ଗୋଟିଏ ଘରୁ ୨୨ ଜଣ ଶିଶୁ କରୋନା ପଜିଟିଭ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବୁଲନ୍ଦସହରରେ ଥିବା ଜୁଭେନିଲ୍ ହୋମ୍ରୁ ଅତି କମରେ ୨୨ ଶିଶୁ କରୋନା ସଂକ୍ରମିତ ହୋଇଛନ୍ତି। ଖବର ଅନୁଯାୟୀ, ସମସ୍ତଙ୍କୁ ଏଠାରେ ଥିବା ଏକ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଠରେ ୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ ରଖାଯାଇଥାଏ। ଯୌନ ନିର୍ଯାତିତ…