Latest Odisha News

BREAKING NEWS

୨୪ ଘଣ୍ଟାରେ ବାତ୍ୟା ‘ୟଶ’ର ରୂପ ନେବ ଲଘୁଚାପ, ଏବେ ବଙ୍ଗୋପସାଗରରେ ଗୋଟାଉଛି ବଳ

ଭୁବନେଶ୍ୱର: ପୂର୍ବକେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଆଜି ଅବପାତର ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟା ଅର୍ଥାତ୍ ଆସନ୍ତାକାଲି ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବା ଆଶଙ୍କା ରହିଛି । ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୫ ତାରିଖ ବେଳକୁ ଅତି ଭୟଙ୍କର ବାତ୍ୟାର ରୂପ…

କବିତା : ଥରୁଟିଏ ତ ଖାଲି

ମିନାକ୍ଷୀ ଦ୍ବିବେଦୀ ଥରୁଟିଏ ତ ଖାଲି ଚାହିଁ ଦିଅ ଥରୁଟିଏ ତ ଖାଲି ଡାକିଦିଅ । ଦେଇଦେବି ସବୁ ଦେଇଦେବି ଯାହା ମୁଁ ଯତନେ ସାଇତି ରଖିଛି ଯୁଗ ଯୁଗ କାଳ କାଳ ଧରି ଦେଇ ଦେବି ସବୁ ସୁଗନ୍ଧ ପବନ କୁ ଫୁଲ ଦେଲା ପରି କୁଆଁରୀ ମନର ସବୁ ସ୍ବପ୍ନ, ସବୁ ଲଜ୍ଜା ଦୁଇହାତ ଟେକି ଦେଇଦେବି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୩-୫-୨୦୨୧ ରବିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମଇ ତା ୨୩ ରିଖ ରବିବାର ବୃଷ ୯ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ଏକାଦଶୀ ଭୁକ୍ତ ଦ୍ବାଦଶୀ ତିଥି ହସ୍ତା ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ ବାର-: ମେଷ ରାଶିର ଘାତ ଚନ୍ଦ୍ର-: ବୃଷ ରାଶି ପୁରୁଷ ଓ ଧନୁ ରାଶି…

କୋଭିଡ୍ ଟେଷ୍ଟକୁ ନେଇ ପାଟିତୁଣ୍ଡ

ରଣପୁର: ଗାଁରେ କୋଭିଡ୍ ଟେଷ୍ଟକୁ ନେଇ ଉତେଜନା । ମୟୁରଝାଲିଆ ଗ୍ରାମରେ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଡାକ୍ତରଙ୍କୁ ଅଟକ ରଖିଲେ ଗାଁର ଲୋକେ । ରଣପୁର ମୟୁରଝାଲିଆ ଗାଁରେ ଗତ ୩ ଦିନ ତଳେ ୨୪ ଜଣଙ୍କର RTPCR ମାଧ୍ୟ୍ୟମରେ କୋଭିଡ୍ ଟେଷ୍ଟ କରାଯାଇଥିଲା । ସେହି ଟେଷ୍ଟ ବେଳେ ୨୦ ଜଣଙ୍କର କୋଭିଡ୍…

ସ୍ୱାମୀର କାଠ ଫାଳିଆରେ ସ୍ତ୍ରୀ ମୃତ

କାମାକ୍ଷାନଗର: ସ୍ୱାମୀର କାଠ ଫାଳିଆରେ ସ୍ତ୍ରୀ ମୃତ । ନିଜର ଗର୍ଭବତୀ ସ୍ତ୍ରୀକୁ କାଠ ଫାଳିଆ ରେ ବାଡେଇ ମାରିଲା ପିଶାଚ ସ୍ବାମୀ । ଏହି ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଥାନା ବାଙ୍ଗୁରା ଗାଁରେ । ପାରିବାରିକ କଳହକୁ କେନ୍ଦ୍ର କରି ଗାଁର ବିକ୍ରମ ନାଏକ ନିଜ ସ୍ତ୍ରୀ ବର୍ଷା ନାଏକକୁ ଏକ…

