ଟାଇଗର୍, କ୍ରିତିଙ୍କ ଫିଲ୍ମି ସଫର୍; ବଲିଉଡ୍ରେ ପୂରିଲା ୭ ବର୍ଷ; ଏକାଠି କରିଥିଲେ ଡେବ୍ୟୁ
ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର୍ ଶ୍ରଫ୍ ଏବଂ ଅଭିନେତ୍ରୀ କ୍ରିତି ସାନନ୍ଙ୍କୁ ଆଜି ବଲିଉଡ୍ରେ ୭ ବର୍ଷ ପୂରିଛି। ଏହି ଦୁଇ କଳାକାର ଫିଲ୍ମ ହିରୋପନ୍ଥୀରେ ଜରିଆରେ ବଲିଉଡ୍ରେ ଡେବ୍ୟୁ କରିଥିଲେ।
ଆଜି ହିରୋପନ୍ଥୀ ରିଲିଜ୍ ହେବାର ସାତ ବର୍ଷ ପୂରିଛି। ଏହି ଦୁଇ କଳାକାରଙ୍କ ପାଇଁ…