Latest Odisha News

BREAKING NEWS

ଅନୁରାଗ କଶ୍ୟପଙ୍କ ‘ଘୋଷ୍ଟ ଷ୍ଟୋରିଜ୍‌’କୁ ନେଇ ବଢୁଛି ବିବାଦ

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ଘୋଷ୍ଟ ଷ୍ଟୋରିଜ୍‌ରେ ଏକ ନିର୍ଦ୍ଦିଷ୍ଟ ଦୃଶ୍ୟ ବିରୋଧରେ ନେଟଫ୍ଲିକ୍ସ ଇଣ୍ଡିଆ ଅଭିଯୋଗ ଗ୍ରହଣ ଆଣିଛି। ଏହି ଚଳଚ୍ଚିତ୍ରରେ ଏକ ଆପତ୍ତିଜନକ ଦୃଶ୍ୟ ଥିବାରୁ ଅନୁରାଗ କଶ୍ୟପଙ୍କ ବିରୋଧରେ ଅଭିଯୋଗ କରାଯାଇଛି। …

ଠକେଇର ଶିକାର ହେଲେ ଶିଳ୍ପାଙ୍କ ମା

ମୁମ୍ବାଇ: ଶିଳ୍ପା ଶେଟ୍ଟୀଙ୍କ ମା ସୁନନ୍ଦା ଶେଟ୍ଟୀ ମୁମ୍ବାଇ ପୋଲିସ ନିକଟରେ ଏକ ଠକେଇ ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗରେ ସୁନନ୍ଦା କହିଛନ୍ତି ଯେ ଜମି କାରବାର ମାମଲାରେ ତାଙ୍କୁ ୧.୬ କୋଟି ଟଙ୍କା ଠକେଇ କରାଯାଇଛି। ସେ ଏହି ମାମଲାରେ ସୁଧାକର ଘରେ ନାମକ ଜଣେ ବ୍ୟକ୍ତିଙ୍କୁ ଅଭିଯୁକ୍ତ…

ଏକବିଂଶ ଶତାବ୍ଦୀରେ ଭାରତର ପ୍ରଥମ ଆନ୍ତର୍ଜାତୀୟ ପୁରୁଷ କ୍ରିକେଟର ହେଲେ ପାଡିକଲ

ନୂଆଦିଲ୍ଲୀ:ଏକବିଂଶ ଶତାବ୍ଦୀର ଭାରତର ପ୍ରଥମ ଆନ୍ତର୍ଜାତୀୟ ପୁରୁଷ କ୍ରିକେଟର ହେଲେ ଦେବୀଦତ ପାଡିକଲ । ଶ୍ରୀଲଙ୍କା ବିପକ୍ଷ ଟି୨୦ ମ୍ୟାଚ ଅବସରରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । କୃଣାଳ ପାଣ୍ଡ୍ୟା କରୋନା ସଂକ୍ରମିତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସଥିବା ୬ଜଣ ଖେଳାଳି ବାଦ୍ ପଡିବା…

ଅଗଷ୍ଟ ୧୫ ଯାଏ ଏହି ରାଜ୍ୟରେ ବଢିଲା ଲକ୍‌ଡାଉନ

କୋଲକାତା: ପଶ୍ଚିମବଙ୍ଗରେ ପୁଣି ବଢିଲା ଲକ୍‌ଡାଉନ୍‌। ଅଗଷ୍ଟ ୧୫ ଯାଏ ରାଜ୍ୟରେ ଲକ୍‌ଡାଉନ୍‌କୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ଏହି ପ୍ରତିବନ୍ଧକ ଜୁଲାଇ ୩୦ ଯାଏ ଲାଗୁ ହୋଇଥିଲା। ରାଜ୍ୟରେ କ‌ୋଭିଡ୍‌ ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି…

ସହିଦ ସପ୍ତାହ, ପୋଷ୍ଟର ଲଗାଇବାରେ ମାତିଛନ୍ତି ମାଓବାଦୀ

ନବରଙ୍ଗପୁର: ସୁଯୋଗ ମିଳିବା ମାତ୍ରେ ନିଜ ଉପସ୍ଥିତି ଜାହିର କରିବାକୁ ଚେଷ୍ଟା କରୁଛି ଲାଲ ବାହିନୀ । ଜୁଲାଇ ୨୮’ ତାରିଖଠୁ ଅଗଷ୍ଟ ୩’ ଯାଏଁ ସହିଦ ସପ୍ତାହ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି ମାଓବାଦୀ । ଏହି ଅଣସ୍ୱୀକୃତୀପ୍ରାପ୍ତ ଦିବସ ପାଳନ କରିବାକୁ ମାଓ ପ୍ରବଣ ଇଲାକରେ ଲୁଚିଛପି ଲୋକଙ୍କୁ…