ପାଉଡ଼ି ଭୂୟାଁ ଜନଜାତିଙ୍କ ସୁରକ୍ଷା ଚିନ୍ତା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଉପଖଣ୍ଡ ଅଞ୍ଚଳରେ ବସବାସ କରୁଥିବା ପାଉଡ଼ି ଭୂୟାଁ ସଂପ୍ରଦାୟ ଲୋକଙ୍କ ସୁରକ୍ଷା ଚିନ୍ତା । କରୋନା ସଂକ୍ରମଣ ବଢୁଥିବା ବେଳେ ଏମାନଙ୍କ ଲାଗି ନିଆଯାଇଛି ପଦକ୍ଷେପ । ସେମାନଙ୍କ ସୁରକ୍ଷା ସହ କରୋନା ଚେନ୍ ଭାଙ୍ଗିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ…

ସମ୍ଭାବ୍ୟ ବାତ୍ୟା ନେଇ ଜାତୀୟ ସଂକଟ ପରିଚାଳନା କମିଟିର ସମୀକ୍ଷା, କୋଭିଡ୍ ରୋଗୀଙ୍କ ଚିକିତ୍ସା ଉପରେ ଫୋକସ୍

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଯଶ’କୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମନ୍ତ୍ରଣାଳୟ ଏଜେନ୍ସିମାନଙ୍କ ଦ୍ୱାରା କିଭଳି ଭାବେ ସଫଳତାର ସହ ମୁକାବିଲା କରାଯାଇପାରିବ ତାହାର ପ୍ରସ୍ତୁତି ସମ୍ପର୍କରେ ଆଜି କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ…

କିଏ କହିଲେ ଦିଦି ତୁମ ବିନା ବଂଚିପାରିବି ନାହିଁ

କୋଲକତା: ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ଭୁଲ ନିଷ୍ପତି ଥିଲା ବୋଲି ସୋନାଲି ଗୁହା କହିଛନ୍ତି । ପୁନର୍ବାର ଟିଏମସିକୁ ଫେରାଇ ନେବା ପାଇଁ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି । ଏଥିରେ ସେ ଭାବ ପ୍ରବଣ ହୋଇ ଲେଖିଛନ୍ତି ଭୁଲ ବଶତଃ ବିଜେପିରେ ଯୋଗ ଦେଇଥିଲି ।…

ସମ୍ଭାବ୍ୟ ବାତ୍ୟା “ୟସ” ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

ଭଦ୍ରକ: ଆସନ୍ନ ବାତ୍ୟା ୟସକୁ ନେଇ ଜାଗତିଆର ଓଡିଶା ରାଜ୍ୟ । ଉପକୂଳବର୍ତ୍ତି ଜିଲ୍ଲାଗୁଡିକ ବାତ୍ୟା ମୁକିବାଲି ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଏହି ଧାରାରେ ସାମିଲ ହୋଇ ଭଦ୍ରକ ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଥିବା ସୂଚନା ରହିଛି । ସମୁଦ୍ର ତଟବର୍ତ୍ତି ଦୁଇଟି ବ୍ଲକ…

ଛତିଶଗଡରେ ମାଓବାଦୀ ଓ ଯବାନ ମୁହାଁମୁହିଁ, ଜଣେ ନକ୍ସଲ ନିହତ

ମାଲକାନଗିରି: ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ଏନକାଉଣ୍ଟର । ପୋଲିସ ଗୁଳିରେ ନିହତ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ । ଘଟଣାସ୍ଥଳର ଦୁଇଟି ଦେଶୀ ବନ୍ଧୁକ ସହ ଲ୍ୟାଣ୍ଡମାଇନ୍ ଓ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ କିରଣ୍ଡୁଲ ଥାନା ଅନ୍ତର୍ଗତ…