Latest Odisha News

ବୁଢାବଳଙ୍ଗରେ ବନ୍ୟା ଆଶଙ୍କା.. .

ଶିମିଳିପାଳ: ବାତ୍ୟା ‘ୟାସ୍‌’ ଛାଡିଗଲା ପରେ ଲଗାଣ ବର୍ଷା । ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ପବନ ବି ବହିବାରେ ଲାଗିଛି । କିଛି ସ୍ଥାନରେ ପ୍ରବଳର ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିିଛି । ସେହିଭଳି ଶିମିଳିପାଳ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗ ଜିଲ୍ଲାରେ ପ୍ରବାହିତ…

ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ‘ୟାସ୍’ ପ୍ରଭାବିତ ଅଞ୍ଚଳକୁ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁଧବାର ଅତି ଭୀଷଣ ବାତ୍ୟା ‘ୟାସ୍’ ବାଲେଶ୍ୱର, ଭଦ୍ରକ ସହ କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ଧାମରା ନିକଟ ରେମୁଣା-ବାହାନଗା ଅଞ୍ଚଳରେ ବାତ୍ୟା ଲ୍ୟାଣ୍ଡଫଲ୍…

ୟାସ ପୀଡ଼ିତଙ୍କ ପାଇଁ ରିଲିଫ ପ୍ରଦାନ କାର୍ଯ୍ୟ ଆରମ୍ଭ

ବାଲେଶ୍ଵର: ବିଭିନ୍ନ ଶେଣୀର ଲୋକଙ୍କ ସହ ସାମୁଦ୍ରିକ ବାତ୍ୟା ୟାସ ପୀଡ଼ିତଙ୍କ ପାଇଁ ରିଲିଫ ପ୍ରଦାନ କାର୍ଯ୍ୟ ଆରମ୍ଭ କରିଛି ବାଲେଶ୍ଵରର ରେବତୀ ପତ୍ରିକା I ଅସହାୟମାନଙ୍କୁ ରିଲିଫ ସାମଗ୍ରୀ ପ୍ରଦାନ କରାଯାଇଥିଲା I ଦୀର୍ଘ ୨୦ ବର୍ଷ ଧରି ପ୍ରତ୍ୟେକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପୀଡ଼ିତମାନକୁ…

ପଶ୍ଚିମବଙ୍ଗରେ ବାତ୍ୟା ଆଣିଲା ଜଳ ପ୍ରଳୟ, କୋଟିଏ ଲୋକ ପ୍ରଭାବିତ

କୋଲକାତା: ଓଡ଼ିଶାରେ ହିଟ୍ କଲା ବାତ୍ୟା ୟାସ୍ । କିନ୍ତୁ ପଶ୍ଚିମବଙ୍ଗରେ ବାତ୍ୟା ଆଣିଛି ବିଭୀଷିକା । ଜଳପ୍ରଳୟ ସୃଷ୍ଟି ହୋଇଛି । କେଉଁଠି ସହର ବଜାର ବୁଡ଼ିଛି ତ ଆଉ କେଉଁଠି ଗାଁ ଗଣ୍ଡାରେ ଲହଡ଼ି ଭାଙ୍ଗୁଛି ସମୁଦ୍ରର ପାଣି । ବ୍ୟାପକ ଗଛ ଉପୁଡିଛି । ଭାଙ୍ଗିଛି ଲୋକଙ୍କ ଘର । ରାସ୍ତାଘାଟ…

ବାତ୍ୟା ପ୍ରଭାବିତ ବାଲେଶ୍ୱରରେ INS ଚିଲିକା ପକ୍ଷରୁ ରିଲଫ୍ ବଣ୍ଟନ

ଭୁବନେଶ୍ୱର: ବାତ୍ୟା ‘ୟାସ୍’ କ୍ଷତିଗ୍ରସ୍ତ ଅଞ୍ଚଳରେ ଆଇଏନଏସ୍ ଚିଲିକା ପକ୍ଷରୁ ଉଦ୍ଧାର କାର୍ଯ୍ୟ ସହ ରିଲିଫ୍ ବଣ୍ଟନ କରାଯାଇଛି । ବାଲେଶ୍ୱରରେ ବାତ୍ୟାର କ୍ଷୟକ୍ଷତି ବୁଲି ଦେଖିଛନ୍ତି ଓଡ଼ିଶା ଦାୟିତ୍ୱରେ ଥିବା ନୌସେନା ଅଧିକାରୀ । ବାଲେଶ୍ୱର ଜିଲ୍ଲାପାଳଙ୍କ ସହ ପ୍ରଭାବିତ ଅଞ୍ଚଳରେ…

ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା: ସ୍ୱତନ୍ତ୍ର ରିଲିଫ କମିଶନର

ଭୁବନେଶ୍ୱର: ବାତ୍ୟା ୟାସ୍ ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଫୁଲୁଛି ବୈତରଣୀ ନଦୀ । ଜଳସ୍ତର ବଢ଼ିବାରେ ଲାଗିଛି । ବର୍ତ୍ତମାନ ଆଖୁଆପଦାଠାରେ ଜଳସ୍ତର ବିପଦ ସଙ୍କେତ ଟପିଛି । ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି । ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର…

ବାତ୍ୟା ‘ୟାସ୍’ ପରେ ଭୁବନେଶ୍ୱର ଓ ରାଉରକେଲାରେ ଟୀକାକରଣ ଆରମ୍ଭ

ଭୁବନେଶ୍ୱର/ରାଉରକେଲା: ବାତ୍ୟା 'ୟାସ୍' ପରେ ଭୁବନେଶ୍ୱର ଏବଂ ରାଉରକେଲାରେ ବନ୍ଦ ରହିଥିବା ଟୀକାକରଣ କାର୍ଯ୍ୟକ୍ରମ ପୁଣିଥରେ ଆରମ୍ଭ ହୋଇଛି। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଅଧୀନରେ ଥିବା ସମସ୍ତ କେନ୍ଦ୍ରରେ କାର୍ଯ୍ୟସୂଚୀ ଅନୁଯାୟୀ ଗୁରୁବାର ଏବଂ ଶୁକ୍ରବାର ଦିନ…

ପାରାଦୀପ ବନ୍ଦରରେ ଆରମ୍ଭ ହେଲା ପଣ୍ୟ କାରବାର

ପାରାଦୀପ: ପାରାଦୀପ ବନ୍ଦରରେ ପଣ୍ୟ କାରବାର କାର୍ଯ୍ୟ ଆରମ୍ଭ ହୋଇଛି। ବାତ୍ୟା ୟଶ୍ ଯୋଗୁଁ ୨୫ ତାରିଖ ଠାରୁ ବନ୍ଦରର ସମସ୍ତ କାର୍ଯ୍ୟକୁ ବନ୍ଦ କରାଯାଇଥିଲା। ୨୬ ତାରିଖରେ ବାତ୍ୟା ୟଶ୍ ପାରାଦୀପ ଅତିକ୍ରମ କରିବା ପରେ ସନ୍ଧ୍ୟା ସମୟରୁ ପୋର୍ଟ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଆଜି ସକାଳୁ…

କକଟେଲ୍ ଔଷଧରେ ମରିବ କରୋନା ? ଦିଲ୍ଲୀରେ ଆରମ୍ଭ ହେଲା ପ୍ରୟୋଗ

ନୂଆଦିଲ୍ଲୀ: କରୋନାକୁ ମାତ୍ ଦେବାକୁ ଭାରତକୁ ମିଳିଲା ଆଉ ଏକ ଅସ୍ତ୍ର । କରୋନାକୁ ମାତ୍ ଦେବାରେ ସକ୍ଷମ କୁହାଯାଉଥିବା ମୋନୋକ୍ଲୋନଲ ଆଣ୍ଟିବଡ଼ି ଅର୍ଥାତ୍ କକଟେଲ୍ ଡ୍ରଗ୍ସର ପ୍ରୟୋଗ ଦେଶରେ ଆରମ୍ଭ ହୋଇଛି । ସ୍ୱିଜରଲ୍ୟାଣ୍ଡର ଔଷଧ କମ୍ପାନୀ ରୋଶେ ଓ ସିପ୍ଲା ଏହାକୁ ଭାରତରେ ଲଞ୍ଚ କରିଛନ୍ତି ।…

ମଣିଷ ସର୍ବାଧିକ କେତେ ବର୍ଷ ବଞ୍ଚିପାରେ? ଖୁଲାସା କଲେ ବୈଜ୍ଞାନିକ

ଆପଣ ଜାଣିଛନ୍ତି କି ଜଣେ ମଣିଷ ସର୍ବାଧିକ କେତେ ବର୍ଷ ବଞ୍ଚିପାରିବ? ହେଲେ ବୈଜ୍ଞାନିକ ମାନେ ଏହି ରହସ୍ୟକୁ ଖୋଜି ପାଇଥିବା ଦାବି କରାଯାଉଛି। ନେଚର କମ୍ୟୁନିକେସନରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ମଣିଷ ସର୍ବାଧିକ ୧୫୦ ବର୍ଷ ବଞ୍ଚିପାରେ। ଆସନ୍ତୁ ଜାଣିବା ବୈଜ୍ଞାନିକଙ୍କ ତଥ୍ୟ...…