ଦେବଦାସ ଛୋଟରାୟଙ୍କ ‘ ବିଜୁବାବୁ ‘ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ବର : ବିଶିଷ୍ଟ ଲେଖକ ଦେବଦାସ ଛୋଟରାୟଙ୍କ ଲିଖିତ ପୁସ୍ତକ "ବିଜୁବାବୁ" ରାଜଭବନ ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ଦ୍ୱାରା ପ୍ରକାଶିତ ଏ ପୁସ୍ତକ , ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ…

ହାତବୁଣା ଟସର ବସ୍ତ୍ର ଗୋପାଳପୁରକୁ ଦେଇଛି ସ୍ୱତନ୍ତ୍ର ପରିଚୟ

 କଳା ଓ କାରିଗରୀକୁ ନେଇ ପ୍ରିୟରଞ୍ଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା  ପାଟ ସୂତାରେ ଯାଜପୁର ଜିଲ୍ଲା ଗୋପାଳପୁରର ବୁଣାକାର ବାନ୍ଧି ରଖିଛନ୍ତି, ରାଜ୍ୟର ସମୃଦ୍ଧ ବୟନା କଳାର ପରମ୍ପରାକୁ । ବର୍ଷ ପରେ ବର୍ଷ ବୁଣି ଚାଲିଛନ୍ତି, ଏକକୁ ଆରେକ ଆଖି ଝଲସା ପାଟ ବସ୍ତ୍ର ସବୁ । ସେମାନଙ୍କ ହାତ…

କୋଭାକ୍ସିନ୍‌ର ୪ ନିୟୁତ ଡୋଜ ଆମଦାନୀକୁ ସ୍ଥଗିତ ରଖିଲା ବ୍ରାଜିଲ୍‌

ନୂଆଦିଲ୍ଲୀ: ଭରତ ବାୟୋଟେକ୍‌ କୋଭିଡ୍‌ ଟିକା କୋଭାକ୍ସିନ୍‌ର ପ୍ରସ୍ତାବିତ କ୍ଲିନିକାଲ୍ ପରୀକ୍ଷା ଏବଂ ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ ପାଇଁ ଅନୁରୋଧ ସ୍ଥଗିତ ରଖିବା ପରେ ବ୍ରାଜିଲ ବର୍ତ୍ତମାନ କୋଭାକ୍ସିନ୍‌ର ୪ ନିୟୁତ ଡୋଜ ଆମଦାନୀ କରିବା ନିଷ୍ପତ୍ତିକୁ ସ୍ଥଗିତ ରଖିଛି। ବ୍ରାଜିଲର…

ଫିଲ୍ମ ‘ରଙ୍ଗ୍‌ ଦେ ବସନ୍ତୀ’ ବିଳମ୍ବ ପାଇଁ ୮ କୋଟି ଦାବି କରିଥିଲେ ଅମୀର

ନୂଆଦିଲ୍ଲୀ: ନିକଟରେ ରାକେଶ ଓମପ୍ରକାଶ ମେହେରା ତାଙ୍କ ଆତ୍ମଜୀବନୀ ‘ଦ ଷ୍ଟ୍ରେଞ୍ଜର୍‌ ଇନ୍‌  ଦ ମିରର୍‌’ ମୁକ୍ତିଲାଭ କରିଥିଲା। ରିତା ରାମମୂର୍ତ୍ତି ଗୁପ୍ତାଙ୍କ ସହ-ଲିଖିତ ଏହି ପୁସ୍ତକରେ ଚଳଚ୍ଚିତ୍ର ନିର୍ମାତା ତାଙ୍କ ଚଳଚ୍ଚିତ୍ର ଏବଂ ଜୀବନ ବିଷୟରେ ଅନେକ ଖୁଲାସା କରିଥିଲେ। ଏଥିରେ ସେ ଆଉ…

ରାଜ କୁନ୍ଦ୍ରାଙ୍କ ବିରୋଧରେ ସେକ୍ସୁଆଲ ମିସକଣ୍ଡକ୍ଟ ଅଭିଯୋଗ ଆଣିଲେ ଶାର୍ଲିନ

ମୁମ୍ବାଇ: ରାଜ କୁନ୍ଦ୍ର ପର୍ଣ୍ଣଗ୍ରାଫି ମାମଲାରେ ମଡେଲର ଶାର୍ଲିନ ଚୋପ୍ରା ମୁମ୍ବାଇ କ୍ରାଇମ ବ୍ରାଂଚ ସମ୍ମୁଖରେ ହାଜର ହୋଇଛନ୍ତି । ରାଜଙ୍କ ବିରୋଧରେ ଶାର୍ଲିନ ସେକ୍ସୁଆଲ ମିସକଣ୍ଡକ୍ଟ ପରି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି । ପୂର୍ବରୁ ଏ ନେଇ ସେ ୨୦୨୧ରେ ରାଜଙ୍କ ବିରୋଧରେ କେସ କରିଥିଲେ…