ୍ଡ, କେରଳ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ, ମିଜୋରମ ଓ…

ଚଳିତ ମାସରେ ବନ୍ଦ ହେବ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟକ୍ଷମ ଟାଟା କୋଭିଡ୍ ହସ୍ପିଟାଲ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଶୀତଳାପଲ୍ଲୀରେ ଥିବା ଟାଟା କୋଭିଡ୍ ହସ୍ପିଟାଲକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଚଳିତ ମାସ ଶେଷ ସୁଦ୍ଧା ଏହା ବନ୍ଦ ହେବ ।…

ପୁରୁଣା ଫଟୋ ସେୟାର୍‌ କରି ଇନ୍ଦିରା ଗାନ୍ଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପୂର୍ବତନ ଆଇପିଏସ୍‌ ଅଧିକାରୀ କିରଣ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବହୁ ବଡ ନେତା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ୧୦୩ ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପୂର୍ବତନ ଆଇପିଏସ୍ ଅଧିକାରୀ କିରଣ ବେଦୀ ଶ୍ରୀମତି ଗାନ୍ଧୀଙ୍କ  ସହିତ ନିଜର ଏକ ପୁରୁଣା ଫଟୋ ସେୟାର କରି ପୂର୍ବତନ…

ପୁରୀ ବାସେଳିସାହି ଥାନାରେ ହାଜତ ମୃତ୍ୟୁ ଅଭିଯୋଗ, ଖଣ୍ଡନ କଲେ ଏସପି

ପୁରୀ: ବାସେଳି ସାହି ଥାନାରେ ହାଜତ ମୃତ୍ୟୁ ଅଭିଯୋଗ । ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ଏଭଳି ଅଭିଯୋଗ ସାମାନକୁ ଆସିଛି । ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ମୃତକଙଙ୍କ ନାଁ କେ. ରମେଶ ଓ ଘ ବଳିଆପଣ୍ଡ ଫାଦର ସ୍କୁଲ ଅଞ୍ଚଳରେ । ଗତକାଲି କେ.…

ପଶ୍ଚିମବଙ୍ଗ ନିର୍ବାଚନ: ଟିଏମସି ସହ ଏକତ୍ର ଲଢ଼ିବା ପାଇଁ ପ୍ରସ୍ତାବ ଦେଲା ଏଆଇଏମଆଇଏମ

କୋଲକାତା: ବିହାର ନିର୍ବାଚନରେ ଭଲ ଫଳାଫଳ କରିବା ପରେ ଏଆଇଏମଆଇଏମ ଏବେ ଆଖି ପକାଇଛି ପଶ୍ଚିମବଙ୍ଗ ନିର୍ବାଚନ ଉପରେ । ଏହାର ଅଧ୍ୟକ୍ଷ ଅସଦୁଦ୍ଦିନ ଓୱାଇସ ଏବେ ଟିଏମସି ସହ ଏକତ୍ର ନିର୍ବାଚନ ଳଢ଼ିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଟିଏମସି ମୁଖ୍ୟ ତଥା ପ୍ରଧାନମନ୍ତ୍ରୀ ମମତା ବାନାର୍ଜି ଏ ନେଇ…

କଟକରେ ଫାଇନାନ୍ସ କମ୍ପାନୀରୁ ବଡ଼ ଧରଣର ଡକାୟତି

କଟକ: କମିଶନରେଟ ପୋଲିସକୁ କଟକରେ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ । ସ୍ପଷ୍ଟ ଦିବାଲୋକରେ ଏକ ଫାଇନାନ୍ସ କମ୍ପାନୀରୁ ବଡ଼ ଧରଣର ଡକାୟତି ହୋଇଛି ।  ନୟାସଡ଼କରେ ଥିବା IIFL ନାମକ ଏକ ଫାଇନାନ୍ସ କମ୍ପାନୀରୁ ଏହି ଲୁଟ୍ ହୋଇଛି । ଅଭିଯୋଗ ଅନୁସାରେ, ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ  ବହୁ ଟଙ୍କା,…

ପଶ୍ଚିମ ଓଡ଼ିଶାରେ ବଢୁଛି କରୋନା ଡେଥ୍ କେସ୍: ରାଜ୍ୟର ୧୧ ଜିଲ୍ଲାରୁ ଆଉ ୧୭ ମୃତ

ଭୁବନେଶ୍ୱର: ରାଜ୍ୟରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ବି ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍ । ଗତ ୨୪ ଘଣ୍ଟାରେ ମହାମାରୀ ଆଉ ୧୭ ଜଣଙ୍କୁ ମାରି ଦେଇଛି । ଚିକିତ୍ସାଧୀନ ଅବସ୍ଥାରେ ୧୧ ଜିଲ୍ଲାରୁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । 5.A 45-year-old male of Ganjam…

୨୫ ବର୍ଷ ବୟସରେ ମା’ ହୋଇଥିଲେ ସୁସ୍ମିତା

ନୂଆଦିଲ୍ଲୀ: ନଭେମ୍ବର ୧୯ରେ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ତାଙ୍କର ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ହାଇଦ୍ରାବାଦର ଏକ ବୈଦ୍ୟବ୍ରହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିବା ସୁସ୍ମିତାଙ୍କ ପିତା ଭାରତୀୟ ବାୟୁସେନାରେ ୱିଙ୍ଗ କମାଣ୍ଡର ଥିଲେ ଏବଂ ତାଙ୍କ ମା ଦୁବାଇ ସ୍ଥିତ ଏକ ଦୋକାନରେ…

ହଜାରେ ତଳେ ଦୈନିକ କରୋନା ଆକ୍ରାନ୍ତ ସଂଖ୍ୟା, ୨୪ ଘଣ୍ଟାରେ ରାଜ୍ୟରୁ ୮୬୮ ପଜିଟିଭ୍

ଭୁବନେଶ୍ୱର: ଗତ ସପ୍ତାହେ ହେବ ରାଜ୍ୟରେ କ୍ରମାଗତ ଭାବରେ ହଜାରେ ତଳେ ରହିଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କମୁଛି ଲୋକାଲ୍ କଣ୍ଟାକ୍ଚ କେସ୍ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ସଂକ୍ରମିତ ହୋଇଛନ୍ତି ଆଉ ୮୬୮ ଜଣ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪୯୯ ଜଣ ଥିବା ବେଳେ ଲୋକାଲ…